Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ୍ତ୍ରୀ-ସଚିବଙ୍କୁ ସୌମ୍ୟଙ୍କ କଡା ଜବାବ: ତୃତୀୟ ମହଲାରୁ ଦଳ ଚାଲି ପାରିବ ନାହିଁ

ଭୁବନେଶ୍ୱର: ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣ ଯୋଗ୍ୟତା ଥିଲା ତାହା  କାହିଁକି କମି କମି ଯାଉଛି ? ଏକଥା ସୂଚାଇ ଦେବା କ‘ଣ ଦଳ ବିରୋଧୀ କାମ କି ? ଦଳକୁ…

‘ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି’

ଭୁବନେଶ୍ଵର :ଦୈନନ୍ଦିନ ଜୀବନରେ ଫିଜିଓଥେରାପୀର ଆବଶ୍ୟକତା ରହିଛି । ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପୀର ଆବଶ୍ୟକତା ରହିଛି । କେବଳ ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି  । ଏପରି ମତ ଦେଇଥିଲେ ପ୍ରାୟ ୨୦୦ରୁ ଅଧିକ ଫିଜିଓଥେରାପି…

ସୌମ୍ୟଙ୍କୁ ପୁଣି ବିଜେଡି ବାଣ: ଦଳ ଛାଡି ସମ୍ପାଦକୀୟ ଲେଖିବାକୁ କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ଵର:ଅରୁଣ ସାହୁ, ଅତନୁ ସବ୍ୟସାଚୀଙ୍କ ପରେ ସୌମ୍ୟଙ୍କୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ କଟାକ୍ଷ   । ସୌମ୍ୟଙ୍କୁ ସମାଲୋଚନ କରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଦଳରେ ରହି ଦଳର ନେତା, ସରକାରଙ୍କୁ ସେ ନିରନ୍ତର ସମାଲୋଚନା କରୁଛନ୍ତି । ଏପରି କରିବାକୁ ବ୍ଲାକମେଲ ଟାକ୍ଟିସ…

ନାଚଗୀତରେ ମସଗୁଲ ମାଓବାଦୀ, ଭିଡିଓ ହେଲା ଭାଇରାଲ

ମାଲକାନଗିରି: ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ନାଚି ନାଚି ଝୁମୁଛନ୍ତି ମାଓବାଦୀ। ମହିଳା ଓ ପୁରୁଷ ବର୍ଦ୍ଦି ଧାରୀ ମାଓବାଦୀ ଭରପୁର ଆନନ୍ଦ ଉଠାଇ ଜଙ୍ଗଲ ମଧ୍ୟରେ ନାଚିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି…

ଛତୁଆ ଠକେଇ , ପୁଷ୍ଟିକର ଖାଦ୍ୟ ନାଁରେ ଦିଆଯାଉଛି ଅପମିଶ୍ରିତ ଛତୁଆ

ନୂଆପଡା: ଗର୍ଭବତୀ ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଗୁଡ଼ ଦିଆ ଯାଉଥିବାର ଅଭିଯୋଗ ହୋଇଛି । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି ଯାହାକୁ ନେଇ ଅଭିଯୋଗ ହୋଇ ଆସୁଛି । ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ…

ବାତିଲ ହେଲା ମା’ ତାରିଣୀଙ୍କ ଭୋଗ ନଡିଆ ନିଲାମ

ଘଟଗାଁ: ବାତିଲ ହେଲା ମା ତାରିଣୀଙ୍କ ଭୋଗ ନଡିଆ ନିଲାମ  । ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଛି  । ରାଜ୍ୟର କୋଣ ଅନୁକୋଣରୁ ଘଟଗାଁ ମା’ ତାରିଣୀ ପୀଠକୁ ପ୍ରତିଦିନ ଶହ ଶହ ମାନସିକ ନଡ଼ିଆ ଆସୁଛି। ମା’ଙ୍କ ଠାରେ ଭୋଗ ଲାଗିବା ପରେ ଏହାର…

ସୌମ୍ୟ ବାବୁଙ୍କର ସାହାସ ଅଛି, ସେ ସତକଥା ସାମ୍ନାକୁ ଆଣିଛନ୍ତି-ସାଂସଦ ଅପରାଜିତା

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାହାସ ଅଛି । ସେ ଜଣେ ଅଭିଜ୍ଞ ଲୋକ । ତାଙ୍କ ପାଖରେ ବହୁତ ଅନୁଭବ ରହିଛି । ଜ୍ଞାନ ରହିଛି । ସେ ଭଲ ଲେଖାଲେଖି କରନ୍ତି । ସେ  ସାହାସ କରି ସତ କଥାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏମିତି କହି ସୌମ୍ୟଙ୍କ ସମର୍ଥନ ଦେଲେ ସାଂସଦ…

ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି ମିଶନ ଶକ୍ତି କାଫେ, ମିଳୁଛି ବିଭିନ୍ନ ପ୍ରକାରର ଘରୋଇ ସୁସ୍ୱାଦୁ ଖାଦ୍ୟ

ଯାଜପୁର: ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ଶକ୍ତି ହେଲେ ମହିଳା । ସେହି ମିଶନ ଶକ୍ତି ଜରିଆରେ ରାଜ୍ୟର କୋଣ ଅନୁକୋଣରେ ଗ୍ରାହକ ପର୍ଯ୍ୟଟକଙ୍କ ଚାହିଦାକୁ ଲକ୍ଷ୍ୟକରି ଲୋକାର୍ପିତ ହେଉଛି ମିଶନ ଶକ୍ତି କାଫେ । ମହିଳା ମାନେ ହିଁ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ତାରକା ହୋଟେଲର…

ପୁଣି ଅଲୋଡା ଶିଶୁ କନ୍ୟା: ପାଇଖାନାରୁ ଉଦ୍ଧାର ହେଲା ନବଜାତକ

ବଲାଙ୍ଗିର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ପାଇଖାନାରେ ପଡିଛି ନବଜାତ ଶିଶୁ କନ୍ୟା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର  ଭୀମଭୋଇ ମେଡିକାଲରେ ।  ପାଇଖାନାରୁ ଶିଶୁଟିକୁ ଉଦ୍ଧାର କରାଯାଇଛି  । ପରେ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଏବଂ କେଉଁ…

କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର, ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

ଯାଜପୁର: କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର । ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା ଗାଁ, ବାଲିସାହି, ବାଲିଚନ୍ଦ୍ରପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ ଲୋକଙ୍କ ଆକାଉଣ୍ଟକୁ ଆସିଛି ହଜାର ହଜାର ଟଙ୍କା ।…