Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା ଇନୋଭା, ଚାଲିଗଲା ୩ ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ଶରଧାପାଲି ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଇନୋଭା ଗାଡ଼ି ଧକ୍କାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛାତ୍ର ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ବିଦ୍ୟାଳୟରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ମାନେ ବାହୁାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ…

ଆହୁରି ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା; ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ପାଇଁ ୨୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, କନ୍ଧମାଳ, ବରଗଡ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ…

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ନୂତନ ରେଳପଥରେ ଚାଲିଗଲା ପ୍ରଥମ ଜୀବନ

ଢେଙ୍କାନାଳ: ଗତ କିଛି ଦିନ ହେବ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଗଡିଥିଲା ପ୍ରଥମ ଟ୍ରେନ । ଆଉ ଏହି ନୂଆ ରେଳପଥରେ ଆଜି ଚାଲିଗଲା ପ୍ରଥମ ଜୀବନ । ଟ୍ରେନ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ  ଘଟିଛି। ମୃତ ମହିଳା ଜଣକ ହେଲେ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ…

ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା ! ସୋସିଆଲ ମିଡିଆରେ ଅନୁଭବଙ୍କ ଟିପଣୀ ପ୍ରସଙ୍ଗରେ ଆବେଦନ ଖାରଜ

କଟକ : ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ବର୍ଷାଙ୍କ ରିଟ ପିଟିସନକୁ ବୁଧବାର ଖାରଜ କରିଛନ୍ତି ହାଇକୋର୍ଟ । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ରଖୁଥିବା ବିବାଦୀୟ ମନ୍ତବ୍ୟକୁ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଭିନ୍ନ ସମୟରେ…

ରାଜଧାନୀର ଏହି ରାସ୍ତାରେ ବନ୍ଦ ରହିବ ଗାଡି ଚଳାଚଳ

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତାରେ ଗଡିବନି ଗାଡି  ।  ଯାନବାହନ ପାଇଁ ବନ୍ଦ ରାଯାଇଛି ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା  । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ଐତିହ୍ୟସମ୍ପନ୍ନ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖିବାକୁ…

ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ବୁଧବାର(ମାର୍ଚ୍ଚ ୨୨) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ସୁଙ୍ଗାର ହେବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି…

ସୁନ୍ଦରଗଡ଼ରେ ଜଣ୍ଡିସ ଆତଙ୍କ; ୪୦ରୁ ଅଧିକ ରୋଗୀ ଚିହ୍ନଟ ପରେ ନମୁନା ସଂଗ୍ରହ ଆରମ୍ଭ

ସୁନ୍ଦରଗଡ଼; ସୁନ୍ଦରଗଡ଼ରେ ବ୍ୟାପିଲାଣି ଜଣ୍ଡିସ୍। ଜିଲ୍ଲାର କୋଇଡ଼ା ଓ ଲହୁଣିପଡ଼ା ବ୍ଲକ୍‌ରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି। ଲହୁଣିପଡ଼ା ବ୍ଲକ୍‌ର ଟେନ୍‌ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବରସୁଆଁ ଟାଉନସିପ୍‌ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍‌…

ରାଜଧାନୀ ରାସ୍ତାରେ ପୋଷା କୁକୁରଙ୍କୁ ମଳତ୍ୟାଗ ମନା: ନ ମାନିଲେ ମାଲିକ ଗଣିବେ ୧୦ ହଜାର ତଣ୍ଡ

ଭୁବନେଶ୍ୱର:ପୋଷା କୁକୁର ମାଲିକଙ୍କ ଲାଗି କଠୋର ନିୟମ ଆଣିବ ବିଏମସି । ପୋଷା କୁକୁରଙ୍କୁ ଆଉ ରାସ୍ତାକଡରେ ମଳ ତ୍ୟାଗ କରାଇପାରିବେ ନାହିଁ । ଯଦି କରାଇବେ ତେବେ ୧୦ ହଜାର ଟଙ୍କା ଗଣିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ପୋଷା କୁକୁରଙ୍କ ଲାଗି ବିଏମସିର ମାର୍ଗଦର୍ଶିକା ଚୂଡାନ୍ତ ପର୍ଯ୍ୟାୟରେ…

ସରକାରୀ ଇଚ୍ଛାଧୀନ କୋଟାରେ ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ୧୯୯୬ ମସିହାରୁ ଇଚ୍ଛାଧିନ କୋଟାରେ ଆବଣ୍ଟିତ ପ୍ଲଟ୍ ଘର ଓ କୋଠାକୁ ବାତିଲ କରାଯାଇଛି। ଏହି ମାମଲାରେ ମୋଟ ୭୯ ଜଣଙ୍କର ମାମଲା ହୋଇଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ ପ୍ରଶ୍ନ…