Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟାପିଲା ସ୍କ୍ରବ ଟାଇଫସ: ସୁନ୍ଦରଗଡରେ ଆଉ ୭ ରୋଗୀ ଚିହ୍ନଟ, କଳାହାଣ୍ଡିରେ ଆଖି ବୁଜିଲେ ମହିଳା

ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ…

ଏଣିକି ପ୍ରତି ବର୍ଷ ହେବ ବାଘଗଣନା: ତାଲିମ ନେଉଛନ୍ତି କର୍ମଚାରୀ

ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ   । ଏହି ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖ…

ଏଣିକି ପୂଜା ମଣ୍ଡପ ପାଇଁ ଦେବାକୁ ପଡିବିନି ଗ୍ରାଉଣ୍ଡ ରେଣ୍ଟ

ଭୁବନେଶ୍ୱର:  ପାର୍ବଣ ପୂର୍ବରୁ ସରକାରଙ୍କ ବଡ ଘୋଷଣା ।  ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ…

ରାସ୍ତାକଡରେ ପଡିଛି ବ୍ୟକ୍ତିଙ୍କ ମୃତଦେହ: ଦୋଷୀକୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଅନୁଗୁଳ: ଅନୁଗୁଳ ଛେଳିଆପଦାରେ ଅଭାବନୀୟ ଘଟଣା ଘଟିଛି  । ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ବାଲିଗଦା ଉପରେ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି  । ମୃତକ କାଙ୍କୁଲା ଗାଁର ସଂଗ୍ରାମ ବେହେରା ବୋଲି ଜଣାପଡିଛି  । ସୂଚନା ଅନୁଯାୟୀ ଆଜି ସକାଳୁ…

୪ ଓଡିଆ କଳାକାରଙ୍କୁ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର

ଭୁବନେଶ୍ବର: ୪ ଜଣ ଓଡିଆ କଳାକାରଙ୍କ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର । ଓଡିଶାର ୪ ଜଣ କଳାକାରଙ୍କୁ ଏହି ପୁରସ୍କାର ମିଳିବ  । ଏହି ୪ କଳାକାର ହେଉଛନ୍ତି ଛଉ ନୃତ୍ୟ ଶିଳ୍ପୀ ସିଦ୍ଧେଶ୍ବର ଦାଶ, ଥିଏଟର ଏଳାକାର ଅନ୍ନତ ମହାପାତ୍ର , ଲୋକସଙ୍ଗୀତ ଏବଂ ବ୍ରହ୍ମା ବୀଣା ବିଶାରଦ…

ପାଣିଘେରରେ ମାଆ ଭଟ୍ଟାରିକା: ଗର୍ଭଗୃହରେ ୩ ଫୁଟର ବନ୍ୟା ଜଳ , ବିଗ୍ରହ ସ୍ଥାନାନ୍ତର

ଆଠଗଡ: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  । ଆଠଗଡ ବଡମ୍ବା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପଶିଛି  ।  ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ମହାନଦୀରେ ଜଳସ୍ତର ବଢିଥିବାବେଳେ ଚଳିତ ବର୍ଷ…

ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର : ଉଦ୍ଧାର କରି କୂଳଡିହା ଜଙ୍ଗଲରେ ଛାଡିଲା ବନ ବିଭାଗ

ବାଲେଶ୍ଵର : ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ  ।  ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ ଯାଇଥିଲେ। ଏତିକିବେଳେ ହଠାତ୍ ଏକ ୧୦ ଫୁଟ୍ ଲମ୍ବର ଅଜଗର…

ପାର୍ବଣ ପୂର୍ବରୁ ଅଶାନ୍ତ କଟକ ସହର: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣାକୁ ଏନକାଉଣ୍ଟର, ବନ୍ଧୁକ ଓ ଗୁଳି ଜବତ

କଟକ : ଆସୁଛି ପାର୍ବଣ ଋତୁ  । କିନ୍ତୁ ତାପୂର୍ବରୁ ଅଶାନ୍ତ ହୋଇପଡିଛି କଟକ ସହର  । ପୂଜା ପୂର୍ବରୁ କଟକରେ ଏନକାଉଣ୍ଟର ହୋଇଛି  । କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଉତ୍ତମାପୁର ଅଞ୍ଚଳରେ କମିଶନରେଟ୍ ପୋଲିସ ଏନକାଉଣ୍ଟର କରିଛି  ।  …

ଆଜି ଲୋକାର୍ପିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ: ୧୦ଟି ପ୍ରକଳ୍ପର ହେବ ଉଦଘାଟନ

କଟକ : ବିକାଶରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଲୋକାର୍ପିତ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ଆଜି ଅପରାହ୍ନରେ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ପ୍ରସ୍ତୁତି ପ୍ରାୟ…

ନଷ୍ଟ ହୋଇଯାଉଛି ଜମାକାରୀଙ୍କ ସତ୍ୟପାଠ, ଚିନ୍ତାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଚିଟଫଣ୍ଡ କମିସନଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ନଷ୍ଟ ହୋଇଯିବା ଏହଂ ହୋଇଯିବା ଭଳି ସ୍ଥିତି ପରେ ଓଡ଼ିଶାର ହଜାର ହଜାର ଚିଟଫଣ୍ଡ କ୍ଷତିଗ୍ରସ୍ତ ନିରାଶ ହୋଇଛନ୍ତି। କାଗଜପତ୍ରକୁ ଏକ କୋଠରୀର ଏକ କୋଣରେ ପୋକ ଖାଇବାକୁ ଦେଇ ପଚାଇବାକୁ…