Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଆଁର ଆଁରେ ଜଙ୍ଗଲ

କାମାକ୍ଷାନଗର: ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। । ଖରା ଦିନ ଆସିବା ଆଗରୁ ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ପଡିଛି ସଙ୍କଟରେ। ଏହି ନିଆଁ ଯେ କେତେ ବଡ଼ ସଂକଟ ଆଣିପାରେ, ଅତୀତରେ ଏହାର ଅନେକ ଉଦହାରଣ ଦେଖିଛି ଓଡ଼ିଶା ।…

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

ବାରିପଦା, ବାଲେଶ୍ୱରରେ ଭୟଙ୍କର ଶବ୍ଦ; ଥରିଗଲା ଘରର ଝରକା, କବାଟ

ଭୁବନେଶ୍ୱର:ବାରିପଦା ଏବଂ ବାଲେଶ୍ୱରରେ ସୋମବାର ସକାଳେ ହଠାତ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ।  ପ୍ରଚଣ୍ଡ ଶବ୍ଦ ଯୋଗୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଥରିଗଲା । ଭୟରେ ଲୋକେ ଘରୁ ବାହାରି ଆସିଥିଲେ । କ’ଣ ହେଲା କେହି କିଛି ବୁଝି ପାରି ନ ଥିଲେ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଶବ୍ଦ…

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର…

ଆୟୁଷ୍ମାନ ଖୁରାନାଙ୍କ ଟ୍ୱିଟ ପରେ ଛେନାପୋଡ଼କୁ GI tag ଦେବା ନେଇ ଜୋର ଧରିଛି ଦାବି

ମୁମ୍ବାଇ : ଦିନକୁ ଦିନ ଛେନାପୋଡ଼ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ  ରାଜ୍ୟ ବାହାରେ ଏପରିକି ବଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି ।  ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼କୁ ନେଇ ଏକ ଟ୍ବିଟ୍‌ ଓଡ଼ିଶାବାସୀଙ୍କୁ…

ଚାଷୀଙ୍କ ପାଇଁ ଖୁସି ଖବର; ଆଜି ମିଳିବ ପିଏମ୍‌ କିଷାନର ୧୩ତମ କିସ୍ତି

ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଲା । ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବେ । ପ୍ରଧାନମନ୍ତ୍ରୀ…

ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ଗତକାଲି ଆମ୍ରି ହସ୍ପିଟାଲରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ…

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ…

ବିଜୁ ଜନତା ଦଳ କାହା ସପକ୍ଷରେ ‘ନବ ନା ଗୋପାଳ’ ?: ମନୋଜ ମହାପାତ୍ର

ଭୁବନେଶ୍ୱର: ଅତୀତରେ ଘଟି ଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ ପ୍ରତିକ୍ରିୟାକୁ ଅନୁଶୀଳନ କଲେ ଶାସାକ ବିଜୁ ଜନତା ଦଳ ସ୍ୱର୍ଗତଃ ନବ ଦାସଙ୍କ ପରିବାର…

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ । ସେହିଭଳି କୋଟିଆରେ ସରକାରଙ୍କ…