Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ଦେଲା ପ୍ରତିଶ୍ରୁତି: ରାଜ୍ୟ ସରକାର ଗରିବଙ୍କୁ ଯୋଗାଇବେ ଘର

ଭୁବନେଶ୍ୱର: ବଢିଲା ଆବାସ କଳି । ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଆଜି ପ୍ରେସମିଟ କରି ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ଅଭିଯୋଗ କରିଛି, ଗରିବ ଲୋକଙ୍କୁ ଘର କରାଇ ନ ଦେବାକୁ ଷଡଯନ୍ତ୍ର କରୁଛି ବିଜେପି  । ପିଏମଏୱାଇ ଘର ନିର୍ମାଣ ଅଟକାଇବାକୁ ଏହା ବିଜେପିର ନୂଆ ନାଟକ ।…

ମହାନତା ଦେଖାଇଲେ ନବୀନ ନନ୍ଦ: ପୁଅର ମୃତ୍ୟୁ ପରେ ବୋହୂର କରାଇଲେ ଦ୍ୱିତୀୟ ବିବାହ

ଭୁବନେଶ୍ୱର: ‘ଆଜିର ଦନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରୁଛି କି ଠିକ କରୁଛି, ଜାଣେନି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋ ବୋହୂର ଦ୍ୱିତୀୟ ବିବାହ କରାଇଛି ।’ ନିଜ ବୋହୂକୁ ଝିଅ ପରି ଶାଶୂ ଘରକୁ ବିଦା କଲାବେଳେ ଏମିତି ଭାବବିହ୍ୱଳ ହୋଇ…

ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଦେହାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିବା ସୂଚନା  । ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା  ।…

ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ପୁଅ

କଟକ: କଥାରେ ଅଛି ମୃତ୍ୟୁ କେତେବେଳେ କଉଠି ବି ଆସେ କାହାକୁ ଜଣା ନଥାଏ । କିଏ ଜାଣିଥିଲା ଏତେ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯିବେ । ଯେଉଁ ବୟସରେ ଭବିଷ୍ୟତ ଗଢିବାକୁ ସ୍ବପଦେଖିବା କଥା ସେ ଆଜି ଅଫେରା ରାଇଜରେ । ଆାମେ କହୁଛୁ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନ…

ଭୁବନେଶ୍ୱରରେ ପଠାନ ଫିଲ୍ମ ରିଲିଜ୍‌: ଖୁସୀରେ ଝୁମିଲେ ଫ୍ୟାନ୍, କଳିଙ୍ଗ ସେନାର ଜୋର୍‌ଦାର ବିରୋଧ

ଭୁବନେଶ୍ୱର: ଦୀର୍ଘ ୪ ବର୍ଷ ପରେ ସୁପର ଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଆଜି ସର୍ବଭାରତୀ ସ୍ତରରେ ରିଲିଜ୍ ହୋଇଛି। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖି ଖୁସୀରେ ଝୁମୁଛନ୍ତି ଫ୍ୟାନ୍। ସିନେମା ହଲ୍ ବି ଫୁଲ୍। ଭୁବନେଶ୍ୱରରେ ମହାରାଜ ସିନେମା ହଲରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।…

ଆଜିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍

ନୂଆଦିଲ୍ଲୀ: ଆଜିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ ହେବ । ଆଇଆରଟିସି ପକ୍ଷରୁ ମିଳିଛି ସୂଚନା । ଏହି ଟ୍ରେନର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କରିବେ । ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ । ୮ ଦିନିଆ…

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର

ଭୁବନେଶ୍ଠର:ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ । ଏ ନେଇ ଆଜି ଏକ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାପା-ପୁଅ । ଉଭୟେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ଦେହାନ୍ତ

କଟକ: ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଅକ୍ଲାନ୍ତ ଗତ କିଛି ଦିନ ହେବ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସା…

ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରେରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ବଡ଼ସିଂହାର ବେଶ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଏହି ବେଶରେ ଦର୍ଶନ ଦିଅନ୍ତି ଭାବମୂର୍ତ୍ତୀ। ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା ୨୧…

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ମଙ୍ଗଳବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ ଡେଢେଲ ଗାଁ ନିକଟ ଜଙ୍ଗଲରୁ ଏହି ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଥୁଲଣିକାନି ଗ୍ରାମର ୫୫ ବର୍ଷୀୟ ରତନୀ ରଣା। ସୋମବାରଠୁ ସେ ଘରୁ ନିଖୋଜ…