Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରାଉନସୁଗାର ବେପାର ବେଳେ ବସ୍ତିରୁ ୨ ଭାଇଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ସାଲିଆସାହି ବସ୍ତିରୁ କମିଶନରେଟ୍ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ଦୁଇ ଭାଇ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ମୈତ୍ରୀ ବିହାର ପୋଲିସ ଏକାମ୍ରଶ୍ୱର ପ୍ରକଳ୍ପ…

ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ ବିଭାଗର ଯନ୍ତ୍ରୀ, ମାଡ଼ି ବସିଲା ସିବିଆଇ

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ରେଡ୍ । ଶୁକ୍ରବାର ସିବିଆଇର ଏକ ଟିମ୍ ସମ୍ବଲପୁରରେ ଚଢ଼ାଉ କରିବା ସହ ଲାଞ୍ଚ ନେବା ବେଳେ ଡାକ ବିଭାଗର ଜଣେ କର୍ମଚାରୀଙ୍କୁ ହେପାଜତକୁ ନେଇଛି । ଡାକ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବାବୁ ଜଣଙ୍କ ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

୪୦ ଉପରେ ୨୫ ସହର, ୪୪ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାରିପଦା

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ତପ୍ତ ସହର ହେଉଛି ବାରିପଦା । ବାରିପଦାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।…

ଅସାମାଜିକ ଓ ଅପରାଧୀ ଖୋଜି ଖୋଜି ବିଜେଡିକୁ ଆସନ୍ତି-ଲେଖାଶ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳ ହେଉଛି ଅପରାଧୀଙ୍କ ଦଳ   । ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିଙ୍କ ଦଳ । ସମାଜରେ ଯେତେ ଅସାମାଜିକ ବ୍ୟକ୍ତି, ଅପରାଧୀ ଖୋଜି ଖୋଜି ବିଜୁ ଜନତା ଦଳକୁ ଆସନ୍ତି । ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ…

ଏକ୍ସପ୍ରେସ ଟ୍ରେନକୁ ବିସ୍ଫୋରକ କିଏ ଆଣିଥିଲା ! ସିସିଟିଭି ଖୋଲିବ ରହସ୍ୟ

ଭୁବନେଶ୍ୱର:ଏକ୍ସପ୍ରେସ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ।  କିଏ ଆଣିଥିଲା, କେଉଁଠୁ ଉଠିଥିଲା ଓ  କାହିଁକି ଆସିଥିଲା ଜଣାପଡିନି । ଯିଏ ବି ଆଣୁ ହେଲେ ଏହି ବିସ୍ଫୋରକକୁ ଟ୍ରେନରେ ଛାଡି ପଳାଇ ଯାଇଛି । ସକାଳୁ ସକାଳୁ ସୁରକ୍ଷା କର୍ମୀମାନେ ଏହାକୁ ଦେଖିବା ପରେ ସାରା ଭୁବନେଶ୍ୱର ଷ୍ଟେସନରେ ହଇଚଇ…

ତାତିରେ ଛଟପଟ ସାରା ରାଜ୍ୟ; ୨୫ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଡହ ଡହ ଖରା । ସକାଳୁ ସକାଳୁ ବି ଅସହ୍ୟ ହେଉଛି ଖରା । ଘରୁ ବାହାରି ହେଉନି । ଆଜି ବି ୪୦ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛି ରାଜ୍ୟ । ଆଜି ବି ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି । ଝାରସୁଗୁଡାରେ ତାପମାତ୍ରା ୩୯.୮ ଡିଗ୍ରୀ…

ଓଡ଼ିଶାରେ ଆବାସ ବିକାଶ ପାଇଁ ୟୁପିଏ ଦେଇଥିଲା ୨୬ କୋଟି, ମୋଦି ସରକାରରେ ୧ ଲକ୍ଷ କୋଟି

ଭୁବନେଶ୍ୱର: ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆବାସ ନିୟମରେ କାଣ୍ଟଛାଣ୍ଟ କରି ମୋଦି ସରକାର ଗରିବଙ୍କୁ ଘର ଦେବାକୁ ଚାହୁଁଛନ୍ତି । ଏ ଯାଏ ୩୮ ଲକ୍ଷ ଆବାସ ଗରିବକୁ କେନ୍ଦ୍ର ସରକାର ଯୋଗାଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ…

ରାଜ୍ୟରେ ବଢୁଛି କରୋନା ଭୟ:ଦୖେନିକ ସଂକ୍ରମଣ ୨୦୦ ଟପିଲା, ଜଣେ ମୃତ

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ଦେଶରେ ବି ରାଜ୍ୟରେ ବି । ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି ।  ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ  କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ଗ୍ରୀଷ୍ମ ପ୍ରବାହ ଯୋଗୁ ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କଲା ଓୟୁଏଟି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ୪ ଡିଗ୍ରି ଅଧିକ ରହୁଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚାଷୀଙ୍କ ହେଲ୍ପ ଲାଇନ୍‌ ନମ୍ବର ଜାରି…

ଓଡ଼ିଆ ନବବର୍ଷ ଉପଲକ୍ଷେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ।ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ପୁରୀ…