Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିମ୍ନମାନର ରାସ୍ତା କାମ ଅଭିଯୋଗ, ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

ଭଦ୍ରକ: ଭଦ୍ରକ ସହରର ନିମ୍ନମାନର ରାସ୍ତାକାମକୁ ବିରୋଧ କରି ଭଦ୍ରକ ସହରବାସୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ଭଦ୍ରକ ପୌରାଞ୍ଚଳର ୧୫ଟି ଓ୍ୱାର୍ଡ ଓ ଆଖପାଖ ୬ଟି ପଞ୍ଚାୟତର ୩ ହଜାରରୁ ଅଧିକ ଲୋକ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ନେତୃତ୍ୱରେ ଏହି…

ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ଯାନ ସେବା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର 181ଟି ଭ୍ରାମ୍ୟମାଣ ଭେଟେରିନାରୀ ୟୁନିଟ୍ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ିଗୁଡ଼ିକ 'ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା' ଅଧୀନରେ ଗୋରୁ ଓ…

ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଶୁଭାରମ୍ଭ, ସ୍କୁଲ ସହ ଯୋଡି ହେବେ ଏସସି-ଏସଟି ଛାତ୍ରଛାତ୍ରୀଙ୍କ ଅଭିଭାବକ

ଭୁବନେଶ୍ୱର: ଅନୁସୂଚତି ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଆଜି ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାୟ ୧୭ଟି ଜିଲ୍ଲାର ୨୨୯ଟି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ମାସ ୬ଦିନ ଯଥା ସେପ୍ଟେମ୍ୱର ୮, ୧୩,…

ଜୟନାରାୟଣଙ୍କ ପ୍ରଶ୍ନବାଣ ପରେ ବିଜେଡି ପୁଣି କହିଲା ସେ ମାନସିକ ଭାରସାମ୍ୟ ହରାଇଛନ୍ତି

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ନେଇ ଶୁକ୍ରବାର ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିଲା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣିଥରେ 5ଟି କଥା କହି ଶାସକ ଦଳର ନେତାଙ୍କୁ କଡା ସମାଲୋଚନା କରିବା…

ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଓ ରାଜ୍ୟ ସଂଯୋଜକ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ…

ଅରୁଣ ଓ ଅତନୁଙ୍କୁ ସୌମ୍ୟ କାହିଁକି କହିଲେ ବ୍ଲାକମେଲିଂ ଶବ୍ଦର ପ୍ରକୃତ ଅର୍ଥ ଜାଣିନାହାନ୍ତି?

ଭୁବନେଶ୍ୱର: ଶାସକ ଦଳ ବିଜେଡିର ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଏବେର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ଯାହାର ଜବାବ ଦେବାକୁ ଯାଇ ସୌମ୍ୟ କହିଛନ୍ତି, ତାଙ୍କ…

ଅନୁଭବଙ୍କ ଭାଇଙ୍କ ଜମିକୁ କବଜାକୁ ନେଲା ବ୍ୟାଙ୍କ, ଲୋକେ ଆଣିଲେ ଜାମି ଜାଲିଆତି ଅଭିଯୋଗ

କଟକ: ସ୍ଥାନୀୟ ଲୋକଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଶୁକ୍ରବାର ଅର୍ବାନ କୋଅପରେଟିଭ ବ୍ୟାଙ୍କର ଅଧିକାରୀମାନେ କଟକର ସେଲଟକ ଛକ ଅଞ୍ଚଳରେ ଥିବା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଏକ ଜମିକୁ ଋଣ ଖିଲାପ ନେଇ ନିଜ କବଜାକୁ ନେଇଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ…

ରାଜଧାନୀରେ ଅପରେସନ ହ୍ଵାଇଟ ସ୍ପାଇଡର: ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗରିଫ

ଭୁବନେଶ୍ୱର: ରାଜଧାନୀରେ ଥମିବାରେ ନାଁ ଧରୁନି ବେଆଇନ ଧଳା ଜହର ବେପାର। ଆଜି ଶହୀଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ନିକଟରେ ପୋଲିସ ଅତର୍କିତ ଚଢଉ କରିଥିଲା। ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୋଲିସ।…

ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ବବିଦ୍ଯାଳୟର ସହକାରୀ ପ୍ରଫେସର

ସମ୍ବଲପୁର: ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶୁକମୁନି ମେହେରଙ୍କ ବିରୋଧରେ ଜଣେ ଛାତ୍ରୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଛନ୍ତି। ନାମ ପ୍ରକାଶ କରିନଥିବା ଛାତ୍ରୀ ଜଣକ ଗୁରୁବାର ବିଶ୍ୱବିଦ୍ୟାଳୟ ପ୍ରଶାସନ…

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି, ସହିଦଙ୍କ ପରିବାରକୁ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି।…