Latest Odisha News

BREAKING NEWS

Browsing Category

ଓଡିଶା

Odisha

ବସରେ ଗଞ୍ଜେଇ ଖୋଜୁଥିଲା ପୋଲିସ, ପାଇଲା ପୂଳା ପୂଳା ଟଙ୍କା

କଟକ: ପୋଲିସକୁ ମିଳିଲା ସଫଳତା । ବସ୍‌ରୁ ଜଣେ ଯାତ୍ରୀଙ୍କଠାରୁ ୪ ପେଟି ଟଙ୍କା ଜବତ ସହ ଜଣେ ଅଟକ । କଟକ ଜିଲ୍ଲା ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ ବେଳେ ଏହି ନଗଦ ଟଙ୍କା ଜବତ ହୋଇଛି। ଅଟକ ହୋଇଥିବା ବ୍ୟକ୍ତିଙ୍କ ନାଁ ସୁକୁମାର…

ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ସମଗ୍ର ସହର

ରେଙ୍ଗାଲି : ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ହୋଇପଡ଼ିଛି ସମଗ୍ର ରେଙ୍ଗାଲି। ସ୍ୱାଧୀନ ଏକତା ସଂଗଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଗୁରୁବାର ମିନି ମାରାଥନରୁ ଆରମ୍ଭ ହୋଇଯାଇଛି। ରାମଚନ୍ଦ୍ର ନଗରରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ…

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ନିଖୋଜ ନେଇ ବଢ଼ୁଛି ସସପେନ୍ସ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ । ଗତ ୧୧ ତାରିଖରୁ କ୍ରିକେଟର ରାଜଶ୍ରୀ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ହେଲେ ଏତଲାକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ବଡ଼ ପଦକ୍ଷେପ ନେଇ ନଥିବା ଅଭିଯୋଗ । କିନ୍ତୁ ଏବେ ରାଜଶ୍ରୀଙ୍କ ନିଖୋଜ…

ଆଜିଠୁ ଆରମ୍ଭ ହକି ମହାକୁମ୍ଭ… କମ୍ପିବ କଳିଙ୍ଗ ଦୁଲୁକିବ ବିର୍ସା ମୁଣ୍ଡା ଷ୍ଟାଡିୟମ

କଟକ : ଆଜିଠୁ ହକି ମହାକୁମ୍ଭ ଆରମ୍ଭ । ବୁଧବାର କଟକର ବାରବାଟୀ ଷ୍ଟାଡ଼ିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି…

ଭାରତ-ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାନ ଅନୁଷ୍ଠିତ ହେବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଅପରାହ୍ଣ ୩ଟା ୪୫ରେ…

ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହେଲେ ସରକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ

ପୁରୀ: ଜାତୀୟ ପତାକାକୁ ଅସମ୍ମାନ କରିବା ପଡ଼ିଲା ମହଙ୍ଗା। ଗିରଫ ହେଲେ ପ୍ରଶାନ୍ତ କୁମାର ସ୍ବାଇଁ। ପୁରୀ ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ପ୍ରଶାନ୍ତ କୁମାର ସ୍ୱାଇଁ ଦେଶର ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଭିଡିଓ ବିଜୁଳି ବେଗରେ ଭାଇରାଲ ହୋଇଥିଲା।…

ହକି ବିଶ୍ୱକପ ପାଇଁ ରାଜଧାନୀ ଜଗିବେ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। ଗୁରୁବାର ଟ୍ୱିନ୍ ସିଟି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। କେବଳ ଭୁବନେଶ୍ୱରରେ ପ୍ରାୟ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ…

ଓଟିଇଟି ପରୀକ୍ଷାରେ ଅନିୟମତତା ଦର୍ଶାଇ ବୋର୍ଡ ଅଫିସ ଆଗରେ ପ୍ରତିବାଦ

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗୁରୁବାର ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକମାନେ ବୋର୍ଡ ଅଫିସ ଆଗରେ ଏକାଠି…

ହିତାଧିକାରୀ ଜାଣିବେ କିଏ ଦେଉଛି ଚାଉଳ, ବିଜେଡି କହିଲା ମାଇଲେଜ ନେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ୱର: ରାଜନୀତିରେ ଯେଉଁ କିଛି ପ୍ରସଙ୍ଗ ସବୁଦିନ ଚର୍ଚ୍ଚାରେ ଥାଏ ତାହେଲେ ଚାଉଳ ରାଜନୀତି। ନିର୍ବାଚନ ବେଳେ ନବୀନ ଚାଉଳ ଦେଉଛନ୍ତି ବୋଲି ରାଜ୍ୟର ଶାସକ ଦଳ ବିଜେଡି ଭୋଟ୍ ମାଗିବାର ନଜିର ରହିଛି। ହେଲେ କେନ୍ଦ୍ର ଯୋଜନାରେ ରାଜ୍ୟ କିଛି ଟଙ୍କା ଦେଇ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା…

ନାଁ ବଦଳାଇ ପୁରୁଣା ଯୋଜନାକୁ ରିଲଞ୍ଚ କଲା କେନ୍ଦ୍ର: ଜାଣନ୍ତୁ କ’ଣ ଥିଲା, କ’ଣ ହେଲା

ଭୁବନେଶ୍ୱର: କେନ୍ଦ୍ର ସରକାର ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଛନ୍ତି। ଏହା ପୂର୍ବରୁ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନୂତନ ସମନ୍ୱିତ…