Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚମକିଲା ସୁଆଣ୍ଡୋ; ଐତିହାସିକ ଗାଁର ରୂପ ନେଲା ଉତ୍କଳମଣିଙ୍କ ଜନ୍ମପୀଠ

ସୁଆଣ୍ଡୋ: ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ  ସୁଆଣ୍ଡୋ ଗ୍ରାମ ।  ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଆଜି ସକାଳେ…

ଝାରସୁଗୁଡା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବା ପାଇଁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଥିରେ ଉଲ୍ଲେଖ ରହିଛି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ…

ବାମରାରେ ରହିବ ପୂର୍ବରୁ ରହୁଥିବା ଟ୍ରେନ୍‌; ନିର୍ଦ୍ଦେଶ ଦେଲେ ଚକ୍ରଧର ପୁର ରେଲଓ୍ୱେ DRM 

ସମ୍ବଲପୁର: ବାମରା ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ଗତକାଲିଠାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଷ୍ଟେସନ୍‌ରେ ରେଳ ରହଣୀ ଦାବିରେ ଗତକାଲି  ବାମରା କ୍ରିୟାନୁଷ୍ଠନା କମିଟି ପକ୍ଷରୁ ରେଳରୋକ୍‌ କରାଯାଇଥିଲା । ୧୦ ଘଣ୍ଟା ପରେ ୪ଟି ରେଳ ରହଣୀ ପାଇଁ ପ୍ରତିଶ୍ରୁତି ପରେ…

ଆଉ ନିର୍ବାଚନ ଲଢିବେନି ସୁର ରାଉତରାୟ; ତାଙ୍କ ଜାଗାରେ ଲଢିବେ ପୁଅ

ଭୁବନେଶ୍ୱର:  ନିର୍ବାଚନରୁ ସନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ୨୦୨୪ ନିର୍ବାଚନ ଲଢିବେନି ଜଟଣୀ ବିଧାୟକ । ଏକଥା ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଘୋଷଣା କରିଛନ୍ତି ସୁର ରାଉତରାୟ । ନିଜ ବୟସ ହୋଇ ଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ସୁର । ସୁର…

ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ବାଲେଶ୍ଵର : ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି । ପୁରୀ,ବାଲେଶ୍ଵର…

ଆମ୍ବୁଲାନ୍ସ ଗାଡ଼ିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ

ସୁବର୍ଣ୍ଣପୁର : ଆମ୍ବୁଲାନ୍ସ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ  । ମାଡ଼ି ବସିଲା ଅବକାରୀ ବିଭାଗ  ।  ଗଞ୍ଜେଇ ଚୋରାଚାଳଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରି ବିଭାଗ ଧରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୌଦ୍ଧ…

ଡୁମୁରୁପୁଟ ଷ୍ଟେସନରେ ଯାତ୍ରୀ ବିଶ୍ରାମାଗାର କକ୍ଷରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

କୋରାପୁଟ : ଡୁମୁରୁପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲନ୍ତା ମୃତ ଦେହ ଠାବ ହୋଇଛି । ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ତଦନ୍ତ ପରେ ହିଁ ଜଣା ପଡିବ…

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ; ଉତ୍କଳମଣିଙ୍କ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର କରିବେ ଲୋକାର୍ପଣ

ପୁରୀ:ଚମକୁଛି ସୁଆଣ୍ଡୋ । ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ। ଏହି ଗାଁକୁ ଆଜି ମିଳିଛି ବିଶେଷ ସମ୍ମାନ । ପୁରୀ ଜିଲ୍ଲା ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟ ତିଆରି ହୋଇଛି ଯାହାକୁ ଆଜି ଲୋକାର୍ପଣ କରିବେ…

ଝୋଟ ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଚାଉଳ, ଗହମ, ଚିନି ପ୍ୟାକେଜିଂ ଝୋଟ ବସ୍ତାରେ କରିବାକୁ ବାଧ୍ୟ

ଭୁବନେଶ୍ୱର : ଦେଶୀ ଜିନିଷର ବ୍ୟବହାର କରାଯିବ । ଦେଶର କମ୍ପାନୀ ଲାଭବାନ ହେବେ । ସେଥିପାଇଁ ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ବୈଠକରେ ଏପରିି ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହି ନିୟମକୁ କାର୍ଯ୍ୟକାରୀ…

ଗୋପାଳ ଗୁଳି, ଏବେ ବି ଅନେକ ପ୍ରଶ୍ନ ?

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀ ଗୋପାଳକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଗୋପାଳର କାର୍ଯ୍ୟକଳାପ, ମାନସିକ ଅବସ୍ଥା ଆଦିକୁ ଦେଖିଲେ ପୋଲିସ ବ୍ୟବସ୍ଥା ସ୍ୱତଃ ପ୍ରଶ୍ନ ଭିତରକୁ ଠେଲି ହୋଇଯାଉଛି। ଏପରିକି ଗୋପାଳ ହତ୍ୟା କଲା କିନ୍ତୁ ଗୋପାଳ ସମ୍ପର୍କରେ ଯାହା…