Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ ଭିଡିଓରେ ଚାପୁଡ଼ା ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁଜଙ୍ଗ…

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା: ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ…

କେନ୍ଦୁଝର ଟ୍ରକ ଦୁର୍ଘଟଣା , ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଗତ ରାତିରେ କେନ୍ଦୁଝର ଜିଲ୍ଲା ଷଠୀଘର ନିକଟରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ହୋଇଥିବା ୫ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଣ ହରାଇଥିବା ୫ଜଣ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ଶରଧାବାଲି ଛାଡିଲେ ତିନି ଦିଅଁ: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ: ଶରଧାବାଲି ଛାଡିଲେ ତିନି ଠାକୁର । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶେଷ ହୋଇଥିଲା ନୀତିକାନ୍ତି । ସଅଳ ସଅଳ ଶ୍ରୀମନ୍ଦିର ଅଭିମୁଖେ ବାହାରି ପଡିଥିଲେ ତିନି ଦିଅଁ । ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ତାଳଧ୍ୱଜ ଶରଧାବାଲି ଛାଡି ସିଂହଦ୍ୱାର…

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ…

ଓଡ଼ିଶା ହାଇକୋର୍ଟର ୫ ଆଇନଜୀବୀଙ୍କୁ ମିଳିଲା ବରିଷ୍ଠ ଆଇନଜୀବୀର ମାନ୍ୟତା

କଟକ: ଓଡ଼ିଶା ହାଇକୋର୍ଟର ୫ ଜଣ ଆଇନଜୀବୀ ବରିଷ୍ଠ ଆଇନଜୀବୀ ପଦକୁ ପଦୋନ୍ନତି ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଇନଜୀବୀ ମଧ୍ୟ ଅଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲିଧର ଏମାନଙ୍କୁ ପଦୋନ୍ନତି ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ପଦୋନ୍ନତି ପାଇଥିବା…

ରୋଗୀଣା ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ

ଅନୁଗୁଳ: ଦୁଃଖିର ଦୁଃଖକୁ କେବଳ ଜଣେ ଦୁଃଖି ମଣିଷ ହିଁ ବୁଝିପାରେ। ଚିରା ଫଟା ପାଲ ତଳେ ତିନି ବର୍ଷ ହେଲାଣି କଟୁଛି ମାଆ ଓ ରୋଗୀଣା ଝିଅର ଜୀବନ। ଏଥିପ୍ରତି କୌଣସି ପ୍ରଶାସନ ବାବୁମାନଙ୍କର ପଡୁନି ଦୃଷ୍ଟି। ଏ ଦୃଶ୍ୟ ଦେଖି ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା…

ଦଶମ ଶ୍ରେଣୀ ଇତିହାସ ବହିରେ ଓଡ଼ିଆ ଭାଷାର ବିକୃତ ବନାନ; ତାତିଲେ ଅଞ୍ଚଳବାସୀ

ପାରାଦ୍ଵୀପ:ସ୍ୱାଧୀନତା ସଂଗ୍ରାମର ଇତିହାସରେ  ଏକ ସ୍ୱର୍ଣ୍ଣିମ ଚିହ୍ନ ଛାଡି ଯାଇଥିଲା ଏହି ଅଞ୍ଚଳ । ହେଲେ ଇତିହାସରେ ଏହାକୁ ବିକୃତ କରି ଉଦ୍ଧୃତ କରାଯାଇଛି । ଆମର ଦୁର୍ବଳ ଭାଷାପ୍ରୀତି ହେଉ ବା ଜ୍ଞାନର ଅଭାବ ଯୋଗୁ ହେଉ, ଲବଣ ସତ୍ୟାଗ୍ରହବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର…

ପାରିବାରିକ କଳହର କରୁଣ ପରିଣତି, ପୁଅର ଖଣ୍ଡା ଆକ୍ରମଣରେ ବାପା ଗୁରୁତର

ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ…

ନାଚି ନାଚି ଯାଉଥିଲେ ବରଯାତ୍ରୀ ଦଳ; ଚଢିଗଲା ଟ୍ରକ

କେନ୍ଦୁଝର : କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଟାଉନ୍ ଥାନା ପୋଲିସ ଘଟଣା…