Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଘକୁ ଅଂଶୁଘାତ ! ଅସୁସ୍ଥ ଅବସ୍ଥାରେ କାବୁ କରି ଚିକିତ୍ସା କରୁଛି ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମାବାନ୍ଧ ସେକ୍ସନରେ ଏକ ଅସୁସ୍ଥ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । ସିଲିଆରୀବାହାରା ଗାଁ ନିକଟ ଜଙ୍ଗଲରୁ ବାଘକୁ କାବୁ କରି ବନ କର୍ମଚାରୀ ଚିକିତ୍ସା କରୁଛନ୍ତି । ତେବେ ପ୍ରବଳ ଖରା ଯୋଗୁଁ କଲରାପତରିଆ ଅସୁସ୍ଥ ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି ।…

ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା

ପାରାଦୀପ: ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା। ଜୁନ୍ ୧୪ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ବର୍ତ୍ତମାନ ମାଛମାନଙ୍କର ଅଣ୍ଡାଦାନ ସମୟ ହୋଇଥିବାରୁ, ମାଛ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସମୟରେ…

ପିଏମ୍ ଆବାସ ଓ ସମ୍ବଲପୁର ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଛନ୍ତି । ଖାସ କରି ପିଏମ୍ ଆବାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଗିରିରାଜ। କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର ୧୦…

ସମ୍ବଲପୁରରୁ କେବେ ହଟିବ କର୍ଫ୍ୟୁ ? ଡିଜିପି କହିଲେ ସ୍ଥିତି ଠିକ୍ ରହିଲେ ଦିନେ କିମ୍ବା ୨ ଦିନ…

ସମ୍ବଲପୁର: ଶାନ୍ତି ଫେରୁଛି, କର୍ଫ୍ୟୁ ହଟିବ । ୧୪ ତାରିଖ ପର ଠାରୁ ସମ୍ବଲପୁର ସହରରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ସତର୍କତା ମୂଳକ ପଦକ୍ଷେପ ଭାବେ ସହରରେ କର୍ଫ୍ୟୁ ଜାରି ହୋଇଛି । ଗତକାଲି କର୍ଫ୍ୟୁ କୋହଳ ହୋଇଥିଲା । ଆଜି ଆଉ ଟିକିଏ କୋହଳ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରହିଥିବା…

ଜଙ୍ଗଲରେ ଲାଗୁଛି ନିଆଁ, ନିୟନ୍ତ୍ରଣ ପାଇଁ ସ୍ବେଛାସେବୀ ସଂଘଠନ ଓ ସ୍ବୟଂ ସହାୟକ ମହିଳାଙ୍କର ନିଆରା ପ୍ରୟାସ          

ନବରଙ୍ଗପୁର : ବାରମ୍ବାର ଜଙ୍ଗଲରେ ଲାଗୁଛି ନିଆଁ। ସ୍ବେଛାସେବୀ ସଂଘଠନ ଓ ସ୍ବୟଂ ସହାୟକ ଦଳର ମହିଳା ମାନେ ଗାଁ,ଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ ମଧ୍ୟ ତଥାପି ପୁଣି ଜଙ୍ଗଲରେ ନିଆଁ ଦେଖିବାକୁ ମିଳୁଛି । ଜଙ୍ଗଲରେ ଏପରି ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବାକୁ ଯାଇ ଓଡ଼ିଶା ସମ୍ବାଦ ଟିମ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ! ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ। । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ଏଣେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା…

ଚିନ୍ତା ବଢ଼ାଉଛି କରୋନା ! ଦେଶରେ ୧୦ହଜାର୯୩ ଓ ରାଜ୍ୟରେ ୧୫୦୫ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର୯୩ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ଓ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା…

ଶ୍ରୀମନ୍ଦିରରେ ରାମାଭିଷେକ ନୀତି

ପୁରୀ : ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଗତକାଲି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିଥିଲେ । ଜୟବିଜୟ ଦ୍ୱାରରେ ଭୋଗ ଓ…

ଆଜିଠୁ କମିବ ତାତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ତାତି । ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ଆରମ୍ଭ ହୋଇପାରେ ବର୍ଷା । ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ…

ଝାରସୁଗୁଡା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ତରୁଣ ପାଣ୍ଡେ

ଝାରସୁଗୁଡା: କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଶନିବାର ଝାରସୁଗୁଡା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସର ବହୁ କର୍ମୀ, ବରିଷ୍ଠ ନେତା, ପିସିସି ସଭାପତି ଓ ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ…