Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାହାଙ୍ଗା ନାବାଳିକା ମୃତ୍ୟୁ: ଶରତ ଦଳରୁ ନିଲମ୍ବିତ, ଏବେ ପୋଲିସର ହାତ ଖୋଲା?

କଟକ: ଶାସକ ଦଳର ପ୍ରମୁଖ ନେତାଙ୍କ ଖାସ୍ ଆଦମୀ ଶରତ ନାୟକ। ନାବାଳିକା ମୃତ ଦେହକୁ ବିନା ଶବ ବ୍ୟବଛେଦରେ ପୋଡିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନଦୀରେ ଅସ୍ଥି ଭସାଇବା ଏହା ଅପରାଧ ଜାଣି ମଧ୍ୟ ପୋଲିସ ସହ ହାତ ମିଳାଇବାକୁ ଉଦ୍ୟମ କରିଥିବା ଶରତ ନାୟକ ଏବେ ଅଡୁଆରେ। ଘଟଣାକୁ ଦୁଇ ମାସ…

ସମ୍ବଲପୁରରୁ ହନୁମାନ କଏନ ରାକେଟ ଠାବ, ତିନି ଅଭିଯୁକ୍ତ ଗିରଫ

ସମ୍ବଲପୁର: ରାଇରଖୋଲ ଥାନା ଅନ୍ତର୍ଗତ ଚାରବାଟୀ ଅଞ୍ଚଳରେ ହନୁମାନ କଏନ ରାକେଟ୍ ଠାବ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ମିଶ୍ର (୫୪), ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ସତ୍ୟରଞ୍ଜନ ଜେନା (୪୦) ଓ ସୁନ୍ଦରଗଡ଼ ଜିଲ୍ଲା ସାନକ୍ରପାଶାର ସଚିନ୍ଦ୍ର ପଟେଲ (୩୮)। ସେମାନଙ୍କ…

ସରକାରଙ୍କୁ ବିଜୁଳି ବୋଝ ଚିନ୍ତା, ବଦଳିବ ପୁରୁଣା ଫ୍ୟାନ ଓ ଏସି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଛି ବିଜୁଳି ବୋଝ ଚିନ୍ତା। ୫ ବର୍ଷରୁ ଅଧିକ ହୋଇଥିବା ଫ୍ୟାନ ଓ ଏସି ବଦଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ କୋଠାରେ ଏପରି ପରିବର୍ତ୍ତନ କରି ରାଜ୍ୟ ସରକାର ବିଜୁଳି ସଂରକ୍ଷଣ ସହିତ ଅପଚୟକୁ ରୋକିବାକୁ ପ୍ରୟାସ କରିଛନ୍ତି।…

ମାହାଙ୍ଗା ନାବାଳିକା ମୃତ୍ୟୁ, ବିଜେଡିରୁ ନିଲମ୍ବିତ ହେଲେ ଶରତ ନାୟକ

କଟକ: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିବା ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଦଳରୁ ନିଲମ୍ବିତ ହୋଇଛନ୍ତି। କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ପୋଲିସ…

ବର୍ଷାରେ ଭିଜି ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ସମାନ କାମକୁ ସମାନ ଦରମା ଦାବି। ୧୦ ହଜାରରୁ ଅଧିକ ଶିକ୍ଷକ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପେନସନ, ଗ୍ରାଚ୍ୟୁଇଟି, ଓ ସେମାନଙ୍କ ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ ଦାବିରେ ଲୋୟର ପିଏମଜିରେ ବିଶାଳ ରାଲି କରୁଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଏହି ଶିକ୍ଷକ…

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା

ସମ୍ବଲପୁର: ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ସମ୍ବଲପୁର ସହରରେ ଥିବା ଏହି ଦୁଇ ମହଲା କୋଠା ଯଦିଓ ପୁରୁଣା ଥିଲା କିନ୍ତୁ କୋଠା ଭୁଶୁଡିବାରୁ କାହାରି ପ୍ରାଣହାନୀ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ସମୟ ଧରି ଏହି କୋଠାକୁ କେହି ବ୍ୟବହାର…

ଘର ଛାତ ଉପରୁ ୧୪ ଫୁଟର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଘର ଛାତ ଉପରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା କପିଳାସ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଦହିମାଳା ଶବର ସାହି ଅଞ୍ଚଳରେ ଥିବା କମଳା ଦେହୁରୀଙ୍କ ବାସଭବନର ଆଜବେଷ୍ଟସ ଛାତ ଉପରେ ଏହି ଅହିରାଜ ସାପକୁ ଦେଖିବାକୁ ମିଳିଥିଲା। ଖବର ପାଇ ବଣୟାକ ଫାଉଣ୍ଡେସନର…

ଅଭିଭାବକ ଆସିଲେନି, ପିଲାଙ୍କୁ ବର୍ଷାରେ ଛିଡା କରିଦେଲେ ସ୍କୁଲ କର୍ତ୍ତୃପକ୍ଷ

ବୌଦ୍ଧ: ଅଭିଭାବକ ସ୍କୁଲ ବୈଠକକୁ ଆସିଲେନି ତେଣୁ ସେମାନଙ୍କ ପିଲାଙ୍କୁ ଅର୍ଥାତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବର୍ଷାରେ ଛିଡା କରାଇ ଦେଇଛନ୍ତି। ଏଭଳି ଏକ ଘଟଣାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା…

ସରକାରୀ କାର୍ଯ୍ୟକ୍ରମରେ ପୁଅର ଫୋଟୋ ଲଗାଇ ବିଧାୟିକା କରୁଛନ୍ତି ପ୍ରଚାର!

କେନ୍ଦ୍ରପଡା: ଦଳୀୟ କାର୍ଯ୍ୟକ୍ରମ ପାଲଟିଛି ସରକାରୀ କାର୍ଯ୍ୟକ୍ରମ! ଭତ୍ତା ଟଙ୍କା ବାଣ୍ଟିବା ଆଳରେ ବିଧାୟିକା ତାଙ୍କ ପୁଅର କରୁଛନ୍ତି ପ୍ରଚାର। ଏଥିପାଇଁ ତାଙ୍କ ସହ ପୁଅର ଫଟୋ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଲଗାଇଛନ୍ତି। ଆଜି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକରେ ୭ଟି ଗ୍ରାମପଞ୍ଚାୟତବାସୀଙ୍କୁ…

ସରଳ ନିର୍ମଳା: ମହିଳାଙ୍କ ହାତରୁ ଫୋନ ନେଇ ସେଲଫି ଉଠାଇଲେ, ସହିଦଙ୍କ ବୃଦ୍ଧା ମା’ଙ୍କୁ ମୁଣ୍ଡିଆ ମାରିଲେ

ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀ । ଆଜି…