Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁରୁକୃପା ଆଶ୍ରମରେ ରକ୍ତ ଛିଟା, ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।…

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଏସଓଜି,…

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ…

ଅଗଷ୍ଟ ପହିଲାରୁ  ଆରମ୍ଭ ହେବ ‘ଢାଇ ଅକ୍ଷର ପତ୍ର’ ପ୍ରତିଯୋଗିତା

ଭୁବନେଶ୍ୱର:ଢାଇ ଅକ୍ଷରର ପତ୍ର । କିଏ ଲେଖିବ କେମିତି ? ଏ ନେଇ ଅଗଷ୍ଟ ପହିଲାରେ ଡାକ ବିଭାଗ ପକ୍ଷରୁ ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତା ଆୟୋଜିତ ହେଉଛି। ‘ଡିଜିଟାଲ ଇଣ୍ଡିଆ ଫର ନ୍ୟୁ ଇଣ୍ଡିଆ’ ବା   ’ନୂତନ ଭାରତ ପାଇଁ ଡିଜିଟାଲ ଭାରତ’ ବିଷୟବସ୍ତୁକୁ ନେଇ ହେବ ଏହି ପ୍ରତିଯୋଗିତା ।…

ସବକମିଟି ବୈଠକରେ ବାହାରିଲାନି ନିଷ୍କର୍ସ: ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ପୁଣି ହତାଶ ଭକ୍ତ

ପୁରୀ:ଝାଉଁଳି ଗଲାଣି ମହାପ୍ରଭୁଙ୍କ ଶ୍ରୀମୁଖ । କେବେ ହେବ ଶୃଙ୍ଗାର..କେବେ ଝଲସିଉଠିବ ସେ କଳାବଦନ ? ଏମିତି ଆଶା ଆଉ ଆଶଙ୍କା ଭିତରେ ଥିବା ଭକ୍ତଙ୍କୁ  ଲାଗିଛି ବଡ ଝଟକା । ନିଜ ଜିଦରେ ଅଟଳ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ।  ଅଟକି ରହିଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏ…

ଗାଁ ରାସ୍ତାରେ ଆଣ୍ଠୁଏ କାଦୁଅ: ଅଭିନବ ଉପାୟରେ ପ୍ରତିବାଦ କଲେ ମହିଳା

ମୟୁରଭଞ୍ଜ: ଅଭିନବ ପ୍ରତିବାଦ । ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକ ଘୁଣ୍ଟିବିଲ ଗାଁରେ । ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ । ଗାଁ ଭିତରକୁ ଯିବାକୁ ହେଲେ…

ସାଇମୁନ୍-୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଇଛନ୍ତି ୧୦ଟି ଦେଶର ଛାତ୍ରଛାତ୍ରୀ

ଭୁବନେଶ୍ୱର: ‘ବସୁଧୈବ କୁଟୁମ୍ବକମ୍’ ବାର୍ତ୍ତା ନେଇ ଆରମ୍ଭ ହୋଇଛି ସାଇମୁନର ଏକାଦଶ ସଂସ୍କରଣ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ୨ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନସ୍ (ସାଇମୁନ୍)ର…

ଅଙ୍ଗନବାଡ଼ିରେ ପଶିଲା ଶିଆଳ, ୧୨ ଆହତ

ବାଲେଶ୍ଵର: ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ ଗୋଡ଼େଇ କାମୁଡ଼ିଲା ଶିଆଳ । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଘଟିଛି ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଓଏସଏସସି ପ୍ରଶ୍ନପତ୍ର ଲିକର ଗୁମର ଖୋଲିଲା ମାଷ୍ଟରମାଇଣ୍ଡ: ଯାଞ୍ଚ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର:ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ  । ସାମ୍ନାକୁ ଆସିଛି ବିଶାଲଙ୍କ କଳାକାରନାମା । ପ୍ରଥମ ଥର ପାଇଁ ଏପରି କାମ କରିନାହାନ୍ତି ବିଶାଲ । ଏହା ପୂର୍ବରୁ ମଧ୍ୟ ଏପରି ପ୍ରଶ୍ନପତ୍ର ଲିକ କରିଛନ୍ତି…

ଆଉ ୬ଟି ଗେଟ ବନ୍ଦ କଲା ହୀରାକୁଦ, ୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ଏବେ ୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ଵରେ ଗୋଟେ ଓ ଡାହାଣ ପାର୍ଶ୍ଵରେ ଗୋଟେ ଗେଟ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବା କାରଣରୁ ୬ଟି ସୁଇସ୍ ଗେଟକୁ ବନ୍ଦ କରିଛନ୍ତି ହୀରାକୁଦ…