Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସଙ୍କ ହତ୍ୟା ଘଟଣାର ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ ନା ଲୁଚାଉଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ପଶ୍ଚିମ ଓଡ଼ଶାର ବିଜେଡି…

ବିଧାନସଭାରେ ପୋଷ୍ଟର ଯୁଦ୍ଧ: ବିରୋଧୀ ଉଠାଇଲେ ନବ ହତ୍ୟା, ବିଜେଡିର ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ…

ଜେଜେଙ୍କ ଏକାଦଶାହରେ ନଦୀରେ ବୁଡି ନାତୁଣୀ ମୃତ

ସାଲେପୁର:  ନଦୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ।ମୃତ ବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ  । ଜେଜେଙ୍କର ଏକାଦଶାହ ଦିନ ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।…

ସରପଞ୍ଚଙ୍କ ଅଭିନବ ପ୍ରୟାସ, ଡ୍ରୋନରେ ପଠାଇଲେ ପେନସନ ଟଙ୍କା

ନୂଆପଡା: ଡ୍ରୋନରେ ପହଞ୍ଚିଲା ପେନସନ ଟଙ୍କା । ଦିବ୍ୟାଙ୍ଗ ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବା ଲାଗି ଏପରି ଅଭିନବ ପ୍ରୟାସ କରିଛନ୍ତି ନୂଆପଡ଼ା ଭାଲେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲ ।  ନୂଆପଡା ଜିଲ୍ଲା ସଦରମହାକୁମା ସ୍ଥିତ ଭାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ…

ତାରା କହିଲେ ନବଙ୍କ ହତ୍ୟା ପଛରେ ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସଂପୃକ୍ତି ଥାଇପାରେ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କ'ଣ? କ୍ରାଇମବ୍ରାଞ୍ଚ ହତ୍ୟାର ମୋଟିଭା ବା ଉଦ୍ଦେଶ୍ୟକୁ ନେଇ କିଛି ସ୍ପଷ୍ଟ କରିନି। କିନ୍ତୁ ଏହାରି ଭିତରେ ହତ୍ୟା ପଛର ଉଦ୍ଦେଶ୍ୟକୁ ନେଇ ବୟାନବାଜି ତେଜିଛି। ବିରୋଧୀ ଏହି ପ୍ରସଙ୍ଗରେ ଶାସକ ଦଳକୁ ଷଣ୍ଢୁଆଶୀ ଆକ୍ରମଣ କରୁଛନ୍ତି। ବିଜେପି…

ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋମାଲିକା, କହିଲେ ଫେସବୁକ ଫଟୋ ଆଣି ଭାଇରାଲ କରାଯାଉଛି

ଜଗତସିଂହପୁର: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଣି ସାଂଘାତିକ  ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲକା । ଏକ ଅଜଣା କଲରୁ ତାଙ୍କ ଧମକ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏପିରିକି ଫେସବୁକ୍ରୁ ଫଟୋ ନେଇ ଭାଇରାଲ କରି ତାଙ୍କୁ ବଦନାମ କରାଯାଉଥିବା…

‘ଗୋପାଳ ପାଗଳ କି ନୁହେଁ ପ୍ରମାଣ କରିବା ଦାୟିତ୍ୱ ବୋଧେ ତଦନ୍ତ ଅଧିକାରୀଙ୍କର’

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ…

ନବଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ କହିଲେ ଆମେରିକାର ଏଫବିଆଇର ସହାୟତା ମଗାଯାଇଛି

 ଭୁବନେଶ୍ୱର:  ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରାେଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି ।  ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ତଥାପି ବିରୋଧୀ କକ୍ଷତ୍ୟାଗ…

ଗୋପାଳକୁ ଭୁଲି ଗଲେ ପରିବାର ଲୋକେ?

ଚୌଦ୍ୱାର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଅଭିଯୁକ୍ତ ଗୋପାଳ ଦାସ। ଘଟଣାକୁ ଇତି ମଧ୍ୟରେ ୨୪ ଦିନ ପୂରଣ ହେଲାଣି। ଗୋଟିଏ ପଟେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାକୁ ଅହରହ କସରତ କରୁଛି କ୍ରାଇମବ୍ରାଞ୍ଚ ଅନ୍ୟପଟେ ଜେଲରେ ଥିବା ଅଭିଯୁକ୍ତ ନିଜର ଭବିଷ୍ୟତକୁ ନେଇ…