Latest Odisha News

BREAKING NEWS

Browsing Category

ଓଡିଶା

Odisha

JSP ଅନୁଗୁଳରେ ଥର୍ମାଲ ପାୱାର ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ କର୍ମଶାଳା

ଅନୁଗୁଳ: କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଅନୁଗୁଳ ପକ୍ଷରୁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP) ଅଡିଟୋରିୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆୟୋଜିତ କର୍ମଶାଳାରେ ଥର୍ମାଲ ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବିପଦର ମୁକାବିଲା ନେଇ ଆଲୋଚନା କରାଯାଇଛି । କାରଖାନା ଓ…

ପୁରୀରେ ଅନୁଷ୍ଠିତ ହେଲା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ବୁଧବାର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ରାଜ୍ୟ ସଭାପତି ସମୀର ମହାନ୍ତି ବିଜେଡିକୁ ଟାର୍ଗେଟ କରିଥିଲେ । ଅରାଜକତା, ବେକାରୀ ସମସ୍ୟା, ଦାଦନ ପ୍ରସଙ୍ଗ ଓ ମହିଳାଙ୍କୁ ସୁରକ୍ଷା ଦେବାରେ…

ବିଜେଡିରେ ଯୋଗଦେଲେ ହରିହର, ବୀରେନ୍ଦ୍ରଙ୍କ ସମେତ ଶତାଧିକ କର୍ମୀ

ପୁରୀ: ସ୍ଥାନୀୟ ନରେନ୍ଦ୍ରକୋଣ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହେଶ୍ୱର ମହାନ୍ତିଙ୍କ ଚିନ୍ତାଧାରାରେ ଅନୁପ୍ରାଣୀତ ହୋଇ କଂଗ୍ରେସର ଟାଣୁଆ ନେତା ହରିହର ପାଢ଼ୀ, ବୀରେନ୍ଦ୍ର ଭୂଷଣ ହୋତା ଏବଂ ଅଭିମନ୍ୟୁ…

ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୪ଦିନ ବିତି ଗଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । କ୍ରାଇମବ୍ରାଂଚର ତଦନ୍ତ ଆଜି ସମ୍ପୂର୍ଣ୍ଣ ଦିଗହରା ହୋଇଛି । ବୋଧହୁଏ ଓଡିଶା ସରକାରଙ୍କର ନିଜ ତଦନ୍ତ…

ଜୟ ନାରାୟଣ ମିଶ୍ରଙ୍କୁ ନେଇ ତୀବ୍ର ହେଉଛି ବିବାଦ

ଭୁବନେଶ୍ୱର: ଜୟ ନାରାୟଣ ମିଶ୍ରଙ୍କୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ସରକାରଙ୍କୁ ଲଗାତର ଆକ୍ରମଣ କରୁଛନ୍ତି। ହତ୍ୟା ପ୍ରସଙ୍ଗରେ ଶାସକ ଦଳର ସର୍ବୋଚ୍ଚ ନେତୃତ୍ୱକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି। ସେପଟେ ବିଜେଡି ମଧ୍ୟ ଏ…

ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୫ ମୃତ

ରାୟଗଡ଼ା: ମାଆଙ୍କ ଆଶୀର୍ବାଦ ଭିକ୍ଷା କରି ଫେରୁଥିଲେ, ରାସ୍ତାରେ ଚାଲିଗଲା ଜୀବନ । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କମରଡ଼ାର ବୋଲି ଜଣାପଡ଼ିଛି । ଆଜି ଅଟୋରେ ଆନ୍ଧ୍ର…

ବିଳମ୍ବରେ କାହିଁକି ଆସିଲ ବୋଲି ପଚାରି ଛେଚା ଖାଇଲେ ଅଧ୍ୟାପକ

ଝାରସୁଗୁଡ଼ା: ଛାତ୍ରଙ୍କ ମାଡ଼ରେ ଲହୁଲୁହାଣ ହେଲେ ଅଧ୍ୟାପକ । ଝାରସୁଗୁଡ଼ା ଜିଲ୍ଲା କଟାପାଲି ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଳମ୍ବରେ କ୍ଲାସରୁମକୁ ଆସିବା ନେଇ ଅଧ୍ୟାପକ ପଚାରିବାକୁ ଛାତ୍ର ଜଣଙ୍କ ମାଡ଼ ମାରିଛନ୍ତି । ଯେଉଁଥିରେ ଗୁରୁତର ଆହତ…

୭ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାର ୮ଟି ସହରାଞ୍ଚଳରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର, ମୟୂରଭଞ୍ଜ, ମାଲକାନଗରି, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଓ କଟକ ଜିଲ୍ଲାର…

ଡିଜି କ୍ୟାମ୍ପରେ ଟପ ପୋଲିସ ଅଧିକାରୀ; ନବ ଦାସ ହତ୍ୟା ମାମଲା ନେଇ ଆଲୋଚନା !

ଭୁବନେଶ୍ୱର:  ନବ ଦାସ ହତ୍ୟାକାଣ୍ଡକ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ବିଧାନସ ସଭା କମ୍ପୁଛି । ଶାସକ-ବିରୋଧୀ ଭାଷଣବାଜିକୁ ନେଇ ମିଡିଆ ବ୍ୟସ୍ତ । ଏସବୁ ଭିତରେ ଆଜି ଏକାଠି ହୋଇଛନ୍ତି ଟପ  ପୋଲିସ ଅଧିକାରୀ ।  ଡ଼ିଜି କ୍ୟାମ୍ପ ଅଫିସରେ ଆଜି ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ ଏକାଠି…