Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶେଷ ଇଛା ପୂରଣ କଲା ନବରଙ୍ଗପୁରର ଝିଅ ରେଶମା , ବାପାଙ୍କୁ ଦେଲା ମୁଖାଗ୍ନି

ନବରଙ୍ଗପୁର: ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ଦେବୁ ମୋତେ ମୁଖାଗ୍ନି । ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଶବକୁ ଝିଅ ମୁଖାଗ୍ନି ଦେବ  । ଆଉ ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବାକୁ ଯାଇ ଶବକୁ ମୁଖାଗ୍ନି ଦେଇଛି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…

ଆଇଜର ହଷ୍ଟେଲରେ ଝୁଲିପଡିଲେ ମେଧାବୀ ଛାତ୍ର

ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ଏକ ଚିନ୍ତାର କାରଣ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରୀ ରାଜଧାନୀର ଏକ ମେଡିକାଲ କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି ଆଇଜରରୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ…

ସକାଳୁ ସକାଳୁ ଘରେ ଘରେ ମହକୁଛି ଦୂତିଆ ଘାଣ୍ଟ, ଆସନ୍ତୁ ଜାଣିବା ଘାଣ୍ଟ ତରକାରୀ ତିଆରୀର ସହଜ ରେସିପି…

ଭୁବନେଶ୍ଵର: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ପର୍ବକୁ ଛାଡ଼ିଦେଲେ ଅନେକ ଓଷା ମଧ୍ୟ ରହିଛି , ସେ ମଧ୍ୟରୁ ଦୂତି ବାହନ ଓଷା ଅନ୍ୟତମ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା…

ଟ୍ରକ ଚକାତଳେ ଚାପି ହୋଇ ୫ବର୍ଷର ପୁଅ ମୃତ

କରଞ୍ଜିଆ :  କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚକା ତଳେ ଚାପି ହୋଇ ୫ ବର୍ଷର ପୁଅ ମୃତ, ବାପା ଏବଂ ଆଈ ଗୁରୁତର । ସୂଚନା ଅନୁସାରେ  ଗତକାଲି ରାତିରେ ଏକ ବାଇକରେ ୫ ବର୍ଷର ପୁଅ, ବାପା ଏବଂ ଆଈ ନିଜ ସମ୍ପର୍କୀୟଙ୍କୁ ଦେଖା କରିବାକୁ…

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ଢେଙ୍କାନାଳ: ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର । ଚାରିଆଡେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ପୁଅକୁ ହରାଇ ଭାଙ୍ଗିପଡ଼ଛନ୍ତି ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପରିବାର । ସେପଟେ ଆଜି ଜନ୍ମମାଟିରେ ପହଞ୍ଚିବ ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ପ୍ରାଣ…

ଟ୍ରେନ ଉପରକୁ ଟେକା ମାରିବା ଅଭିଯୋଗରେ ଯୁବକକୁ ଗିରଫ କଲା ଆରପିଏଫ୍

ବଲାଙ୍ଗୀର: ଚଳନ୍ତା ଟ୍ରେନ୍ ଉପରକୁ ପଥର ମାଡ଼ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ରେଳବାଇ ସୁରକ୍ଷା ବଳ (ଆରପିଏଫ୍)। ସେ ହେଲେ ଆକାଶ ଡାଙ୍ଗ (୨୦)। ଶୁକ୍ରବାର ବଲାଙ୍ଗୀର-ବରଗଡ଼ ରାଜପଥର ଶଙ୍କର ଭଜି ଛକରେ ଥିବା ଦୀପିକା ବାଇକ୍ ଗ୍ୟାରେଜ୍ ଉପରେ ଚଢ଼ଉ କରି ଡାଙ୍ଗଙ୍କୁ ଗିରଫ…

ରାଜଧାନୀରେ ଏକ ଘରୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଦୁର୍ବୃତ୍ତମାନେ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଲୁଟି ନେଇଥିବା ବେଳେ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱରରେ ଏକ ଘରୁ ଲୁଟ୍ ହୋଇଛି। ଘଟଣା ପରେ ଭୁବନେଶ୍ୱର ୟୁନିଟ୍-୮ରେ ଥିବା ଘର ମାଲିକ ବସନ୍ତ ସେନାପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,…

ଜିଲ୍ଲାର ସ୍ବାସ୍ଥ୍ୟ ତଦାରଖ ପାଇଁ ସ୍ବାସ୍ଥ୍ୟ ଅଧିକାରୀ ଗାଡ଼ି ଭଡାରେ ନେଇପାରିବେ

ଭୁବନେଶ୍ୱର: ବିଭିନ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ତଦାରଖ କରିବା ପାଇଁ ଓଡ଼ିଶା ସରକାର ସିଡିଏମଓ, ଏସଡିଏମଓ ଓ ମେଡିକାଲ୍ ଅଫିସରଙ୍କୁ ଗାଡ଼ି ଭଡ଼ାରେ ନେବାକୁ ଜିଲ୍ଲାସ୍ତରରେ ଅନୁମତି ଦେଇଛନ୍ତି। ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ସରକାରୀ ଚିଠିରେ…

ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା, ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି

ଭୁବନେଶ୍ୱର: ନିମ୍ବ ପତ୍ରରେ ସ୍ତନ କର୍କଟ ରୋଗ ଦୂର କରିବାର କ୍ଷମତା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବୈଜ୍ଞାନିକମାନେ ଗବେଷଣା କରି ଏପରି ଏକ ବଡ଼ ସଫଳତା ପାଇଛନ୍ତି। ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁଙ୍କ ନେତୃତ୍ୱାଧୀନ ଟିମ୍ ନିମ୍ବ ପତ୍ରରେ…

ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସ୍ବାମୀଙ୍କୁ ପୋଲିସର ଜେରା

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଆଲିସା ନର୍ମି ଲୁଗୁନଙ୍କ ମୃତ୍ୟୁରେ ନ୍ୟାୟ ଦାବି ତେଜିଛି । ଶୁକ୍ରବାର ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ଆଦିବାସୀ ମାନେ ଗୋଟିଏ ପଟେ ଏକାଠି ହୋଇ ହୋ ହାଲ୍ଲା କରିଛନ୍ତି। ଅନ୍ୟପଟେ ସୁସ୍ମିତାଙ୍କ ସ୍ୱାମୀ ସୁଶୀଲ…