Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ବଢିବ ଶୀତ, ଥରିବ ରାଜ୍ୟ

ଭୁବନେଶ୍ୱର: ଧୀରେଧୀରେ ଫେରୁଛି ଶୀତ । ଥରିବ ରାଜ୍ୟ । ରାଜ୍ୟକୁ ଶୀତ ଫେରିବା ଆରମ୍ଭ କଲାଣି। ଗତକାଲି ରାତିରେ ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିଲା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଶୀତ ବଢିବ। ଝାରସୁଗୁଡ଼ାଠାରେ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ଥିବା ଜଣାଯାଇଛି ।…

ପ୍ରସ୍ତାବିତ କଟକ ରେଳଷ୍ଟେସନର ଡିଜାଇନ ସେୟାର କଲେ ରେଳମନ୍ତ୍ରୀ, କେମିତି ହୋଇଛି ଲୋଡିଲେ ମତାମତ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଟ୍ୱିଟର ଆକାଉଣ୍ଟରେ କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ଡିଜାଇନ୍କୁ ନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି ବୈଷ୍ଣବ। କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟକୁ ନେଇ ଏହି ଡିଜାଇନ୍ ଅନୁପ୍ରାଣିତ ହୋଇଛି।…

ଅର୍ଚ୍ଚନାଙ୍କ ଡାଏରୀ ଓ ଜୁଏଲାରୀ ଲିଙ୍କ୍ ଇଡି ହାତରେ, ସିସିଟିଭି ଫୁଟେଜ କିଏ କଲା ଗାଏବ?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଶୁକ୍ରବାରଠୁ ଇଡି ଅଧିକ ସକ୍ରିୟ ହୋଇଛି। ଶନିବାର ସକାଳେ ଦୀର୍ଘଦିନ ଧରି ସମନ ସତ୍ତ୍ବେ ହାଜର ହେଉନଥିବା ଶ୍ରଦ୍ଧାଞ୍ଜଳି ହାଜର ହୋଇ ପକ୍ଷ ରଖିଛି। ପାଖାପାଖି 13 ଘଣ୍ଟା ଜେରା ପରେ ବାହାରକୁ ଆସିଥିଲା ଶ୍ରଦ୍ଧାଞ୍ଜଳି। ପ୍ରଥମ ଥର ପାଇଁ…

ଖଣ୍ଡପଡାରେ “ମୁଁ ବଘେଲ” ପକ୍ଷରୁ ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ଜୟନ୍ତୀ ଖଣ୍ଡପଡା ସ୍ଥିତ “ମୁଁ ବଘେଲ” ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଛି । ଖଣ୍ଡପଡ଼ା ସ୍ଥିତ ରାଜବାଟୀ ପରିସରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଭତ୍ତା ଅପେକ୍ଷାରେ ଦୁଇ ଦିନ ହେଲା ନିର୍ଯାତନା ସହୁଛନ୍ତି ବ୍ରହ୍ମପୁରର ଶତାଧିକ ବୃଦ୍ଧବୃଦ୍ଧା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଏବଂ ବିଧବା ସହିତ ଅନ୍ୟାନ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ ଭତ୍ତା ବଣ୍ଟନ ଦିଗରେ ନାନା ଅବହେଳା ଯୋଗୁ ହିତାଧିକାରୀମାନେ ଅସୁବିଧାର…

ଗିରଫ ହୋଇଥିବା ଓକିଲଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛନ୍ତି ଏସପି: ସମ୍ବଲପୁର ବିଧାୟକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଓ ଏହି ମାମଲାରେ ଗିରଫ ହୋଇଥିବା ଆଇନଜୀବୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସପି…

ନବଙ୍କ ଜରିଆରେ ପଦ୍ମପୁର ଡିଲ୍ କରିଥିଲା ବିଜେଡି: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ବିଜେପି ପଦ୍ମପୁର ଉପନିର୍ବାଚନରେ କେଉଁ କାରଣ ପାଇଁ ହାରିଲା। ଏ ନେଇ ବିସ୍ତୃତ ରିପୋର୍ଟ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଦେଇଛନ୍ତି ପରାଜିତ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଦଳ। ତେବେ ରିପୋର୍ଟ ଦେବା ପୂର୍ବରୁ ସେ ନିର୍ବାଚନ ହାରିବା ପଛର କାରଣ କହିଛନ୍ତି।…

୨୦୨୪ରେ ନିର୍ବାଚନ, କିଏ କରୁଛି କେଉଁ ମଡ଼େଲକୁ ଭରସା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଭୟ ବିଜେଡି ଓ ବିଜେପି ନିଜ ନିଜର ଶୀର୍ଷ ନେତାଙ୍କ ଜରିଆରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କଂଗ୍ରେସ ମଧ୍ୟ ପ୍ରସ୍ତୁତି ବୈଠକ କରିବାକୁ ଯାଉଛି। ଏହାରି ଭିତରେ କିଏ କେମିତି ନିର୍ବାଚନ ଲଢିବ ସେ ନେଇ ଚର୍ଚ୍ଚା…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ; ମିଳିଲାଣି ୧୧ଟି ପ୍ଲଟ୍‌, ଫ୍ଲାଟ୍‌ ସହ ସୁନା ଅଳଙ୍କାର

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ…

କାର କାଚ ଭାଙ୍ଗି ଲୁଟୁଥିଲେ, ଧରାପଡ଼ିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ।ସ୍ପେଶାଲ ସ୍କ୍ୱ ଡ଼ ହାତରେ ଧରା ପଡ଼ିଛନ୍ତି ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ ଓଡିଶା, ବିହାର, ତାମିଲନାଗୁ ଆଦି ରାଜ୍ୟରେ ଆତଙ୍କ ଖେଳାଇ ଦେଇଛନ୍ତି । ଏମାନେ ବୁଲି ଚୋରି କରନ୍ତି । ଏହି ଇଣ୍ଟରଷ୍ଟେଟ…