Latest Odisha News

BREAKING NEWS

Browsing Category

ଓଡିଶା

Odisha

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ ।କୂଅରେ ପଡ଼ି ନାବାଳକର ମୃତ୍ୟୁ। ଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା । ସୂଚନା…

ପ୍ରେସମିଟ୍‌ରେ ଶ୍ରେୟା ମିଶ୍ରଙ୍କ ବଡ଼ ଖୁଲାସା, ବିବାଦରେ ତୃତୀୟ ଲୋକର ସମ୍ପୃକ୍ତି

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦ ମାମଲା। ସମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ପ୍ରେସମିଟରେ ଶ୍ରୀୟା ପୁଣି ଥରେ ପୂର୍ବ କଥା ଦୋହରାଇଛନ୍ତି । କହିଲେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା ।…

ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀର ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି। ଗତକାଲି ଭୋର ୪ଟା ବେଳେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହାଇଛି ୪୨ ବର୍ଷୀୟ ସୁଶାନ୍ତ। ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ୨.୩୦…

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ବିଜେପିର ମାନସ ମନ୍ଥନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବ । ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ବସିବାକୁ ଥିବା ବେଳେ ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ଆଗାମୀ ନିର୍ବାଚନରେ ବିଜେପି…

ମହାପ୍ରଭୁଙ୍କୁ ଦର୍ଶନ କଲେ ପାକିସ୍ତାନରୁ ଆସିଥିବା ଭକ୍ତ

ପୁରୀ: ଓଡିଶା ଆସି ଜଗା ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ। ପାକିସ୍ତାନ କରାଚିରେ ରହୁଥିବା ୪୫ ଜଣ ହିନ୍ଦୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏମାନଙ୍କୁ ପୁରୀ ଆସିବାରେ ସହଯୋଗ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ଏମାନେ ପୁରୀରେ ପହଞ୍ଚି…

ଟ୍ୱିନ୍‌ ସିଟିରେ ଘନକୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଆଜି ସକାଳୁ ଟ୍ୱିନ୍‌ ସିଟିରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ଘନକୁହୁଡ଼ି ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ହୋଇଛି । ମାତ୍ର ୨୦ରୁ ୩୦ ମିଟର ମଧ୍ୟରେ…

କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ: ୩ରେ ମହାସମାବେଶ କରିବ ୬୬୨ ବର୍ଗ ଅଧ୍ୟାପକ ସଂଘ

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡକୁ ନେଇ ଯେଉଁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ତାକୁ ବିରୋଧ । ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ କ୍ୟାବିନେଟର ଏପରି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଆସନ୍ତା…

ରବିବାରଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ରାଜ୍ୟ ତଥା ଜାତୀୟ ପଦାଧିକାରୀ, ପ୍ରଭାରୀ ସମେତ ନିର୍ବାଚିତ ବିଧାୟକ, ସାଂସଦଙ୍କ ସମେତ ଜିଲ୍ଲା ସଭାପତି ଯୋଗ ଦେବେ। ଏହାପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା। ନିକଟରେ ଦିଲ୍ଲୀରେ…

ସ୍ୱାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛି: ଶ୍ରେୟା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କେବଳ ସେଲିବ୍ରିଟି ସ୍ୱାମୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନ ଥିବାରୁ ଦୀର୍ଘ ଦିନ ଧରି ନିର୍ଯାତନା ବାବଦରେ କିଛି ନକହି ଚୁପ୍…

ବାରମ୍ବାର ବଦଳି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟାଙ୍କ କର୍ମଚାରୀ

ଖୋର୍ଦ୍ଧା: ବାରମ୍ବାର ଚାକିରି ବଦଳିରେ ଅସନ୍ତୋଷ ପ୍ରକାଶ କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ନିଜ ହାତଗୋଡ଼ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାମ ରାଜଶ୍ରୀ ଭାରତୀ ବୋଲି ଜଣାପଡ଼ିଛି। ବଦଳିକୁ ବିରୋଧ…