Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନ୍ଦୋଳନରତ ଶିକ୍ଷକଙ୍କୁ ଭେଟିଲେ ରାଜ୍ୟ ସଭାପତି ମନେମାହନ ସାମଲ, ତାଙ୍କ ଦାବିକୁ କଲେ ସମର୍ଥନ

ମାଲକାନଗିରି: ମାଲକାନଗିରି ଜିଲା ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏଠାରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ସାମିଲ ହୋଇଥିଲେ । ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ଶହୀଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ…

ଦେଶର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହିତ ପତ୍ନୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ଦର୍ଶନ କରିଛନ୍ତି । ଉତ୍ତରଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ପୂର୍ବତନ…

ନେତାଜୀ ବସ ଟର୍ମିନାଲ ଲୋକାର୍ପିତ; ପୁରୀକୁ ଗଡ଼ିଲା ପ୍ରଥମ ବସ୍

ଭୁବନେଶ୍ୱର: କଟକ ନେତାଜୀ ବସ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲରେ ଆନ୍ତର୍ଜାତୀୟ ସ୍ତରର ସୁବିଧା ପାଇବେ ଯାତ୍ରୀ । ଏହି ଟର୍ମିନାଲରେ ରହିପାରିବ ୧୯୨ଟି ବସ  ।  ଓଡିଶାର ସର୍ବବୃହତ ଆହାର…

୧୧, ୮୫୬ ମେଧାବୀଙ୍କୁ ୧୮ କୋଟିର ଡିଏମଏଫ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର: ସ୍ଥାନୀୟ ଅଡିଟୋରିୟମ ଠାରେ ଶନିବାର ଡିଏମଏଫ୍(district mineral fund) ଛାତ୍ରବୃତ୍ତି-2023 ଆବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ…

ବିନା ଚାପରେ କ୍ୟାରିୟର ଚୟନ କର: କ୍ୟାରିୟର ପ୍ରଦର୍ଶନୀରେ ଛାତ୍ରଛାତୀଙ୍କୁ ପରାମର୍ଶ

ଭୁବନେଶ୍ୱର: ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍‌ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ କ୍ୟାରିୟର…

କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି: କେଉଁ ଜିଲ୍ଲା ପାଇଁ କିଏ, ଜାଣନ୍ତୁ ପୂରା ତାଲିକା

ଭୁବନେଶ୍ୱର: ନିଯୁକ୍ତି ପାଇଲେ କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର । ଏ ନେଇ  ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ରିଲିଜରେ  ସୂଚନା ଦେଇଛନ୍ତି ।  ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି…

ପାର୍ବଣ ଋତୁ ପାଇଁ ପ୍ରସ୍ତୁତି: ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ପାର୍ବଣ ପାଇଁ ପ୍ରସ୍ତୁତି । ପାର୍ବଣକୁ ସୁନ୍ଦର,ଶୃଙ୍ଖଳିତ କରିବା ପାଇଁ ସବୁ ଦିଗରୁ ଆରମ୍ଭ ହେଉଛି ଉଦ୍ୟମ । ଏହି ପରିପ୍ରେକ୍ଷୀରେ  ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା  । ଆଗାମୀ ପାର୍ବଣ ଋତୁ ସମୟରେ…

ମା ’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆଁ ଧାନ, ନୁଆଁଖାଇରେ ଲାଗି ହେବ ନବାନ୍ନ

ସମ୍ବଲପୁର: ଦିନ କେଇଟା ପରେ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେବ  ନୂଆଁଧାନ  । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରିତ ହୋଇଥିବାରୁ ଆଜି ମା…

ପୁରୀ ଗସ୍ତରେ ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫.୧୦ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ସ୍ଥିତ ରାଜଭବନରେ ପହଞ୍ଚିବେ । ପରେ ସେଠାରେ କିଛି ସମୟ ବିଶ୍ରାମ କରି ସଂଧ୍ୟା ୬ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ…

ବାଲେଶ୍ବର ଜିଲ୍ଲାରେ ସ୍କୁଲ ଗୁଡିକର ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେବେ ଅଙ୍ଗନବାଡି ଦିଦି

ବାଲେଶ୍ବର: ଗତ କିଛି ଦିନ ହେବ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି  । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲକୁ ଆସୁଛନ୍ତି ହେଲେ ଫେରି ଯାଉଛନ୍ତି  । ଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି  । ଯାହାକୁ ଦୃଷ୍ଟିରେ ରଖି ବିକଳ୍ପ…