Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନାବେଶରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ, କେଉଁଠି କେଉଁ ଗାଡି ପାର୍କିଂ କରିବେ

ପୁରୀ:   ସୁନାବେଶ ଦେଖିବାକୁ କେଉଁ ରୁଟରେ ଆସିବେ ପୁରୀ ?  କେଉଁ ଗାଡ଼ି କେଉଁଠି କରିବେ  ପାର୍କିଂ ? ଏ ନେଇ ସୂଚନା ଦେଇଛନ୍ତି   ଅତିରିକ୍ତ ଡିଜି ଅମିତାଭ ଠାକୁର । ଆଜି ସୁନାବେଶ । ପୁରୀରେ ଲକ୍ଷ ଲକ୍ଷ  ଭକ୍ତଙ୍କ ଭିଡକୁ ଦେଖି ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ…

ମୋବାଇଲ୍ ଚୋରି କରୁଥିବା ବେଳେ ଡ଼୍ରାଇଭରଙ୍କ ହାତରେ ଧରାପଡ଼ିଲା ଚୋର

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଦୋଛକି ଠାରେ ଆଇରନ ବୋଝେଇ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଧରି ନିର୍ଦ୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର। ଦୁଇଜଣ ଯୁବକ ଏକ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ସମୟରେ କିଛି ସ୍ଥାନୀୟ ଟ୍ରକ ଡ୍ରାଇଭରଙ୍କ ନଜରରେ ପଡ଼ିଥିଲା ।…

ବାହାନାଗା ଟ୍ରେନ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

କଟକ : ବାହାନାଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏବେ ଟ୍ରେନ ଦୁର୍ଘଟଣା ଜନିତ  ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ହେଉଛି ମନୀଷ କୁମାର ।  ସେ କଟକ SCBରେ ଚିକିତ୍ସାଧୀନ ଥିଲେ । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।    ମନୀଷଙ୍କ…

ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର:ପରଲୋକରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର ।  ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ…

ତ୍ରିପୁରାରେ ବାହୁଡା ଯାତ୍ରାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ…

ଭୁବନେଶ୍ଵର: ତ୍ରିପୁରାର କୁମାରଘାଟ ଅଞ୍ଚଳରେ  ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ…

ଏଥର ରଥଯାତ୍ରା ପରିଚାଳନାରେ ଝୁଂଟି ପଡିଲେକି ପ୍ରଶାସନ ?

ଶ୍ରୀକ୍ଷେତ୍ରର ରଥଯାତ୍ରା....ସାରା ବିଶ୍ୱ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଆଉ ଓଡିଶା ସରକାର ମଧ୍ୟ ଏଥିପାଇଁ ଆପ୍ରାଣ ଉଦ୍ୟମ କରି ସଫଳ କରିବା ପାଇଁ ଚେଷ୍ଟା କରନ୍ତି । ସବୁ ଥର କିଛି ଭୁଲ ଭଟକା ରୁହେ...ତାହା ଗ୍ରହଣୀୟ । ଏଥର କିନ୍ତୁ ସୀମା ଟପି ଯାଇଥିଲା...ରଥଯାତ୍ରା ପରିଚାଳନା…

ସୁନାବେଶରେ ଡ୍ରୋନ୍ ମାଧ୍ୟମରେ ହେବ ଟ୍ରାଫିକ ନିୟନ୍ତ୍ରଣ

ପୁରୀ:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗତବର୍ଷ ତୁଳନାରେ ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତ ମହାପ୍ରଭୁଙ୍କର ଏହି ଦର୍ଶନ କରିବେ ବୋଲି ଆକଳନ କରିଛି ପ୍ରଶାସନ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ଯବସ୍ଥାକୁ ନେଇ ଏକ…

ସୁନାବେଶରେ ଠାକୁରଙ୍କ ସବୁ ସୁନା ଅଳଙ୍କାର ଭିତରେ ଥାଏ ଗୋଟିଏ ରୂପାଳଙ୍କାର; ଜାଣନ୍ତି କ’ଣ ?

ପୁରୀ:ଆଜି ସୁନାବେଶ । ମହଣମହଣ ସୁନାରେ ସଜେଇ ହେବେ ତିନିଠାକୁର । ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇ ତିନିଠାକୁର ଯେମିତି ରାଜା ପରି ଦିଶିବେ । ମହାପ୍ରଭୁଙ୍କର ଏହି ଅପୂର୍ବରୂପ ଭକ୍ତ ଦେଖିବେ ରଥ ଉପରେ । ଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରୁ ସୁନାବେଶ ଗୋଟିଏ । ଏମିତି ତିନିଠାକୁରଙ୍କ ଅଙ୍ଗରେ…

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି । ଘଟଣା…