Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଦୁର୍ବୃତ୍ତ

ସୋର: ସୋରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଆଉ ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ସୋର ମେଡିକାଲରେ…

ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ବିପଦଜନକ, ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ…

ବାଲିମେଳା ଜଳଭଣ୍ଡାରରେ ଅଘଟଣ, ଡଙ୍ଗା ବୁଡି ଜଣେ ନିଖୋଜ

କାଲିମେଳା: ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡା ଗାଁର ୪୭ ବର୍ଷିୟ ରାମଚନ୍ଦ୍ର ମୁଦୁଲି । ସୂଚନା ଅନୁସାରେ, ଗତକାଲି ରାମଚନ୍ଦ୍ର ଗାଁକୁ ଦେଶୀ ଡଙ୍ଗା ସାହାଯ୍ୟରେ ଫେରୁଥିବାବେଳେ…

ଗଞ୍ଜାମ ଶେରଗଡରେ ବିଭତ୍ସ ହତ୍ୟାକାଣ୍ଡ: ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଲେ ଦୁର୍ବୁତ୍ତ

ଗଞ୍ଜାମ: ଗଞ୍ଜାମ ଶେରଗଡ ଥାନା ନନ୍ଦିନୀ ସେତୁ ନିକଟରେ ଅଭାବନୀୟ ଘଟଣା ଘଟିଛି  । ଯୁବ ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ  । ମୃତକ ମଧୂସୁଦନ ବିଷୋଇ ବୋଲି ଜଣାପଡିଛି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା କୁହାଯାଉଛି  । ଏହି…

ଆସନ୍ତା ୧୨ରେ ଆଉ ଏକ ଘୂର୍ଣ୍ଣିବଳୟ, ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ଵର: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ । ଫଳରେ ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ବର୍ଷା ହେଉଥିଲା। କିନ୍ତୁ ଦୁଇ ଦିନ ହେବ ରାଜ୍ୟରେ ପାଗ ଶୁଖିଲା ରହିଛି । ତେବେ ପୁଣି ବର୍ଷାରେ ଭିଜିବ ଓଡି଼ଶା । ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ…

ସୈତାନ ପ୍ରେମିକ: ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା,ଗିରଫ ପରେ ସିନ୍ ରିକ୍ରିଏସନ କଲା ପୁଲିସ

ଉମରକୋଟ: କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତର  । ପ୍ରେମ ପାଇଁ କିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛି ତ କିଏ ସାତ ଦରିଆ ପାର କରୁଛି  । ମାତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁରେ ଘଟିଛି  ଏକ ଲଜ୍ଜାଜନକ ଘଟଣା  । ପିଶାଚ ସାଜିଛି ପ୍ରେମିକ  । ପ୍ରଥମେ ପ୍ରେମ ତା ପରେ…

ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଉତ୍ତେଜନା: ହଷ୍ଟେଲ ନମିଳିବାକୁ ନେଇ ଛାତ୍ରଙ୍କ ଧାରଣା

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା  । ପିଜି ନାମଲେଖାର ଏକ ମାସ ବିତିଯାଇଛି  । ହେଲେ ହଷ୍ଟେଲ ପାଇଁ  ଆଲର୍ଟମେଣ୍ଟ ହୋଇପାରିଲାନାହିଁ  । ଯାହାକୁ ନେଇ ତାତିଛନ୍ତି ଛାତ୍ର  । ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଶତାଧିକ ଛାତ୍ର ଧାରଣା ଦେବା ସହ ନାରାବାଜି କରୁଥିବା…

ସରିଲା ବଣଭୋଜି ବେଶ: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ

ପୁରୀ : ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି  । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଅନୁଷ୍ଠିତ ହେବ  । ମଧ୍ୟାହ୍ନ ଧୂପ ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା…

କୋଇଲା ବୋଝେଇ ମାଲବାହୀ ଟ୍ରେନର ବଗିରେ ଅଗ୍ନିକାଣ୍ଡ

ବାଲେଶ୍ୱର: ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛି। କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍ କଟକ ଜିଲ୍ଲା ନେରଗୁଣ୍ଡିରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଭିମୁଖେ ଯାଉଥିଲା। ମାର୍କୋଣା ଷ୍ଟେସନରେ କିଛି ରେଳ କର୍ମଚାରୀ ଏହାର ବଗିରେ ନିଆଁ…

ପାରାଦୀପରେ ସମୁଦ୍ରରେ ତେଲିଆ ପଦାର୍ଥ ଭାସୁଥିବା ଦେଖି ଲୋକେ ଆତଙ୍କିତ

ପାରାଦୀପ: ଶନିବାର ସମୁଦ୍ର ପାଣିରେ ଏକ ତେଲିଆ ପଦାର୍ଥ ଭାସୁଥିବା ଖବର ପାଇ ଓଡ଼ିଶାର ବନ୍ଦର ସହର ପାରାଦୀପରେ ଭୟର ବାତାବରଣ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ସହରର ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ସମୁଦ୍ର ପାଣି ଅଧିକ ଝାଉଁଳି ପଡ଼ିଥିବା ଓ ସେଥିରେ ସବୁଜ ରଙ୍ଗର…