Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଅଫଲାଇନରେ ଟିକେଟ୍ କିଣିପାରିବେ ହକି କ୍ରିଡ଼ାପ୍ରେମୀ, ୧୧ଟାରୁ ସନ୍ଧ୍ୟା ୭ଯାଏଁ କାଉଣ୍ଟର ଖୋଲା

ଭୁବନେଶ୍ୱର : ଆଜିଠୁ ଅଫଲାଇନରେ ଏବେ ଟିକେଟ ପାଇପାରିବେ ହକି କ୍ରୀଡ଼ାପ୍ରେମୀ ।  ପୂର୍ବାହ୍ନ ୧୧ଟରୁ ସନ୍ଧ୍ୟା ୭ଟା ଯାଏ କାଉଣ୍ଟର ଖୋଲା ରହିବ । ଜାନୁଆରୀ ୧୩ରେ ଭୁବନେଶ୍ୱର, ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ପୂର୍ବରୁ…

ମିଳିଲେ ନିଖୋଜ ଅମ୍ରିତ, କେଉଁଠି ଓ କିପରି ଥିଲେ?

ନୟାଗଡ଼: ଉଦ୍ଧାର ହେଲା ନୟାଗଡ଼ର ୧୨ ବର୍ଷୀୟ ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଓଡ଼ଗାଁ ବ୍ଲକ କୁରାଡ ପଞ୍ଚାୟତ ସୁବୁଦ୍ଧି ସାହିରୁ ନିଖୋଜ ହୋଇଥିଲେ ଅମ୍ରିତ । ୫ ଦିନ ତଳେ ସନ୍ଧ୍ୟାବେଳେ ଟିଉସନରୁ ଘରକୁ ଫେରିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ…

ମୋ ଝିଅକୁ ମାରିଦେଇଛନ୍ତି; ଝୁଲନ୍ତା ଝିଅକୁ ଦେଖି ବାପା ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର : ‘ମୋ ଝିଅକୁ ଯୋଜନାବଦ୍ଧ ଭାବେ ମାରିଦେଇଛନ୍ତି’। ଜଣେ ବାପାଙ୍କ ଏହା ଦୁଃଖଭରା ବୟାନ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗ୍ରାମର ବାଂଛାବଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

୨୦୨୪ ପାଇଁ ଚେଲାକୁମାରଙ୍କ ମାନସମନ୍ଥନ; ରାଜ୍ୟ ସରକାରଙ୍କୁ କଲେ କଟାକ୍ଷ

ଭୁବନେଶ୍ୱର: ବଳ ଗୋଟାଉଛି ହାତ ଦଳ । ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ପ୍ରଭାରୀ ଡ. ଏ. ଚେଲାକୁମାରଙ୍କ ଗୁରୁ ମନ୍ତ୍ର । ୨୦୨୪ ର ଲକ୍ଷ୍ୟ ହାତସେ ହାତ ଯୋଡୋ  । କଂଗ୍ରେସ ଭବନରେ ପିସିସି ସଭାପତି ଶରତ  ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ କରିଛନ୍ତି ମାନସମନ୍ଥନ । ଆଗାମୀ…

ବଳ ଗୋଟାଉଛି ହାତ ଦଳ; ସାମିଲ ହେଲେ ପମି ମିଶ୍ର ଓ ଗୁଡଲି ରଥ

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ…

ପୁରୀରେ ଡଗ୍‌ ସୋ ଅନୁଷ୍ଠିତ

ପୁରୀ : ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ତୃତୀୟ ଅଲବ୍ରିଡ଼ ଓପନ ଡଗ ସୋ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ l ।  ପ୍ରଶିକ୍ଷଣ ନେଇଥିବା କୁକୁର ମାନେ ନିଜ ନିଜର ଦକ୍ଷତା ଅନୁସାରେ ବିଭିନ୍ନ କୌଶଳ…

ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଉଦଘାଟନ କଲେ ନାଇଟ୍ କ୍ଲବ ‘କନେକ୍ଟ’

ଭୁବନେଶ୍ୱର: ରାଜଧାନୀବାସୀ ନେବେ ଆଉ ଏକ ନାଇଟ୍ କ୍ଲବର ମଜା । କାରଣ ଖୋଲିଯାଇଛି ନାଇଟ କ୍ଳବ 'କନେକ୍ଟ' । ଗତକାଲି ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବଲରରେ ବିଗ୍ ବସ୍ ପ୍ରତିଯୋଗୀ ତଥା ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥି, ଉପସ୍ଥାପିକା ଲିପ୍ସା ପଣ୍ଡା…

ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ASI ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର  । ନନ୍ଦନକାନସ୍ଥିତ ପଦାସାହି ଘରୁ ମିଳିଲା ମୃତଦେହ । ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଫେରିଥିଲେ । ପରିବାର ସହିତ ଥିଲେ ASI ଅଶୋକ । ରାତିରେ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା ।…

ବ୍ରହ୍ମପୁର ଉପକଣ୍ଠରେ ଆତଙ୍କ; ମହିଳାଙ୍କୁ ହେଉଛି ବାରମ୍ବାର ଆକ୍ରମଣ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ମହିଳାମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନେଇ ଆତଙ୍କ ଖେଳି ଯାଇଛି। ମାତ୍ର ୫ ଦିନ ଭିତରେ ଜଣେ ମହିଳାଙ୍କୁ ଦୁଇଥର ଏବଂ ଆଉ ଦୁଇ ଜଣ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର୍‌‌…

ଇଡିରେ ମୁହାଁମୁହିଁ ଜେରା ବେଳେ ତଥ୍ୟ ଓଗାଳିଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଇଡି ହାତରେ ଲାଗିଛି ଅର୍ଚ୍ଚନା ନାଗ କଳାସାମ୍ରାଜ୍ୟର ଗୁମର ତଥ୍ୟ । ଜେରାବେଳେ ଅନେକ ଗୁପ୍ତ ତଥ୍ୟ ଇଡିକୁ ଦେଇଛି ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ନାଗ ଦମ୍ପତିଙ୍କ ସହ ମୁହାଁମୁହିଁ ଜେରାବଳେ ସବୁ ସତ ଓଗାଳିଛନ୍ତି ଶ୍ରଦ୍ଧାଞ୍ଜଳି । ଗତକାଲି ଇଡିର…