Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶଙ୍ଖ ଭବନକୁ ସୂର୍ଯ୍ୟ ପାତ୍ରଙ୍କ ମର ଶରୀର ନଯିବା ନେଇ ଭିନ୍ନ ଚର୍ଚ୍ଚା, ଜବାବ ରଖିଲେ ଦଳୀୟ ନେତା

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରକୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟାଳୟ ନବନିର୍ମିତ 'ଶଙ୍ଖ ଭବନ'କୁ ନିଆନଯିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ରବିବାର ଦିଗପହଣ୍ଡିରେ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ…

ବିବାଦରେ ଦାମ ରାଉତଙ୍କ ବିଧାୟକ ପୁଅ, କହିଲେ ଅଭିଯୋଗ ଭିତ୍ତିହୀନ

ଜଗତସିଂହପୁର: ସର୍ବସାଧାରଣରେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ଥାନାରେ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ନେତ୍ରୀ ଭାବେ…

୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦ ନିୟୁତ ଟନ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଅର୍ଥାତ୍ ୧ ଏପ୍ରିଲ୍ ରୁ ୩୧ ଅଗଷ୍ଟ, ୨୦୨୩ ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ ୯୭.୧୩ନିୟୁତ ଟନ ତୁଳନାରେ ୧୦୦.୯୦ ନିୟୁତ ଟନ ପଣ୍ୟ ପରିବହନ କରିଛି। ଏହା ସହିତ, ଚଳିତ ଆର୍ଥିକ ବର୍ଷରେ ୩.୯%…

ପରୀକ୍ଷାରେ ଅନିୟମିତତା ଓ ମାର୍କରେ ସଂଶୋଧନ ଦାବି, କଟକ ବୋର୍ଡ ଅଫିସ ଆଗରେ ଗର୍ଜିଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନା ଓ ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମୁଖରେ ଶତାଧିକ ଓଟିଇଟି ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷାର୍ଥୀମାନେ ବୋର୍ଡ କାର୍ଯ୍ୟାଳୟ…

ସୋନପୁରରେ ସରକାରୀ ହଷ୍ଟେଲ ନିର୍ମାଣ: ଏଚଏସସିଏଲର ଦୁଇ ଅଧିକାରୀ ଗିରଫ ଜାଣନ୍ତୁ ମୂଳ କାରଣ କ’ଣ?

ସୋନପୁର/ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିମ୍ନମାନର ହଷ୍ଟେଲ ନିର୍ମାଣରେ ସମ୍ପୃକ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହିନ୍ଦୁସ୍ତାନ ଷ୍ଟିଲ ଓ୍ୱାର୍କସ କନଷ୍ଟ୍ରକସନ ଲିମିଟେଡର ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ଜଟଣୀରେ ବାଣ୍ଟିବେ ଜମି ପଟ୍ଟା

ଭୁବନେଶ୍ୱର:  ହୀରାକୁଦ ବସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ଦେବେ ବୋଲି ସରକାର ଘୋଷଣା କରବା ପରେ ଏବେ ଜଟଣୀ ପାଳି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବା ବୋଲି ନୀତିଗତ ନିଷ୍ପତ୍ତି ନେଇଛନ୍ତି । 5T…

ଶ୍ୱଶୁର ଘରକୁ ବୁଲିବାକୁ ଯାଇ ଝୁଲି ପଡ଼ିଲେ ଡାକ୍ତର

ଭୁବନେଶ୍ୱର:ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର । ରବିବାର ରାତିରେ ଶ୍ୱଶୁର ଘରକୁ ଯାଇଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ରଥ । ସେ ବ୍ରହ୍ମପୁର ଏମକେସିଜି କଲେଜ ଓ ହସ୍ପିଟାଲର ପୂର୍ବତନ ଛାତ୍ର ଏବଂ…

ଜାତୀୟ ପୋଷଣ ସପ୍ତାହ, ଥାଳିରେ ରଖନ୍ତୁ ପୋଷଣଯୁକ୍ତ ଖାଦ୍ୟ

ଭୁବନେଶ୍ଵର: ସ୍ୱାସ୍ଥ୍ୟକର ଖାଦ୍ୟ, ସୁସ୍ଥ ଶରୀର। ଆମେ ଦୈନନ୍ଦିନ ଜୀବନରେ କ’ଣ ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦୂରେଇ ପାରିବା। ସୁସ୍ଥ ଖାଦ୍ୟ ମସ୍ତିଷ୍କଠାରୁ ଆରମ୍ଭ କରି ଶାରୀରିକ…

ଗର୍ଜିଲା ଗଜ; ଚଳନ୍ତା ବସ୍ ଉପରେ କଲା ଆକ୍ରମଣ

ରାୟଗଡ଼ା: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ। ଏକ ଚଳନ୍ତା ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ।‌ ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର…

୧୦୮ ପ୍ରସଙ୍ଗକୁ ନେଇ ବିଜେପି ତିଆରି କଲା ଚାର୍ଜସିଟ: ବର୍ଷିଲେ ବିଜେଡି ବିଧାୟକ ଦେବୀ, ରୋହିତ

ଭୁବନେଶ୍ବର: ପୁଣି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ଜୟନାରାୟଣ ମିଶ୍ର । ରାଜ୍ୟ ଚଳାଇବା ପାଇଁ ପାଣ୍ଡିଆନଙ୍କୁ ଲିଜ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର  ରାଜ୍ୟରେ ଆଉ ରହିବନି ଲିଜ ସରକାର । ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଗିରଫ ହେବେ, ଜେଲରେ ରହିବେ ।…