Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆ ସଂସଦ ଭବନର କର୍ମ ଗେଟରେ ଓଡ଼ିଶାର ‘କୋଣାର୍କ ଚକ୍ର’

ଭୁବନେଶ୍ୱର: ଆଜି ନୂଆ ସଂସଦ ଭବନ ଉଦଘାଟିତ ହେଉଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସ୍ଥାନ ପାଇଛି କୋଣାର୍କ ଚକ୍ର । ନୂତନ ସଂସଦ ଭବନର କର୍ମ ଗେଟରେ କୋଣାର୍କ ସୂର୍ଯ୍ୟ ମନ୍ଦିରର କୋଣାର୍କ ଚକ୍ର ରହିଛି । ନୂଆ ସଂସଦ ଭବନରେ ୩ଟି ମୁଖ୍ୟ ଦ୍ୱାର ରହିଛି । ଯଥା- ଜ୍ଞାନ ଦ୍ୱାର,…

ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ବ୍ୟବସାୟ କରୁଥିବା ପୁରୀର ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ବାଜ୍ୟାପ୍ତି କରାଯାଇଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି ଘର ସହ କାର ଓ ବାଇକ୍ ରହିଛି । ଗଞ୍ଜେଇ କାରବାରର ସମ୍ପୃକ୍ତ…

ପିଆଜ ଚାଷକୁ ପ୍ରୋତ୍ସାହନ, ଦର ବୃଦ୍ଧି ରୋକିବାକୁ ୫ ଜିଲ୍ଲାରେ ଗୋଦାମ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ପିଆଜ ଚାଷ କମ୍ ପରିମାଣରେ କରାଯାଉଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ପିଆଜର ଦର ବୃଦ୍ଧି ଖାଉଟିଙ୍କ ପାଇଁ ବିଭିନ୍ନ ସମୟରେ ଚିନ୍ତାର କାରଣ ପାଲଟୁଛି । ଏସବୁ ସମସ୍ୟାକୁ ଦେଖି ସରକାର ରାଜ୍ୟର ୫ଟି ଜିଲ୍ଲାରେ ଗୋଦାମ…

୨୦୨୪ ନିର୍ବାଚନ ପ୍ରସ୍ତୁତି, ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ତାଲିକା ମାଗିଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକିଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏକି ଚିଠି କରାଯାଇଛି ।…

ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ନାଖୁସ୍ ତାରା, କହିଲେ ‘ବଡ଼ବଡ଼ିଆ ସାମିଲ୍ ଥିବାରୁ ତଦନ୍ତ ବାଟବଣା’

ଭୁବନେଶ୍ୱର: ନବୀନ ଖୁସି ଥିବେ ମୁଁ ନୁହଁ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଏମିତି ଢ଼ଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରବିବାର ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ବାହିନୀପତି କହିଛନ୍ତି,…

କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ରହିଛି କି ନେତୃତ୍ୱ ସଂକଟ ? ଦଳରେ ନେତୃତ୍ୱ ସଂକଟ ନେଇ ଦେଇଥିବା ମନ୍ତବ୍ୟ ଏବେ ଦୁଇ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ…

ଅଧାରେ ରହିଲା ଜଗା ଦର୍ଶନ, ବାଟରେ ଓଲଟିଲା ଗାଡ଼ି ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ବୌଦ୍ଧ : ଶ୍ରୀମନ୍ଦିର ଯିବା ବାଟରେ ଓଲଟିଲା ଯାତ୍ରୀବାହୀ ଗାଡ଼ି । ଫଳରେ ଅଧାରେ ରହିଲା ଜଗା ଦର୍ଶନ । ବୌଦ୍ଧ ରଇଠାଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ କାରଟି ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ…

ଭୁଜାଲି ଦେଖାଇ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ସୋର : ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ମନୋଜ ନାୟକଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ମନୋଜଙ୍କ ପରିବାର ଲୋକେ ଶୋଇବାକୁ ଯିବା ସମୟରେ ୫ ରୁ ୬ ଜଣ…

ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଭୁବନେଶ୍ୱର : ଆଜି ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟାନ୍ତ୍ରକ ସୂଚନା ଦେଇଛନ୍ତି । ପ୍ରଥମେ ବିଜ୍ଞାନ ଓ ତା’ ପରେ  ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ । ଶେଷରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି…

ନୀତି ଆୟୋଗ ବୈଠକକୁ ଆସିଲେନି ନବୀନ ସମେତ ୧୧ ଜଣ ମୁଖ୍ୟମନ୍ତ୍ରୀ, ‘ବୈଠକ ବର୍ଜନ ବିକାଶରେ ବାଧାପ୍ରାପ୍ତ’

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅନୁପସ୍ଥିତି ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ…