Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ରାଜଘାଟ ଛକରୁ ଏକ…

ନୟାଗଡ-ଦଶପଲ୍ଲାକୁ ଖୁବଶୀଘ୍ର ରେଳସେବା, ରେଳ ଅଧିକାରୀ ଆସି କଲେ ସମୀକ୍ଷା

ଦଶପଲ୍ଲା: ରେଳ ସଂଯୋଗ ପାଇଁ ଦଶପଲ୍ଲାବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବା ସହ ଷ୍ଟେସନ ଓ ରେଳପଥ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳ ସୁରକ୍ଷା କମିଶନର ଏ. ଏମ୍. ଚୌଧୁରୀ ଓ ଖୋର୍ଦ୍ଧା ଡିଆରଏମ ଏଚ୍. ଏସ୍. ବାଜଓ୍ୱା ବୁଧବାର ଏକ ସ୍ୱତନ୍ତ୍ର ଟ୍ରେନରେ ଦଶପଲ୍ଲା…

ହାତୀ ଘଉଡାଇବାକୁ ନିଆଁହୁଳା ଫିଙ୍ଗାଯାଉଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ବନ ଅଧିକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁକୃଳୀ ବ୍ଲକ ଓ କରଞ୍ଜିଆ ଫରେଷ୍ଟ ରେଞ୍ଜ ଅଧିନରେ ଥିବା କିଛି ଗ୍ରାମବାସୀ ବୁଧବାର ରାତିରେ ନିଜ ଗାଁରୁ ହାତୀପଲକୁ ଘଉଡାଇବା ପାଇଁ ନିଆଁହୁଳା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ କ୍ଲିପ୍ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ…

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି । ସିରିଆ, ଇଥିଓପିଆ, ଭୁଟାନ ଓ…

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର, ସଳଖିଲା ବଙ୍କା ମେରୁଦଣ୍ଡ

ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ…

ଅଗଷ୍ଟ ୧୫ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୧୬ରେ ବସ୍ ଚଳାଚଳ ବନ୍ଦର ଚେତାବନୀ ଦେଲା ସଂଘ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ (LAccMI) ଯୋଜନାକୁ ବିରୋଧ କରିଛି ରାଜ୍ୟର ଘରୋଇ ବସ ମାଲିକ ସଂଘ। ରାଜ୍ୟବ୍ୟାପୀ ଲୋକଙ୍କୁ ଶସ୍ତାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବାର ସମ୍ଭାବନା ରହିଛି।ତେବେ ବାହାରୁ ବସ୍…

୧୭ ବର୍ଷ ପରେ ଜେଲରୁ ଚମ୍ପଟ ମାରିଥିବା କଏଦୀ ହେଲା ଗିରଫ

ମୋହନା: ୨୦୦୬ ମସିହାରେ ଆର. ଉଦୟଗିରି ସବ ଜେଲରୁ ଖସି ପଳାଇଥିବା ବିଚାରାଧୀନ କଏଦୀ ପୂର୍ଣ୍ଣଚନ୍ଦ୍ର ମାଲବିଷୋୟୀକୁ ମୋହନା ପୋଲିସ ଗିରଫ କରିଛି। ଗୁରୁବାର ମାଲାବିଷୋୟୀଙ୍କୁ ଗଜପତି ଜିଲ୍ଲା କିରାମା ଗାଁରୁ ଗିରଫ କରାଯାଇଛି। ପାରିବାରିକ ବିବାଦ ମାମଲାରେ ଆର. ଉଦୟଗିରି ଉପକାରାଗାରରେ…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ କାହିଁକି ଇନଡୋର ଷ୍ଟାଡିୟମ ଛାତକୁ ଜରି ପାଲରେ ଘୋଡାଯାଇଥିଲା? ସ୍ପଷ୍ଟୀକରଣ…

କଟକ: ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମର ଛାତକୁ ପଲିଥିନରେ ଘୋଡାଇ ବର୍ଷା ଓ ବଜ୍ରପାତରୁ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସ୍ପଷ୍ଟ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ କୌଣସି ରିସ୍କ ନେବାକୁ…

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ…

ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶାରେ କିମ୍‍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ୬୦ ପ୍ରତିଶତ ସଫଳତା ହାସଲ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ ଅବସରରେ କିମ୍‍ସ ସିଆମଏମ୍‌ର ମୁଖ୍ୟ ପରାମର୍ଶଦାତା ଡା. ମୌସୁମୀ ଆଚାର୍ଯ୍ୟ ଏହି ସୂଚନା…