Latest Odisha News

BREAKING NEWS

Browsing Category

ଓଡିଶା

Odisha

JSPକୁ ସିଏସ୍ଆର୍ ଜର୍ଣ୍ଣାଲ୍ ଏକ୍ସଲେନ୍ସ ଆୱାର୍ଡ

ମୁମ୍ବାଇ/ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭା ଘେରାଓ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରତି ବର୍ଷ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ବର୍ଷରେ ୬୫.୯୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ୨୦୧୮ରେ ୧, ୦୭, ୪୦୮; ୨୦୧୯ରେ ୧, ୨୧, ୫୨୫; ୨୦୨୦ରେ ୧, ୩୪, ୨୩୦; ୨୦୨୧ରେ ୧, ୫୫, ୪୨୦;…

ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ, କ୍ରୀଡ଼ା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ୱର: କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

କନଷ୍ଟେବଳ ପରୀକ୍ଷାର ନକଲି ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାମ୍ବାଦିକ, ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର: ପୋଲିସ କନଷ୍ଟେବଳ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ଦୁଇ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତି କରି ଦୁଇ ଯୁବକଙ୍କ ନାଁରେ…

ମହାପ୍ରଭୁଙ୍କୁ ଦର୍ଶନ କଲେ କ୍ୟାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କା

ପୁରୀ : ଶ୍ରୀକ୍ଷେତ୍ରରେ କ୍ୟାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କା । ମହାପ୍ରଭୁଙ୍କ ଦର୍ଶନ କଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା । ଗତକାଲି କ୍ୟାପଟେନ ଦିବ୍ୟଶଙ୍କର ପୁରୀ ପିପିଲିର ଏକ ରିସୋର୍ଟରେ ବିବାହ କରିଥିଲେ l ଆଜି ନବଦମ୍ପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ…

ଶତାଧିକ ବାଂଲାଦେଶୀ ଠେଙ୍ଗାବାଡି ଧରି ଆକ୍ରମଣ କଲେ, ଅସ୍ତ୍ର ଲୁଟିନେଲ ; ୨ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶ ନାଗରିକ-ବିଏସଏଫ ଯବାନ ମୁହାଁମୁହିଁ ହୋଇଛନ୍ତି । ୧୦୦ରୁ ଅଧିକ ବଂଲାଦେଶୀ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ବାଂଲା ନାଗରିକଙ୍କ ଆକ୍ରମଣରେ ୨ ଯବାନ ଗୁରୁତର ହୋଇଛନ୍ତି । ବିଏସଏଫ ଯବାନମାନେ ଚାଷୀଙ୍କ ସୁରକ୍ଷା ପାଇଁ ଡ୍ୟୁଟି କରୁଥିଲେ…

୨୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି

ଯାଜପୁର: ଦୀର୍ଘ ୨୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ପରିବାର ପ୍ରତିପୋଷଣ ପାଇଁ ବ୍ୟକ୍ତି ଜଣକ ବାହାରକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ସେ ଯେ ଦିନେ ଘରକୁ ଫେରି ଏ ଆଶା ହରାଇ ସାରିଥିଲେ…

ରାଜ୍ୟରେ ନୂଆ ମେଡିକାଲ କଲେଜରେ ଖାଲି ପଡ଼ିଛି କେତେ ଡାକ୍ତରୀ ପଦବୀ ?

ଭୁବନେଶ୍ୱର: ରାଜ୍ୟରେ ନୂଆ କରି ୭ଟି ମେଡିକାଲ କଲେଜ ଖୋଲିଥିବା ବେଳେ ୧୨୪ଟି ପ୍ରଫେସର ପଦ, ୧୭୪ଟି ପଦ ଆସୋସିଏଟ୍ ପ୍ରଫେସର, ୨୯୫ଟି ଆସିଷ୍ଟାଣ୍ଟ ପ୍ରଫେସର, ୧୭୬ଟି ଟିଉଟର, ୧୨୫ଟି ଏସ୍ଆର୍, ୧୦୪ଟି ଜେଆର୍ ପଦ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ତାରକା ପ୍ରଶ୍ନର ଉତ୍ତର…

ତିନି ଜିଲ୍ଲାରେ ମିଳିଲା ସୁନାଖଣି ସନ୍ଧାନ: ଜାଣନ୍ତୁ, କେଉଁଠି ଅଛି କେତେ ସୁନା

ଭୁବନେଶ୍ୱର: ରାଜ୍ୟରେ ରହିଛି ଏକାଧିକ ସୁନାଖଣି । ୩ଟି ଜିଲ୍ଲାରେ ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଧାନସଭାରେ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀଙ୍କ କହିଛନ୍ତି  ରାଜ୍ୟ…

ନିଆଁର ଆଁରେ ଜଙ୍ଗଲ

କାମାକ୍ଷାନଗର: ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। । ଖରା ଦିନ ଆସିବା ଆଗରୁ ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ପଡିଛି ସଙ୍କଟରେ। ଏହି ନିଆଁ ଯେ କେତେ ବଡ଼ ସଂକଟ ଆଣିପାରେ, ଅତୀତରେ ଏହାର ଅନେକ ଉଦହାରଣ ଦେଖିଛି ଓଡ଼ିଶା ।…