Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରୁ ନିଖୋଜ ହୋଇଥିବା କାର ଡ୍ରାଇଭରଙ୍କ ମୃତ ଦେହ କେନ୍ଦୁଝରରୁ ଉଦ୍ଧାର

କଟକ: କଟକ ସହରରୁ ନିଖୋଜ ହୋଇଥିବା କ୍ୟାବ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, କଟକ ମାଲଗୋଦାମ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ଟ୍ୟାକ୍ସି ମାଲିକ ରାଜ କିଶୋର ବିଶ୍ୱାଳ। ସେ କହିଥିଲେ ଯେ କ୍ୟାବ୍ ଚାଳକ ଭଗବାନ ବୈରୀଗଞ୍ଜନ ଗତ 23 ତାରିଖରେ ତିନି ଜଣ…

ମୁଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀ, ଖୁବଶୀଘ୍ର ଆଉ ଏକ ମିଡ୍ ନାଇଟ୍ ଅପରେସନ ହେବ: ପୂର୍ବତନ ସାଂସଦ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 5-ଟି ସଚିବ ଭି. କେ ପାଣ୍ଡିଆନ ଗୃହବନ୍ଦୀ କରି ରଖିଛନ୍ତି। 5ଟି ସଚିବଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏଭଳି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ଲକ୍ଷ୍ଣଣ ଟୁଡୁ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,…

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚି

ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ । ଏନେଇ ସୁବ୍ରତ ବାଗଚୀ ଗୁରୁବାର ଟ୍ୱିଟ୍ କରି ଲେଖିଛନ୍ତି, ୭ ବର୍ଷର ଗୌରବମୟ ଯାତ୍ରା ପରେ ବ୍ୟକ୍ତିଗତ କାରଣ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ୁଛି । ବାଗଚୀ ଅଧ୍ୟକ୍ଷ…

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।…

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ତିନି ଲକ୍ଷ…

ଭୁବନେଶ୍ୱର : ଗତ  କାଲି ବାହୁଡା଼ ଯାତ୍ରା ସମୟରେ  କେନ୍ଦୁଝର  ଜିଲ୍ଲା କେନ୍ଦୁଆ ଗ୍ରାମରେ ଦୁର୍ଘଟଣାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ  ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ  ପରିବାର…

ପାଣିପାଗ ବିଭାଗର ଚେତାବନୀ: ଏହି ଦୁଇ ଦିନ ପାଇଁ ଜାରି କଲା ୟେଲୋ ୱାର୍ଣିଂ

ଭୁବନେଶ୍ୱର: ଆଗାମୀ ୫ଦିନ ପାଇଁ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହେଲା ସତର୍କ ସୂଚନା । ରାଜ୍ୟର କେତେକାଂଶରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ…

ଜଗତସିଂହପୁର ଜିଲ୍ଲାରେ ୫ଟି ସଚିବ: ଏପଟେ ସ୍ୱାଗତ, ସେପଟେ ବିରୋଧ

ପାରାଦୀପ:ଏପଟେ ସ୍ୱାଗତ ସେପଟେ ବିରୋଧ । ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ୫ଟି ସଚିବ ପାଣ୍ଡିଆାନଙ୍କ କାର୍ଯ୍ୟକଳାପକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କଡା ବିରୋଧ କରୁଥିବାବେଳେ ଜଗତସିଂପୁରରେ ବିଜେପି ଖୋଲାଖୋଲି ବିରୋଧ କରିଛି ।…

ଖାଇଗଲେ ପିଡ଼ିଏସ ଚାଉଳ, ବାବୁଙ୍କ ଦରମା ବନ୍ଦ କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବଡ଼ ଧରଣର ପିଡ଼ିଏସ ଚାଉଳ ଘୋଟାଲା । ୬ ଟି ପଞ୍ଚାୟତର ୯ ହଜାରରୁ ଉର୍ଦ୍ଧ୍ୱ ଗରୀବ ହିତାଧିକାରୀଙ୍କ ହଜାର ହଜାର କୁଇଣ୍ଟାଲ ମାଗଣା ପିଡ଼ିଏସ ଚାଉଳକୁ ବାଣ୍ଟିକୁଣ୍ଟି ଖାଇଗଲେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ବାବୁ ମାନେ । କିନ୍ତୁ ଏବେ ନିଦ ଭାଙ୍ଗିଲା…

ସୁନାବେଶରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ, କେଉଁଠି କେଉଁ ଗାଡି ପାର୍କିଂ କରିବେ

ପୁରୀ:   ସୁନାବେଶ ଦେଖିବାକୁ କେଉଁ ରୁଟରେ ଆସିବେ ପୁରୀ ?  କେଉଁ ଗାଡ଼ି କେଉଁଠି କରିବେ  ପାର୍କିଂ ? ଏ ନେଇ ସୂଚନା ଦେଇଛନ୍ତି   ଅତିରିକ୍ତ ଡିଜି ଅମିତାଭ ଠାକୁର । ଆଜି ସୁନାବେଶ । ପୁରୀରେ ଲକ୍ଷ ଲକ୍ଷ  ଭକ୍ତଙ୍କ ଭିଡକୁ ଦେଖି ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ…