Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଯାଜପୁର: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ବ୍ୟାପକ ଅନିୟମିତତା ଦର୍ଶାଇ ଯାଜପୁର ବଡଚଣାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପଦଯାତ୍ରା ହୋଇଛି। କଂଗ୍ରେସ ନେତା ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ପରେ ସମର୍ଥକମାନେ ବଡଚଣା…

କେତେ ମାସର ଘରଭଡ଼ା ଦେଲେ ଭୁବନେଶ୍ୱରରେ କିଣି ପାରିବେ ଘର ?

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର । ରାଜଧାନୀରେ ରହିବା ଓ ଘରଟିଏ କିଣିବା ସମସ୍ତଙ୍କ ସ୍ୱପ୍ନ । ଅନେକ ଏଇ ସ୍ୱପ୍ନ ଦେଖି ରାଜଧାନୀକୁ ନିଜର କରି ନିଅନ୍ତି । ବ୍ୟତିବ୍ୟସ୍ତ ହୋଇ ଅହରହ ଦୌଡ଼ୁଥିବା ସହର ଏବେ ସାମର୍ଥ୍ୟ ବାହାରକୁ ପଳାଇଲାଣି । ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ, ଭାଇଜାଗ ପରେ…

ଜୟନାରାୟଣଙ୍କ ଅତୀତ କଥା ମନେ ପକାଇ ବିଜେପିକୁ ତୀର ମାରିଲେ ପ୍ରଣବ

ଭୁବନେଶ୍ୱର: ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ରହିଛି । କିନ୍ତୁ ବିରୋଧର ଅର୍ଥ ନୁହେଁ କାହାକୁ ବ୍ୟକ୍ତିଗତ କିମ୍ବା ଶାରିରୀକ ଆଘାତ ପହଞ୍ଚାଇବା । କିନ୍ତୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ଆକ୍ରମଣ କରୁଛନ୍ତି କେବେ ନିଜ ଦଳର ନେତାଙ୍କୁ ତ ଆଉ କେବେ…

ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମରେ ଓଡିଶାର "ମନ୍ଦା" ମଇଁଷି ପ୍ରଜାତିକୁ ଦେଶର ୧୯ତମ ମଇଁଷି ପ୍ରଜାତି ହିସାବରେ ମାନ୍ୟତା ମିଳିଛି । କେନ୍ଦ୍ର କୃଷମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାର  ଏହି ଜାତୀୟ ମାନ୍ୟତା ପ୍ରାପ୍ତ ପ୍ରମାଣ ପତ୍ର ଓଡିଶା…

ଜୟ ନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ପଦରୁ ଜୟନାରାୟଣଙ୍କୁ ହଟାଇବା ପାଇଁ ଦାବି କରିବା ପରେ ବିଜୁ ମହିଳା…

ବାପା ଓ ପୁଅ ବାଇକ୍‌ରେ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଲା ଟ୍ରକ୍; ଦୁଇ ମୃତ

ନୂଆପଡା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ବାଇକ୍‌ରେ ଯାଉଥିବା ବେଳେ ପଛରୁ ପିଟିଲା ଟ୍ରକ୍। ନୂଆପଡ଼ା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍…

ଆଧ୍ୟାତ୍ମିକ ଭାବନା ସହ ମୃଦଙ୍ଗର ତାଳେ ତାଳେ ୪ ବର୍ଷର ବାଳକ

କାମାକ୍ଷାନଗର : କଥାରେ ଅଛି ମଣିଷ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ । ଅର୍ଥାତ ସବୁ ମଣିଷଙ୍କ ପାଖେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଥାଏ । ଯାହାକୁ ଦେଖି ଭଗବାନ ସନ୍ତୋଷ ଲାଭ କରନ୍ତି । ସେଭଳି ଦିବ୍ୟଜ୍ଞାନ ଦେଖିବାକୁ ମିଳିଛି ୪ବର୍ଷର ଶିଶୁପୁତ୍ର ଗୋବିନ୍ଦଙ୍କ ପାଖରେ । ବୟସ ୪…

ଖୁବ ଶୀଘ୍ର ପଦ୍ମପୁରକୁ ମିଳିପାରେ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବିରୋଧୀ ବଳ ଯୋଗାଡୁଥିବାବେଳେ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି । ଆସନ୍ତ ନିର୍ବାଚନ ପୂର୍ବରୁ ନୀବନ ପଟ୍ଟନାୟକ ବି ତାଙ୍କର ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି    । ପଦ୍ମପୁର…

ଆଜି ପଙ୍କୋଦ୍ଧାର ଏକାଦଶୀ; ଗମ୍ଭିରା ଭିତରେ ବାବା ଲୋକନାଥଙ୍କ ଦର୍ଶନ ପାଇବେ ଭକ୍ତ

ପୁରୀ: ପବିତ୍ର ମହାଶିବ ରାତ୍ରି ଉପଲକ୍ଷେ ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେଉଛି । ବର୍ଷରେ ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଭାରତରେ ପଙ୍କୋଦ୍ଧାର…

ପେଟ୍ରୋଲିଂ ବେଳେ ହୋମଗାର୍ଡ଼ଙ୍କ ଉପରେ ମାଡ଼ିଗଲା ଗାଡ଼ି, ଚାଲିଗଲା ଜୀବନ

ଆନନ୍ଦପୁର : ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ କାର୍ଯ୍ୟରତ ହୋମଗାର୍ଡ଼ଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ସୁରେଶ କୁମାର ରାଉତ । ତାଙ୍କର ବୟସ ୪୭ ବର୍ଷ । ଘର ତରିମୂଳ…