Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ମଶାନରୁ ଉଦ୍ଧାର ହେଲା ଅପହରଣ ହୋଇଥିବା ଯୁବକ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଅପହରଣ କରିି ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଅଞ୍ଚଳର ଉତ୍ତମ କୁମାର ଷଡ଼ଙ୍ଗୀକୁ କିଛି ବାଇକ୍ ଆରୋହୀ ତାଙ୍କୁ କଲେଜ କ୍ୟାମ୍ପସରୁ ବଳପୂର୍ବକ ଉଠାଇ ନେଇ ଜଟଣୀର ଏକ ନିଛାଟିଆ…

ମିଶନ ଶକ୍ତିରେ ବିନା ସୁଧରେ ନବୀନ ଦେଲେ ଋଣ, ବିଜେପି କହିଲା ମୋଦୀ ସରକାର ଯୋଜନାର ରିବ୍ରାଣ୍ଡିଂ

ଭୁବନେଶ୍ୱର: ରାଜ୍ୟର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପ ପାଇଁ ମୁଖ୍ୟମନ୍ତ୍ରୀ ୧୨୫କୋଟିର ସୁଧ ରିହାତି ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ନିଦ ଭାଙ୍ଗିଛି ବିରୋଧୀ ବିଜେପିର। ଦୀର୍ଘ ଦିନ ଧରି ଏହି ଯୋଜନା ମହିଳା ଭୋଟ୍ ବ୍ୟାଙ୍କ ଉଦ୍ଦିଷ୍ଟ କହୁଥିବା ଦଳ ପ୍ରେସ କନଫରେନସ କରି କହିଛି କେନ୍ଦ୍ରର…

ହକି ବିଶ୍ୱକପ ବିଜ୍ଞାପନ: ମାମଲା କୋର୍ଟକୁ ଯିବା ପୂର୍ବରୁ ଭୁଲ ସୁଧାରିଲେ ରାଜ୍ୟ ସରକାର!

ଭୁବନେଶ୍ୱର: ବୁଧବାର ହକି ବିଶ୍ୱକପ ପାଇଁ ବିଗୁଲ ବାଜିବ। ଏହାପୂର୍ବରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ଶେଷ ହୋଇଯାଇଛି। କିନ୍ତୁ ଏହାରି ଭିତରେ ମଙ୍ଗଳବାର ଖବରକାଗଜରେ ଦେଖିବାକୁ ମିଳିଥିଲା ଗୋଟିଏ ବ୍ୟତିକ୍ରମ। ସାରା ରାଜ୍ୟରେ ହକି ବିଶ୍ୱକପ ପାଇଁ ହୋର୍ଡିଂ ଲାଗିଛି ସେଥିରେ…

କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଡିସେମ୍ବର ୫ ତାରିଖରୁ ଦୀର୍ଘ ୩୭ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ…

ଭୁବନେଶ୍ୱରକୁ ପୁଣି ଫେରିଛି ଆଇକୋନିକ୍ ଷ୍ଟୋରି-ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ ୨୦୨୩’

ଭୁବନେଶ୍ୱର: ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଗାମୀ ଡଟ୍ ଫେଷ୍ଟ୍ ପାଇଁ ପୁଣିଥରେ ଭୁବନେଶ୍ୱର ସହରକୁ ଫେରିଛି । ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡିକର ମହାନତାକୁ ବଂଚାଇ ରଖିବା ପାଇଁ…

HSRP ନଥିଲେ ନିସ୍ତାର ନାହିଁ, ୧୫ରୁ ଗଣିବେ ଫାଇନ୍

ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି HSRP…

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…

ଦବୁଛି ଯୋଶୀମଠ, ଓଡ଼ିଶାର କେଉଁ ଜିଲ୍ଲାକୁ ରହିଛି ବିପଦ ?

ଭୁବନେଶ୍ୱର: ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଛି । ତେବେ ଯୋଶୀମଠରେ କାହିଁକି ଦବୁଛି ମାଟି । ଭୂମିକମ୍ପ ସହ ରହିଛି କି ସମ୍ପର୍କ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଗତ କିଛି ବର୍ଷ ଧରି ଭୂସ୍ଖଳନ ହେଉଥିଲା । ଆଉ ଭୂସ୍ଖଳନର କାରଣ ହେଉଛି ଭୂମିକମ୍ପ ।…

ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ

ରାଉରକେଲା: ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ।…

ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ବାବୁଙ୍କ ଦରମା, ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର: ବାବୁ ଦେବେ ସମ୍ପତ୍ତି ତାଲିକା । ନ ହେଲେ ବନ୍ଦ ହେବ ଦରମା । ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ କୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ସଚିବ । ଯେଉଁ ଅଧିକାରୀ ବାର୍ଷିକ ସମ୍ପତ୍ତି ତାଲିକା ଦେବେ ନାହିଁ ସେମାନେ ଆସନ୍ତା ଫେବ୍ରୁଆରୀ ମାସରୁ ପାଇବେ…