Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ପହଞ୍ଚିବ ତୁରନ୍ତ ସହାୟତା, ଶ୍ରମ ବିଭାଗ ଖୋଲିବ ସହାୟତା କେନ୍ଦ୍ର

ଭୁବନେଶ୍ବର : ପ୍ରତିଦିନ ବହୁ ସଂଖ୍ୟାରେ ଅନ୍ୟ ରାଜ୍ୟକୁ ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି। ତେବେ ଅନେକ ସମୟରେ ସେମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ମଧ୍ୟ ହେବାର ଘଟଣା ମଧ୍ୟ ଆଗକୁ ଆସୁଛି । ତେବେ ବଡ଼ କଥା ହେଲା, ଏନେଇ ରାଜ୍ୟ…

ଝୁଲନ୍ତା ଅବସ୍ଥାରେ ମିଳିଲେ ଯବାନ, ତିନି ଦିନ ହେବ ଥିଲେ ନିଖୋଜ

ଯାଜପୁର: ଜଗତସିଂହପୁରର ନିଖୋଜ ସିଆରପିଏଫ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାଜପୁର ଧାନମଣ୍ଡଳ ସ୍ଥିତ ପାହାଡ଼ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍‌ ମିଳିଥିଲା। ମୃତକ ହେଉଛନ୍ତି ଏରସମା ଥାନା ଅନ୍ତର୍ଗତ ସୋମପୁର…

ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ଜିଲ୍ଲା; ତାପମାତ୍ରା ୪୧ ଟପିଲା

ଭୁବନେଶ୍ୱର: ସକାଳୁ ସକାଳୁ ଜାଳି ଦେଲାଣି ଖରା । ଅସହ୍ୟ ହେଲାଣି ତାତି । ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ସକାଳ ୮ଟାରୁ ପାରଦ ୩୦ ଉପରେ । ସାଢେ ୧୧ଟା ବେଳକୁ ୪୦ । ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୪ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୩୧ ଡିଗ୍ରୀ ରହିଛି ।…

‘ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରି ପିଲାଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି…

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକର ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଚଳିତ ଏପ୍ରିଲ ୨୧ରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ…

୧୨ ଓଏଏସଙ୍କ ସହିତ ବଦଳିଲେ କୋଇଡା ବିଡିଓ

ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାର ୧୨ ଓଡ଼ିଶା ପ୍ରସାସନିକ ଅଧିକାରୀ ବା ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ଯେଉଁଥିରେ ନିକଟରେ ବିବାଦୀୟ ହୋଇପଡିଥିବା ସୁନ୍ଦରଗଡର କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜ ରହିଛନ୍ତି। ତାଙ୍କୁ କୋଇଡାରୁ ସମ୍ବଲପୁର ବଦଳି କରାଯାଇଛି। ସଂପୃକ୍ତ ବିଡିଓ ନିକଟରେ…

ପ୍ରବଳ ଖରା: ଅସୁସ୍ଥ ହୋଇପଡ଼ିଲେ ୩୨ ଛାତ୍ରୀ

ସୁନ୍ଦରଗଡ: ୩୨ ଜଣ ଛାତ୍ରୀ ଅସୁସ୍ଥ। ସୁନ୍ଦରଗଡ ଜିଲ୍ଲା କୋଇଡା ସୋୟେମ୍ବା ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ହଷ୍ଟେଲର ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ସ୍ଥାନୀୟ କେ ବଲାଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।…

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି; ତଥାପି ମିଳିନି ମୋବାଇଲ ଇଣ୍ଟରନେଟ ସେବା

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ ।  ଯଦିଓ ଜିଲ୍ଲାରେ   ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ ।  ତାହା ପୁଣି  ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ।…

ଆଜିବି ଜଳୁଛି ଓଡ଼ିଶା, ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିବି ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଗ୍ରୀଷ୍ମ ଲହରୀ । ତାତିରୁ ମିଳୁନି ତ୍ରାହି । ଆଜି ବି ଗ୍ରୀଷ୍ମକୋପ ଜାରି ରହିଥିବା ବେଳେ ପାରଦ ଛୁଇଁପାରେ ୪୫ ଡିଗ୍ରୀ । ଆଜି ପାଇଁ ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ସରକାର । ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ଗ୍ରୀଷ୍ମ…

ସ୍ୱାସ୍ଥ୍ୟପାଇଁ ଉପକାରୀ ବାସି ପଖାଳ…

ଆମେ ଜାଣିଛେ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ସେହିପରି ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ପଖାଳ ସମସ୍ତଙ୍କ ପ୍ରିୟ । ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ…