Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାତିରେ ଛଟପଟ ସାରା ରାଜ୍ୟ; ୨୫ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଡହ ଡହ ଖରା । ସକାଳୁ ସକାଳୁ ବି ଅସହ୍ୟ ହେଉଛି ଖରା । ଘରୁ ବାହାରି ହେଉନି । ଆଜି ବି ୪୦ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛି ରାଜ୍ୟ । ଆଜି ବି ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି । ଝାରସୁଗୁଡାରେ ତାପମାତ୍ରା ୩୯.୮ ଡିଗ୍ରୀ…

ଓଡ଼ିଶାରେ ଆବାସ ବିକାଶ ପାଇଁ ୟୁପିଏ ଦେଇଥିଲା ୨୬ କୋଟି, ମୋଦି ସରକାରରେ ୧ ଲକ୍ଷ କୋଟି

ଭୁବନେଶ୍ୱର: ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆବାସ ନିୟମରେ କାଣ୍ଟଛାଣ୍ଟ କରି ମୋଦି ସରକାର ଗରିବଙ୍କୁ ଘର ଦେବାକୁ ଚାହୁଁଛନ୍ତି । ଏ ଯାଏ ୩୮ ଲକ୍ଷ ଆବାସ ଗରିବକୁ କେନ୍ଦ୍ର ସରକାର ଯୋଗାଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ…

ରାଜ୍ୟରେ ବଢୁଛି କରୋନା ଭୟ:ଦୖେନିକ ସଂକ୍ରମଣ ୨୦୦ ଟପିଲା, ଜଣେ ମୃତ

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ଦେଶରେ ବି ରାଜ୍ୟରେ ବି । ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି ।  ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ  କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ଗ୍ରୀଷ୍ମ ପ୍ରବାହ ଯୋଗୁ ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କଲା ଓୟୁଏଟି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ୪ ଡିଗ୍ରି ଅଧିକ ରହୁଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚାଷୀଙ୍କ ହେଲ୍ପ ଲାଇନ୍‌ ନମ୍ବର ଜାରି…

ଓଡ଼ିଆ ନବବର୍ଷ ଉପଲକ୍ଷେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ।ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ପୁରୀ…

ଏପ୍ରିଲ ୧୫ରେ ଓଡ଼ିଶା ଆଇନଜୀବୀ ପରିଷଦ ନିର୍ବାଚନ: ଛୁଟି ରହିବ ସବୁ ଅଦାଲତ

ଭୁବନେଶ୍ୱର: ଏପ୍ରିଲ ୧୫ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ‌୩୦ଟି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୧୬୭ଟି ବୁଥ୍‌ କରାଯାଇଛି। ଏହି ନିର୍ବାଚନରେ କଟକରେ ୭ ହଜାର ୩୯୯ଜଣ ଓ ଭୁବନେଶ୍ୱରରେ ୪ ହଜାର ୧୪୫ଜଣ…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ…

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଏଥିସହ ଓଡ଼ିଆ ନବବର୍ଷ । ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଓଡ଼ିଆ ନବବର୍ଷ ପାଇଁ ଚଳଚଞ୍ଚଳ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ…

ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ…ଏହି ଦିନରେ କାହିଁକି ବଣ୍ଟାଯାଏ ପଣା ?

ଭୁବନେଶ୍ୱର : ଆଜି ହେଉଛି ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହି ଗୋଟିଏ  ଦିନକୁ ମଧ୍ୟ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟ ଆଜିଠାରୁ ବିଷୁବ ରେଖାକୁ ଚଳନ କରୁଥିବାରୁ ଏହି ଦିନକୁ ମହାବିଷୁବ…

ଦୋଷ ଲୁଚାଇବାକୁ ଯାଇ ବିଜେଡି ଅନ୍ୟ ରାଜ୍ୟର ଉଦାହରଣ ଦେବା ବନ୍ଦ କରୁ: ସୋନାଲି ସାହୁ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୂଷୁଡି ପଡ଼ିଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିଷୟରେ ସରକାରଙ୍କୁ ପ୍ରଶ୍ନ କଲେ ବିଜୁ ଜନତା ଦଳର ନେତା ଓ ମୁଖପାତ୍ରମାନେ ଏହା ଉପରେ ସ୍ପଷ୍ଟୀକରଣ ନଦେଇ ଅନ୍ୟ ରାଜ୍ୟର ଦ୍ୱାହି ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ।…