Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରମ୍ବାର ବଦଳି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟାଙ୍କ କର୍ମଚାରୀ

ଖୋର୍ଦ୍ଧା: ବାରମ୍ବାର ଚାକିରି ବଦଳିରେ ଅସନ୍ତୋଷ ପ୍ରକାଶ କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ନିଜ ହାତଗୋଡ଼ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାମ ରାଜଶ୍ରୀ ଭାରତୀ ବୋଲି ଜଣାପଡ଼ିଛି। ବଦଳିକୁ ବିରୋଧ…

କଳିଙ୍ଗା ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ଫୁଲବାଣୀ: ଆଜି ସନ୍ଧ୍ୟାରେ କଳିଙ୍ଗା ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସନ୍ଧ୍ୟାରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ । ଅନ୍ଧାରକୋଟ ନିକଟରେ ବାଇକ୍‌ଟି ରାସ୍ତା ପାର୍ଶ୍ୱ…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ: ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ôଚଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ…

ପୋଲିସ କବ୍‌ଜାରେ ବ୍ରାଉନ ସୁଗାର ବେପାରୀ : ମାଆ ପରେ ପୁଅ ଗିରଫ

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ପୂର୍ବରୁ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଥିଲା । ଏବେ ତାଙ୍କ ପୁଅକୁ ଗିରଫ କରିଛି । ସ୍ଥାନୀୟ କଲେଜ ପାଖରୁ ତାଙ୍କୁ ଧରିଛି । ତାଙ୍କ ନିକଟରୁ ୨୪ ଗ୍ରାମ ୩୫୦ ମିଲିଗ୍ରାମର ବ୍ରାଉନ ସୁଗାର, ଗୋଟିଏ ବାଇକ,…

ନିର୍ମାଣ ଶ୍ରମିକଙ୍କ ସୁରକ୍ଷା,ଆର୍ଥିକ ବିକାଶ ନେଇ ଆଲୋଚନା

ସୁବର୍ଣ୍ଣପୁର: ଓଡିଶା କୋଠାବାଡି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସୁବର୍ଣ୍ଣପୁର ନୂତନ ଟାଉନ ହଲଠାରେ ଏକ ମେଗା ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାଖାଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଓଡିଶା କୋଠାବାଡି ନିର୍ମାଣ ଶ୍ରମିକ କଲ୍ୟାଣ…

ସ୍କୁଲ ବ୍ୟାଗରୁ ଗଞ୍ଜେଇ ଜବତ, ୭ ଜଣଙ୍କୁ ଧରିଲା ପୋଲିସ

କୋରାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ତାହା ପୁଣି ସ୍କୁଲ ବ୍ୟାଗ୍‌ରେ । କିଛି ଯୁବକ ସ୍କୁଲ ବ୍ୟାଗରେ ଗଞ୍ଜେଇ ନେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରାପଡ଼ିଛନ୍ତି । କୋରାପୁଟ ଜିଲା ମାଛକୁଣ୍ଡ ପୋଲିସ ଶନିବାର ପାଟ୍ରୋଲିଂ କରୁଥିଲା । ଏହି ସମୟରେ ମଲେଗାଁ ଛକରେ ୪ ଜଣ ଯୁବକ ସ୍କୁଲ…

ଡାକ୍ତରଖାନାରେ ଅଧଘଣ୍ଟା ଧରି ଲିଫ୍ଟ ଅଚଳ, ଲିଫ୍ଟ ଭିତରେ ମୃତ୍ୟୁ ସହ ଲଢୁଥିଲେ ରୋଗୀ

ପୁରୀ:ହାତରେ ଲାଗିଛି ସାଲାଇନ । ଡାକ୍ତର କହିଲେ ଅବସ୍ଥା ଗୁରୁତର । ରେଫର କଲେ କଟକ ନେବାକୁ  । ଷ୍ଟ୍ରେଚରରେ ରୋଗୀଙ୍କୁ ପକାଇ ଲିଫ୍ଟରେ ଆଣିଲେ । ହେଲେ ଏ କ’ଣ ? ଅଧାବାଟରେ ଅଟକି ଗଲା ଲିଫ୍ଟ । ଏଣେ  ମରଣ ସହ ଲଢୁଛନ୍ତି ମହିଳା । ଗୋଟିଏ ମୁହୂର୍ତ୍ତ ବି ତାଙ୍କ ପାଇଁ ଥିଲା ମୂଲ୍ୟବାନ । ହେଲେ…

କରୋନା ନିୟମ ମାନି ଚାଲିବ ଖଣ୍ଡଗିରି ମେଳା, ଗାଇଡଲାଇନ୍‌ ଜାରି କଲା ବିଏମସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ BMCର ଗାଇଡଲାଇନ ଜାରି  । ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ତେଣୁ ଯାତ୍ରାକୁ ମିଳିଛି ଅନୁମତି  । କୋଭିଡ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ…

ବିରଳ ଅସ୍ତ୍ରୋପଚାର; ହାତରେ ଲାଗିଲା ଗୋଡ ଆଙ୍ଗୁଠି

କଟକ: ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ କରି ଦେଖାଇଛି ଏହି ସଫଳ ଅସ୍ତ୍ରୋପଚାର। ଓଡିଶାରେ ପ୍ରଥମଥର ପାଇଁ ଡାହାଣ ହାତରେ ଲାଗିଲା ବାମ ଗୋଡ଼ ଅଙ୍ଗୁଳି । ଯାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ସଫଳତା। ଭଦ୍ରକର ସୀତାକାନ୍ତ ବାରିକ…

ପଲିଥିନି କୁଡ଼ିଆ ତଳେ ୫ ପ୍ରାଣୀ :ମିଳୁନି ଆବାସ ଯୋଜନାରେ ଘର

ତାଳଚେର: ଝାଟିମାଟିର ଦୁଇ ବଖରା କୁଡିଆ । ଉପରେ ପଡ଼ିଛି ଚିରାଫଟା ପଲିଥିନ୍ । ଏହି କୁଡ଼ିଆରେ ରୁହନ୍ତି ୫ ପ୍ରାଣୀ । ପର ଘରେ ମୂଲ ଲାଗି ଯାହା ମିଳେ ସେଥିରେ ଚଳନ୍ତି ଏହି ପରିବାର । ଏହିଭଳି ଦଦରା ମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମର…