Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ,…

ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା’ କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା' କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ। ଏଣିକି ଯିଏ ଆସିବେ ସିଏ ବ୍ୟାଗ ଧରି ଆସିବେ। ନଚେତ ଦୋକାନୀ ପଲିଥିନ କିମ୍ବା ପ୍ଲାଷ୍ଟିକ ଜିନିଷରେ ଜିନିଷ ଦେବେ ନାହିଁ। ଶନିବାର ଦିନ ମାର୍କେଟର ବ୍ୟବସାୟୀମାନେ ଏକକ ବ୍ୟବହାର ପଲିଥିନ ବ୍ୟବହାର…

ସମ୍ବଲପୁରରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ ନିୟମରେ କୋହଳ

ସମ୍ବଲପୁର: ଆଜି ସାରା ରାଜ୍ୟରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଚାଲିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ ନିୟମରେ ଟିକିଏ କୋହଳ କରିଛି। ଜିଲ୍ଲାପାଳ ଅନନ୍ୟା ଦାସ ଏହି…

ସଡ଼କ ସୁରକ୍ଷା ଉପରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏପ୍ରିଲ ୨୨ରେ ହେବ ବୈଠକ

ଭୁବନେଶ୍ୱର: ସଡକ ଦୁର୍ଘଟଣା ରୋକିବାକୁ ହେବ ସଚେତନତା କାର୍ଯ୍ୟକ୍ରମ । ସାମିଲ ହେବେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଏପ୍ରିଲ ୨୨ରେ ସଡକ ସୁରକ୍ଷା ଉପରେ ଏହିପରି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।…

ସୋଆରେ ୮ ଦେଶର ପ୍ରତିନିଧିଙ୍କ ସମ୍ମିଳନୀ: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତ ବିଶ୍ୱର କେବଳ ସର୍ବ ପୁରାତନ ନୁହେଁ ବରଂ ସର୍ବୋତମ…

କୃଷି ବିଜ୍ଞାନ ଛାତ୍ରଛାତ୍ରୀ ହିଁ ଦେଶ ପ୍ରଗତିର ପୁରୋଧା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପରିସରରେ ଜି-୨୦ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ ପ୍ରଶାସକ ତଥା କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ…

କିଟରେ ୱାଇ-୨୦ ମିଡିଆ ଅଧିବେଶନ

ଭୁବନେଶ୍ୱର: ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି ବୋଲି ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୟୁଥ-୨୦ କନ୍‍ସେଲ୍‍ଟେସନ୍‍ର ଉଦଯାପନୀ ଦିବସରେ ଯୁବଶକ୍ତି :…

୧୭ରୁ ସକାଳୁଆ ସ୍କୁଲ୍, ଦିନ ୧୧ଟା ଯାଏ ହେବ ପ୍ରଥମରୁ ଦ୍ୱାଦଶ ପାଠପଢ଼ା

ଭୁବନେଶ୍ୱର: ପ୍ରବଳ ଖରା ପାଇଁ ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ ସରକାର । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସରକାର ୧୭ ତାରିଖରୁ ବିଦ୍ୟାଳୟ ସକାଳୁଆ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୧୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ…

ଶୀଘ୍ର ପୂରଣ ହେବ ଉଚ୍ଚ ଶିକ୍ଷା ବିଭାଗର ଖାଲିଥିବା ବିଭିନ୍ନ ପଦ, ୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ…

ଭୁବନେଶ୍ବର : ଚଳିତ ବର୍ଷ ଉଚ୍ଚ ଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ…

ଧର୍ମେନ୍ଦ୍ରଙ୍କ ପାଇଁ ଫୋକସରେ ଢେଙ୍କାନାଳ !

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏହାପରେ ନିଜେ ମନ୍ତ୍ରୀ ଓ ତାଙ୍କ ପତ୍ନୀ ମୃଦୁଳା ଠାକୁରଙ୍କ ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରୁଥିବା ନେଇ ଦେଖିବାକୁ ମିଳୁଥିଲା। ଏହାରି ଭିତରେ କେନ୍ଦ୍ର…