Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଧା ରହିଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ  

ଚଣ୍ଡିଖୋଲ : ବାଇକ୍‌କୁ ପିଟିଲା ଅଜଣା ଗାଡ଼ି । ଚାଲିଗଲା ୩ ଜୀବନ । ଚଣ୍ଡିଖୋଲ ଜାତୀୟ ରାଜପଥ କଢ଼େଇ ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ବନ୍ଧୁ ପୁରୀ…

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ…

ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ: ବିବାହ କଲେ ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ। ଗତକାଲି ଅନୁଗୋଳର ଏକ ତାରକା ହୋଟେଲରେ ହିନ୍ଦୁ ରୀତି ନୀତିରେ ବଡ଼ ଧୁମଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିଧାୟକ ମୁକେଶ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିଶା ପଟ୍ଟନାୟକଙ୍କୁ…

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଥମ ରାଉଣ୍ଡରେ ଦୀପାଳି ଆଗୁଆ

ଝାରସୁଗୁଡ଼ା: କିଏ ପିନ୍ଧିବ ବିଜୟ ମୁକୁଟ ? କାହାକୁ ବାଛିବେ ଝାରସୁଗୁଡ଼ାବାସୀ ? ଆଜି ସ୍ପଷ୍ଟ ହେବ ଫଳାଫଳ । ସକାଳ ସାଢେ ୮ଟାରୁ  ଆରମ୍ଭ ହୋଇଯାଇଛି  ଭୋଟ୍ ଗଣତି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଥିବା ଜଣାଯାଇଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ଚନ୍ଦନ ଯାତ୍ରା ବେଳେ ବିସ୍ଫୋରଣ, ୧୦ରୁ ଅଧିକ ଲୋକ ଆହତ

ଜଗତସିଂହପୁର : ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ । ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ଅଘଟଣ। ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଶ୍ରଦ୍ଧାଳୁଙ୍କ ଗହଣରେ ଚନ୍ଦନଯାତ୍ରାକୁ…

ଝାରସୁଗୁଡ଼ା ଉପନିର୍ବାଚନ; ସକାଳ ୮ରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଚାଲିଛି।  ଏହାପରେ ସକାଳ ସାଢ଼େ ୮ଟାରୁ ଇଭିଏମ୍ ବାଲାଟ୍ ଗଣତି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭୋଟ ଗଣତି ପାଇଁ ସବୁ ପ୍ରକାର…

ରେଲଓ୍ୱେର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଆଉଟଲେଟ ଖୋଲିଲା ୩୧ଟି

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳର ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ପ୍ରଚାର ଓ ବିକ୍ରି ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ 'ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ' (ଓଏସ୍ଓପି) ଯୋଜନା ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୫, ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ…

ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ଯାଜପୁର ଜିଲ୍ଲାର ଉପସଭାନେତ୍ରୀ

ଭୁବନେଶ୍ୱର: କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ…

ରାଉରକେଲା ଏନଆଇଟି ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଏନ୍ଆଇଟିର ସିଭି ରମଣ ଛାତ୍ରୀ ନିବାସରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ହଷ୍ଟେଲର ଅନେକ ଛାତ୍ରୀ ଗୋଟିଏ କୋଠରୀରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ଏହାପରେ ଅଗ୍ନିକାଣ୍ଡ ବାବଦରେ…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…