Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତା କାଲିଠାରୁ ଖାତା ଦେଖା ଆରମ୍ଭ ହେବ । ଏହା ଏପ୍ରିଲ ୨୩ ତାରିଖ ଯାଏ ଚାଲିବ । ଏହାପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ ଖାତା ଦେଖା । ଏହା ମେ’ ୭ ତାରିଖ ଯାଏ ଚାଲିବ । ତେଣୁ ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ…

ଅଲୌକିକ ଦୃଶ୍ୟ: ନିମ୍ବଗଛ ଜଳୁଛି, ପୂଜାର୍ଚ୍ଚନା କଲେ ଲିଭିଯାଉଛି

ତାଳଚେର: ଆପେ ଆପେ ଜଳୁଝି ନିମ୍ବଗଛ । ବହୁ ବର୍ଷର ଏହି ନିମ୍ବଗଛଟି ଜଳିବାରେ ଲାଗିଛି । କେଉଁଠୁ ନିଆଁ ଆସିଲା କେହି ଜାଣନ୍ତିନି । କେତେବେଳେ ଜଳୁଛି, କେତେବେଳେ ଲିଭିଯାଉଛି । ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ। ଜଗନ୍ନାଥ ପୁର…

ସିସି କ୍ୟାମେରାକୁ ଚକମା ଦେଉଛନ୍ତି ଅମାନିଆ ! ଧରିବାକୁ ଯୋଜନା ପ୍ରସ୍ତୁତ କଲା କମିସନରେଟ୍‌‌ ପୋଲିସ

ଅମାନିଆ ଗାଡି ଚାଳକଙ୍କୁ ଧରିବା ଲାଗି ଖଞ୍ଜାଯାଇଥିବା ସିସି କ୍ୟାମେରାକୁ ବି ଚକମା ଦେଉଛନ୍ତି କିଛି ଅମାନିଆ ଗାଡ଼ି ଚାଳକ। କେତେବେଳେ ଗାଡ଼ିର ନମ୍ବର ପ୍ଲେଟ୍‌‌ ଲିଭାଇ, ଲୁଚାଇ କିମ୍ବା ଅଳ୍ପ ଭାଙ୍ଗି(ଯେପରି ଗାଡ଼ିର ଗୋଟିଏ ନମ୍ବର କିମ୍ବା ଅକ୍ଷର ଜଣା ନପଡ଼ିବ) ଦେଇ ଏମାନେ ବେଧଡ଼କ ଗାଡ଼ି…

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ,…

ନିର୍ମାଣର ୨ ମାସ ପୂରିନି, ଭୁଶୁଡି ପଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ

ଭୁବନେଶ୍ୱର: ଭୁଶୁଡି ପଡିଲା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଚେରୀ । ୧୨ ଫୁଟ ଉଚ୍ଚ ଏବଂ ୧୦୦ ଫୁଟ ଲମ୍ବର ଏହି ପାଚେରୀ ୟୁନିଭର୍ସିଟି ଗାର୍ଡେନକୁ ପଟକୁ ଭୁଶୁଡି ପଡିଛି । ତେବେ ଆଜି ରବିବାର ଥିବାରୁ ଛାତ୍ରୀମାନେ ଏଠାରେ ନ  ଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ସବୁଠାରୁ…

ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରୀ; ୬୦ବର୍ଷ ଅପେକ୍ଷାର ଅନ୍ତ

ନବରଗଙ୍ଗପୁର: ୬୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ଶେଷରେ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ ଥିବା ଏନ୍‌ପିଜି(ନେଟୱାର୍କିଂ ପ୍ଲାନିଂ ଗ୍ରୁପ୍)ର ଅଧିବେଶନରେ ୧୧୬କିମି ବିଶିଷ୍ଟ ବ୍ରଡ-ଗଜ୍ ଲାଇନ୍‌କୁ…

ଘରୋଇ ଛାତରୁ ହଟିବ ହୋର୍ଡିଂ, ଆଦାୟ ହେବ ଫାଇନ: ଠିକା ସଂସ୍ଥାକୁ ଦାୟତ୍ୱ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ଘରୋଇ ଛାତ ଉପରୁ ହଟିବ ହୋର୍ଡିଂ । ହୋର୍ଡିଂ ସହ ଲୁହା ଫ୍ରେମକୁ ବି ଉଠାଇନେବ ବିଏମସି । ମାସେ ମଧ୍ୟରେ ସବୁ ହୋର୍ଡିଂକୁ ହଟାଇବା ପାଇଁ ଟାର୍ଗେଟ ରଖିଛି ବିଏମସି । ଯୁଦ୍ଧକାଳୀନ ଭିତ୍ତରେ ଏସବୁ କାମ କରାଯିବ । ଏଥିପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।…

ଆଉ ୨ ଦିନ କାଳବୈଶାଖୀ ବର୍ଷା; ୧୧ରୁ କମିବ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି।  ଆଉ ୨ ଦିନ ଏହାର ପ୍ରଭାବ ରହିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ଓ ପବନ ହେବ। ତେବେ ୧୧ ତାରିଖରୁ ରାଜ୍ୟରେ କାଳ‌ବୈଶାଖୀର ପ୍ରଭାବ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଜୁନ୍ ୧ରୁ ସବୁ ଗାଡିରେ ଲାଗିବ ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପାନିକ ବଟନ । ଏହା ବଧ୍ୟତାମୂଳକ କରାଯିବ । ଜୁନ ୧ ତାରିଖରୁ ଏହି ନିୟମକୁ କଡାକଡି କରାଯିବ ବୋଲି କହିଚି ବାଣିଜ୍ୟ ଓ ପରିବହନ ବିଭାଗ । ଗାଡ଼ି ଭିତରେ ଅସଦାଚରଣ, ଅପହରଣ ପରି ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ  ଏବଂ…