Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍: ଜଣଙ୍କର ମୃତ୍ୟୁ, ୧୧ ଆହତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ବୁଧବାର ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରାମପୁର ଗଣ୍ଡପଡ଼ାରେ ଏହି ଦୁର୍ଘଟଣା ଘଟିଛି।…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୋଦୀଙ୍କ ପତ୍ନୀ ଯାଶୋଦାବେନ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ୍ ବୁଧବାର ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ଅଶୋକ ମୋଦୀ ଓ ସୋଭନିଆ ଆନ୍ଦୋଳନର ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଯଶୋଦାବେନ୍ ମଙ୍ଗଳବାର ଦିନ ପୁରୀର ଗୁଣ୍ଡିଚା…

ସିଂହଦ୍ୱାର ନିକଟରେ ତିନି ରଥ, ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ: ସିଂହଦ୍ବାରରେ ପହଁଚିଲେ ଶ୍ରୀଜିଉ। ନବଦିନାତ୍ମକ ଯାତ୍ରା ଶେଷ କରି ଶେଷରେ ସିଂହଦ୍ୱାରରେ ପହଁଚିଛନ୍ତି ଭାଇ-ଉଭଣୀ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

କେନ୍ଦ୍ରର ଚିଠି ପରେ ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଶାଣିତ କଲା ବିଜେପି

ଭୁବନେଶ୍ୱର: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଓଡ଼ିଶାର ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଜନତା ପାର୍ଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଥିବା ଏହି ଅଧିକାରୀ ନିଜ କ୍ଷମତାକୁ ଅତିକ୍ରମ କରି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା…

ରାଜଧାନୀରେ ଡେଙ୍ଗୁ ଆତଙ୍କ, ନୟାପଲ୍ଲୀ ଓ ପୋଖରୀପୁଟ ପାଲଟିଛି ହଟସ୍ପଟ

ଭୁବନେଶ୍ୱର: ବର୍ଷା ଆରମ୍ଭ ହେଉଣୁ ରାଜଧାନୀରେ ଦେଖାଦେଲାଣି ଡେଙ୍ଗୁ ଆତଙ୍କ। ରାଜଧାନୀ ସ୍ଥିତ ନୟାପଲ୍ଲୀ ଓ ପୋଖରୀପୁଟ ଏବେ ଡେଙ୍ଗୁର ହଟସ୍ପଟ ପାଲଟିଥିବା କିଛି ଦିନ ଆକ୍ରାନ୍ତଙ୍କ ଠିକଣା ଦେଖିବା ପରେ ଅନୁମାନ ହେଉଛି। ଗତ ସପ୍ତାହରେ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଏମସିଏଲରେ ଆର୍ଥିକ ଅନିୟମିତତା, ବଡ଼ ଅଧିକାରୀଙ୍କ ବିରୋଧରେ ସିବିଆଇର ତଦନ୍ତ

ସମ୍ବଲପୁର: 2020ରେ ମହାନଦୀ କୋଲଫିଲ୍ଡ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ସିବିଆଇ। ନିକଟରେ ଏକ ଅଡିଟ୍ ରିପୋର୍ଟରୁ ଜଣାପଡିଛି ଯେ ଏମସିଏଲର କିଛି ବରିଷ୍ଠ ଅଧିକାରୀ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ, ବେଦାନ୍ତ ଲିମିଟେଡ୍, ଜିନ୍ଦଲ ଷ୍ଟିଲ୍, IFFCO ଏବଂ ବଲ୍ଲାରପୁର…

ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର…

ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର : ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର । ସପ୍ତାହକରେ ୧୦୦ ଟଙ୍କା ପାର୍ କରିଛି ଟମାଟୋ ଦର। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଟକରେ ଟମାଟୋ ଦର ୮୦/୯୦ ଟଙ୍କା ଛୁଇଁଛି…

ବାହୁଡ଼ାରେ ଅଘଟଣ: ରଥ ଦଉଡି ଛିଡି ସେବାୟତ ଆହତ, ଶ୍ୱାସରୁଦ୍ଧ ହୋଇ ୮ ଅସୁସ୍ଥ

ପୁରୀ:ଏଥର ରଥଯାତ୍ରାରେ ଅଘଟଣ ଯେମିତି ପିଛା ଛାଡୁନି । ଗୁଣ୍ଡିଚା ଯାତ୍ରାରେ ଦଳାଚକଟାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତିନି ରଥ ଶରଧାବାଲିରେ ଲାଗି ପାରି  ଥିଲା । ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଠାକୁର ରଥ ଉପରେ ଉପବାସ ବି ରହିଥିଲେ । ତେଣୁ ବାହୁଡ଼ା…