Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ୬ଟି ଗେଟ ବନ୍ଦ କଲା ହୀରାକୁଦ, ୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ଏବେ ୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ଵରେ ଗୋଟେ ଓ ଡାହାଣ ପାର୍ଶ୍ଵରେ ଗୋଟେ ଗେଟ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବା କାରଣରୁ ୬ଟି ସୁଇସ୍ ଗେଟକୁ ବନ୍ଦ କରିଛନ୍ତି ହୀରାକୁଦ…

ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର; ମାଡ଼ି ବସିଲା ଭିଜିଲାନ୍ସ

ନୟାଗଡ: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ବାବୁ । ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି  ପରିଡା ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି । ଏକ ବାଲି ବୋଝେଇ ହାଇୱା ଟ୍ରକକୁ ଛାଡି…

ବାଡ଼ିରେ ଜାପାନୀ ଆମ୍ବ ଫଳାଇ ଚର୍ଚ୍ଚାରେ ଶିକ୍ଷକ: କିଲୋ ପିଛା ୩ ଲକ୍ଷ ଟଙ୍କା

କଳାହାଣ୍ଡି: ଜାପାନୀ ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାରେ ଜଣେ ଶିକ୍ଷକ। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କାନ୍ଦୁଲଗୁଡାର ସଫଳ ଆମ୍ବ ଚାଷୀ ତଥା ଶିକ୍ଷକ ରକ୍ଷାକର ଭୋଇ ନିଜ ବାଡିରେ ମିଆଜାକି ଆମ୍ବ ଫଳାଇ ଏବେ ଚର୍ଚ୍ଚାରେ। ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଆମ୍ବର ଦାମ୍‌ ଏତେ ଅଧିକ ଯେ…

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟିନେଲେ ଦାନବାକ୍ସ 

ପୁରୀ: ଶ୍ରୀମନ୍ଦିରକୁ ନେଇ ବିବାଦ ଶେଷ ହେବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ-ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଥିବାବେଳେ ଏବେ  ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ  ଲୁଟ ହୋଇଗଲାଣି ଅଭିଯୋଗ ।…

ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ

ଭୁବନେଶ୍ଵର: ଓଲିଉଡ଼ରେ ପୁଣି ଉଠିଛି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍ ବିବାଦ । ଜଣେ ଜଣାଶୁଣା  ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ସେ…

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ, ବିଭିନ୍ନ ଜିଲ୍ଲାରେ ସୁରକ୍ଷା କଡାକଡି

ମାଲକାନଗିରି; ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳିବେ ମାଓବାଦୀ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ…

ମଶା କାମୁଡାରେ ଡହଳ ବିକଳ ଲୋକେ, ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ…

ରାଜ୍ୟରେ କମୁଛି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ବିଜେଡି-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଓଡ଼ିଶା ବିଜେପି ଓ ଶାସକ ବିଜୁ ଜନତା ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଯେତେବେଳେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଜଣ ଚାଷୀ ଏହି…

ମୌକା ଦେଖି ଚୌକା ମାରିବ କି ବିଜେଡି? ୮ରୁ ଖସିବ ବିଜେପି ସାଂସଦଙ୍କ ସଂଖ୍ୟା!

ଭୁବନେଶ୍ୱର: ରାଜନୀତିରେ ବାରନେଗିଂ ହେଉଛି ଏକ ରଣକୈଶଳ। ଯାହାର ବାରନେଗିଂ ଯେମିତି ତାର ଦବଦବା ମଧ୍ୟ ସେମିତି। କ୍ଷମତାରେ ଆସନରେ ବସିବାକୁ କେହି ନୁହେଁ ଚିରାଚରିତ ଶତ୍ରୁ ବା ମିତ୍ର ଆଧାରରେ ଏବେ ବିଜେଡି ବିଜେପି ସହ ଗୋଟିଏ ବଡ ଡିଲ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ସଂସଦରେ…

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ରାଜଘାଟ ଛକରୁ ଏକ…