Latest Odisha News

BREAKING NEWS

Browsing Category

ଓଡିଶା

Odisha

ସକାଳ ୫.୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୦.୨ ଡ଼ିଗ୍ରୀ, ଆଗାମୀ ୩ଦିନ ଯାଏଁ ତାତିବ ଉପକୂଳ

ଭୁବନେଶ୍ୱର: ଅସହ୍ୟ ହୋଇଛି ଖରା ଆଉ ଗରମ। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ସକାଳ ୫. ୩୦ ସୁଦ୍ଧା ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ୯୨…

ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୀର୍ଘ 5 ମାସର ବିଳମ୍ବ ପରେ ଶେଷରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ…

ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ, ଆନ୍ଦୋଳନକୁ ବ୍ଯାପକ କରୁଛି ବିରୋଧୀ ବିଜେପି

ଭୁବନେଶ୍ୱର: ଅଘୋଷିତ ବିଜୁଳି କାଟକୁ ବିରୋଧ କରି ଗୁରୁବାର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି। ବାଲେଶ୍ୱରର ବାଲିଆଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।…

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ! ଦକ୍ଷିଣପୂର୍ବ ରେଳବାଇ ଏଜିଏମ୍ ଅତୁଲ୍ୟ ସିହ୍ନାଙ୍କ ବଦଳି

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଜି(ଗୁରୁବାର) ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ପରେ ରେଳବାଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ରେନ୍ ଦୁର୍ଘଟଣାର ସିବିଆଇ…

ପୁଣି ମାତିଲେ ହାତୀ: ହନ୍ତସନ୍ତ ଚାଷ,୨୨ ଟିକିଆ ହାତୀପଲ ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ

ପାଟନା: ପୁଣି ମାତିଲେ ହାତୀ। ହନ୍ତସନ୍ତ ଚାଷୀ। ଉଜାଡ଼ି ଦେଲେ ଏକର ଏକର ଖାରିଟିଆ ଧାନ ଫସଲ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଆଜି(ଗୁରୁବାର) ୨୨ ଟିକିଆ ହାତୀପଲ ପଶି ଆସିଛନ୍ତି। ହାତୀପଲ ଯେଉଁ ବାଟ ଦେଇ ଆସିଛନ୍ତି ସେଠାରେ ଏକର ଏକର ଖରାଟିଆ ଧାନ ଫସଲ ଚକଟି ନଷ୍ଟ କରିଦେଇଛନ୍ତି।…

ଦୁଇ ବାଇକ୍‌ ଧକ୍କାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ, ୨ ଗୁରୁତର

ଆନ୍ଦନପୁର: ଆଗପଛ ହେଇଯାଉ ଥିବା ଭେଳେ ଘାଟି ରାସ୍ତାରେ ପରସ୍ପର ଧକ୍କା ହେଲା ଦୁଇ ବାଇକ। ଚାଲିଗଲା ୩ ସାଙ୍ଗଙ୍କ ଜୀବନ। କେନ୍ଦୁଝର ଜିଲ୍ଲାର ମହୁଲଡିହା ଥାନା ନର୍ଦା ଗାଁ ନିକଟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।…

ନିର୍ବାଚନ ପୂର୍ବରୁ ବିଜେଡି ନିଯୁକ୍ତ କଲା ଆଉ ୬ ପର୍ଯ୍ୟବେକ୍ଷକ, ଭୁବନେଶ୍ବରକୁ ଫୋକସ କରିବେ ଶ୍ରୀମୟୀ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ଗୁରୁବାର ଆଉ ୬ ଜଣ ନେତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ। ଦଳର…

ମୌସୁମୀ ଛୁଇଁବା ପୂର୍ବରୁ ଜଳୁଛି ଓଡ଼ିଶା: ଝାରସୁଗୁଡ଼ା ୪୪.୮ ଡିଗ୍ରୀ, ୨୪ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ଛୁଇଁବାରୁ ଅଳ୍ପଦିନ ବାକି ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ୨୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ, ଦିନରେ ୭ଟି…

ମହିମା ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ପ୍ରସ୍ତାବ

ଢେଙ୍କାନାଳ: ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର…