Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାତୀ ହତ୍ୟା ଘଟଣାରେ ଅଭିଯୁକ୍ତର ମୃତ୍ୟୁ, ଚାକିରି ମିଳିବା ନେଇ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଆଠଗଡ଼: ରାଜ୍ୟରେ ପ୍ରତିମାଲ ବନ୍ୟଜନ୍ତୁଙ୍କ ମୃତ୍ୟୁ ଖବର ଆସୁଛି। ଅଧିକାଂଶ ହତ୍ୟାର ଶିକାର ହେଉଥିବାର ଅଭିଯୋଗ ରହିଛି। ଯେଉଁଥିରେ ବନ୍ୟ ସୁରକ୍ଷା ଅଧିକାରୀଙ୍କ ସଂପୃକ୍ତିକୁ ଏଡାଇ ଦିଆଯାଇପାରୁନଥିବା ବେଳେ ଆଠଗଡରେ ନିକଟରେ ହୋଇଥିବା ହାତୀ ହତ୍ୟା ଘଟଣାର ଅଭିଯୁକ୍ତକୁ କଟକ ଆଠଗଡ ବଡମ୍ବା…

ସିସୋର ଚିଟଫଣ୍ଡ ଠକେଇ: ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟକା

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଚାଲିବ। କୌଣସି ପ୍ରକାରେ ଏହା ରଦ୍ଦ ହୋଇପାରିବ ନାହିଁ। ହାଇକୋର୍ଟ ଆଜି ଏଭଳି ଏକ ରାୟ ଦେବା ପରେ ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢିଛି। ଠକେଇ…

ରାସ୍ତା ପାଇଁ ଦହଗଞ୍ଜ, ଭାରରେ ବୁହା ହେଲେ ପ୍ରସୂତି ଓ ନବଜାତ

କୋରାପୁଟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକଙ୍କ ପାଖରେ ରାସ୍ତା ପହଞ୍ଚି ପାରିନି । ଆଉ ରାସ୍ତା ନ ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ଠିକ୍ ସମୟରେ ପାଇ ପାରୁ ନାହାଁନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ଼ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ଗାଁର ସମ୍ବାରୁ…

ବିଜୟ ଶଙ୍କରଙ୍କ ବିରୋଧରେ ଏତଲା, ସୋମାଲିକାଙ୍କ ବୟାନର ଭିଡିଓ ଗ୍ରାଫି କଲା ପୋଲିସ

ଜଗତସିଂହପୁର: ସାନି ଏତଲା ପରେ ଆକ୍ସନ ମୋଡରେ ପୋଲିସ । ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶଙ୍କ ସାନି ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ପୋଲିସ ଅଭିଯୋଗ ଆଣିଥିବା ସୋମାଲିକାଙ୍କୁ ପଚରାଉଚରା କରିବା ସହ ବୟାନର ଭିଡିଓ…

ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ନଚେତ ଇସ୍ତଫା ଦିଅନ୍ତୁ-ପିସିସି ସଭାପତି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏତେ ବଡ ଘଟଣାରେ ଲୋକଙ୍କୁ ଅନ୍ଧାରରେ ରଖି କ୍ରାଇମବ୍ରାଞ୍ଚ କାହାଣୀ ଶୁଣାଉଛି । ଗୃହମନ୍ତ୍ରାଳୟ ନିଜ ହାତରେ ଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ…

ନବ ଦାସଙ୍କୁ ହତ୍ୟା ପାଇଁ ହୋଇଛି ବଡ଼ ଷଡ଼ଯନ୍ତ୍ର: ସାଲୁଜା

ଭୁବନେଶ୍ୱର: ଖାକି ମାରିଲା, ଖାକି ତଦନ୍ତ କରୁଛି । ନବ ଦାସଙ୍କ ହତ୍ୟାକାରୀକୁ ଧରାଯିବ ନାହିଁ । କାଗଜପତ୍ରରେ ତଦନ୍ତ ସରିଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି. ଆମେ ପ୍ରଥମ…

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଲା ବୋମା, ୩ ଗୁରୁତର

ବରମୁଣ୍ଡା : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ରାତି ଅଧରେ ଫୁଟିଲ ବୋମା। ଏହି ବିସ୍ଫୋରଣରେ ୩ଜଣ ଗୁରୁତର । ଖାଦ୍ୟକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି…

ସରିଲା ଖଣ୍ଡଗିରି ମେଳା, ମେଲାଣି ନେଲେ ସାଧୁସନ୍ଥ

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ ସରିବା…

ଘରେ ଘରେ କାଶ, ଜ୍ୱର; ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ…