Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଟାର୍ଗେଟ, ସିଏଜି ଚେତାଇ ଦେଇଥିଲେ ସରକାର କିଛି କଲେନି!

ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା। ଚାରି ଆଡ଼େ ଦୁଃଖ ଆଉ ଶୋକର ଛାୟା। ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ଏଭଳି ଏକ ସ୍ପର୍ଶକାତର…

ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା, ବସ ଧକ୍କାରେ ଚାଲିଗଲା ତିନି ଜୀବନ

ପୁରୀ: ଭୋଜି ଖାଇ ଫେରିବା ବେଳେ ଅଘଟଣ। ପୁରୀ ଜିଲ୍ଲାର ଓଁକାରେଶ୍ୱର ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ ବୋଲି ଜଣାପଡ଼ିଛି।…

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ପ୍ରତି ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦିଅନ୍ତୁ-ଶରତ ପଟ୍ଟନାୟକ

ଭୁବନେଶ୍ୱର:ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ଦଳ । ପିସିସି ସଭାପତି ଶରତ ପଟ୍ଟନାୟକ  ସୁରକ୍ଷା…

ଟ୍ରେନ ଟ୍ରାଜେଡି: ୧୦୦୯ ରୋଗୀ ଡିସଚାର୍ଜ ହେଲେଣି, ୧୯୮ଙ୍କର ଚାଲିଛି ଚିକିତ୍ସା

ଭୁୂବନେଶ୍ୱର: ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସୂଚନା ଅପଡେଟ କଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ  ୧୭୦ ମୃତଦେହର ପରିଚୟ ମିଳିଛି । ଏମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୮୫ ମୃତଦେହ ଚିହ୍ନଟ ହୋଇଥିଲା । ପରେ ଭୁବନେଶ୍ୱରରେ ଆହୁରି ୮୫ ମୃତଦେହ…

ଇଣ୍ଡିଆ ରାକିଂ ୨୦୨୩: ପ୍ରଥମ ଶହେରେ ଓଡ଼ିଶାର ୪ ଅନୁଷ୍ଠାନ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଛି NIRF-2023(National Institutional Ranking Framework)  ତାଲିକା । ତାଲିକାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ମାଡ୍ରସ  ପ୍ରଥମ ସ୍ଥାନରେ ରହିଛି । ଦେଶର ଟପ୍ ଶହେ ତାଲିକାର ଓଡ଼ିଶାର ୪ଟି ଅନୁଷ୍ଠାନ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ (MoS)…

ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ବୟାନ ଦେଲେ ଲୋକୋ ପାଇଲଟ

ବାଲେଶ୍ୱର:କେମିତି ଘଟିଲା  ବାହାନଗା ରେଳ ଦୁର୍ଘଟଣା ? କାହିଁକି ଘଟିଲା ? ସାମ୍ନାକୁ ଆସିବ ପ୍ରକୃତ ଘଟଣା । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌…

ନୂଆପଡ଼ାରେ ଛତିଶଗଡ ବନ ବିଭାଗର ଚଢଉ; ବାଘ ଛାଲ ଜବତ, ୬ ଅଟକ

ନୂଆପଡା: ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତାର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି  ।   ବାଘ ଶିକାର ସନ୍ଦେହରେ ଛଅ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି…

ଆହତଙ୍କ ପାଇଁ ବ୍ଲଡ଼ କ୍ୟାମ୍ପର ଆୟୋଜନ କଲେ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…

ରେଳ ଟ୍ରାକ୍‌ରୁ ମିଳିଲା ପ୍ରେମ କବିତାର ନୋଟ୍ ବୁକ୍‌, ଦୁର୍ଘଟଣା ପାଇଁ ଅଧା ରହିଗଲା ପ୍ରେମ କାହାଣୀ

ଭୁବନେଶ୍ୱର : ମାତ୍ର କେଇ ସେକେଣ୍ଡ ଭିତରେ ଓଲଟି ଗଲା ପୃଥିବୀ । କେହି କିଛି ବୁଝିବା ଆଗରୁ ଶହଶହ ରେଳଯାତ୍ରୀ ପାଲଟିଗଲେ ଶବର ପାହାଡ଼ । ମୃତଦେହକୁ ଉଦ୍ଧାର କରାଯିବା ସହିତ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଥିବା ବେଳେ ଏବେ ଦୁର୍ଘଟଣାସ୍ଥଳରେ ପଡ଼ି ରହିିଛି ଅନେକ ଯାତ୍ରୀଙ୍କ ଜୋତା, ଚପଲ, ବ୍ୟାଗ,…

ସାରା ଓଡ଼ିଶାବାସୀ ସ୍ୱତଃସ୍ପୃତ ଭାବେ ରକ୍ତଦାନ କରିଛନ୍ତି, ରକ୍ତର ଅଭାବ ନାହିଁ -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୧୭୦ ମୃତଦେହର ପରିଚୟ ମିଳିଛି । ଉକ୍ତ ମୃତହଦେକୁ ତାଙ୍କ ପରିବାରକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କହିଛନ୍ତି, …