Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ବର ଜିଲ୍ଲାରେ ସ୍କୁଲ ଗୁଡିକର ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେବେ ଅଙ୍ଗନବାଡି ଦିଦି

ବାଲେଶ୍ବର: ଗତ କିଛି ଦିନ ହେବ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି  । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲକୁ ଆସୁଛନ୍ତି ହେଲେ ଫେରି ଯାଉଛନ୍ତି  । ଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି  । ଯାହାକୁ ଦୃଷ୍ଟିରେ ରଖି ବିକଳ୍ପ…

ଭିଜିଲାନ୍ସ ଜାଲରେ ଆରଆଇ ବାବୁ, ୪୦୦୦ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଆରଆଇ ଶ୍ରୀ ରମାକାନ୍ତ ବେହେରା । ୪୦୦୦ ତଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ରମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା…

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : EIC

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି  । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ନାହିଁ   । କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି  । ଏଥିଲାଗି ସମସ୍ତ ବିଭାଗୀୟ…

ପ୍ରତିଶ୍ରୁତି ପରେ ବି ହଟିଲାନି କେନାଲ ଜବରଦଖଲ: ସରକାରଙ୍କୁ ୨ୟ ଚେତାବନୀ ଦେଲେ ସାଂସଦ

ଭୁବନେଶ୍ୱର: ୨ୟ ରିମାଇଣ୍ଡ ଲେଟର ପଠାଇଲେ ଅପରାଜିତା । ପ୍ରଭାବଶାଳୀ ମହିଳା କୃଥିକା ପ୍ରଭାକରଣ ହଡପ କରି ନେଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି କେନାଲ ସଫା କର। ଚାଷୀଙ୍କ ଜମିକୁ ପାଣିଦିଅ । ଏଥିପାଇଁ ଯଥେଷ୍ଟ ସମୟ ଦିଆଗଲାଣି । ଏମିତି କହି  ୨ୟ ଥର ପାଇଁ ରିମାଇଣ୍ଡ ଲେଟର ପଠାଇଛନ୍ତି…

ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ; ୨୧ ପରିବର୍ତ୍ତେ ହେବ ୨୨ରେ

ଭୁବନେଶ୍ୱର:ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ସେପ୍ଟେମ୍ବର  ୨୧ ତାରିଖରେ ହେବାର ଥିଲା ବାଚସ୍ପତି ନିର୍ବାଚନ । ହେଲେ ୨୧ରେ ନହୋଇ  ୨୨  ତାରିଖରେ ହେବ ନିର୍ବାଚନ । ନିର୍ବାଚନକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ୨୨ ତାରିଖ ସାକଳ ସାଢେ ୯ଟାରେ…

ବ୍ରହ୍ମପୁର କୁମାରପୁର ଗାଁରେ ଚାଞ୍ଚଲ୍ୟ: ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ, ଥାନାରେ ଅଟକ

ବ୍ରହ୍ମପୁର: ସମ୍ପର୍କ ଭୁଲିଗଲା ପୁଅ । ନିଜ ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି  ବ୍ରହ୍ମପୁର ସଦର ଥାନା କୁମାରପୁର ଗାଁରେ । ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ କୁମାରପୁର ଗାଁର ରମେଶ ପ୍ରଧାନ ବୋଲି ଜଣାପଡିଛି  ।…

ଗାଁରେ ରହିବନି ଯାତାୟାତ ସମସ୍ୟା: ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ବସ୍

ଭୁବନେଶ୍ୱର: ଗାଁ ଗହଳିରେ ଆଉ ରହିବନି ଯାତାୟାତ ସମସ୍ୟା । ଏଣିକି ପ୍ରତି ପଞ୍ଚାୟତକୁ ଗଡିବ ବସ । ରାଜଧାନୀ ଭୁବନେଶ୍ୱର ସହ  ସହ ଯୋଡି ହେବ ସବୁ ପଞ୍ଚାୟତ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଆଣିଥିବା ଲକ୍ଷ୍ମୀ (ଲୋକେସନ ଆକ୍ସେସିବିଲିଟି ମଲ୍ଡି ମୋଡାଲ ଇନିସିଏଟିଭ) ଯୋଜନାକୁ ମିଳିଛି…

ହୀରାକୁଦ ଖୋଲିଲା ଆଉ ୪ଟି ଗେଟ, ୨୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଉ ୪ଟି ଗେଟ ଖୋଲିଛନ୍ତି ହୀରାକୁଦ କତୃପକ୍ଷ । ବର୍ତ୍ତମାନ ମୋଟ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଲଭଣ୍ଡାରକୁ…

ବ୍ୟାପିଲା ସ୍କ୍ରବ ଟାଇଫସ: ସୁନ୍ଦରଗଡରେ ଆଉ ୭ ରୋଗୀ ଚିହ୍ନଟ, କଳାହାଣ୍ଡିରେ ଆଖି ବୁଜିଲେ ମହିଳା

ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ…

ଏଣିକି ପ୍ରତି ବର୍ଷ ହେବ ବାଘଗଣନା: ତାଲିମ ନେଉଛନ୍ତି କର୍ମଚାରୀ

ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ   । ଏହି ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖ…