Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁରର ସବୁ ୱାର୍ଡରେ କାର୍ଯ୍ୟକ୍ଷମ ହେବ ୱାର୍ଡ ଅଫିସ୍‌

ବ୍ରହ୍ମପୁର:ଶାସନର ବିକେନ୍ଦ୍ରୀକରଣ ଏବଂ ସହରବାସୀଙ୍କ ହାତ ପାହାନ୍ତରେ ବିଭିନ୍ନ ପ୍ରକାର ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମର ସମସ୍ତ ୪୨ଟି ୱାର୍ଡରେ ୱାର୍ଡ ଅଫିସର କାର୍ଯ୍ୟକ୍ଷମ ହେବ। ପ୍ରଥମ ଥର…

ମାମୁ ଘର ବୁଲିବାକୁ ଆସିଥିଲେ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବ୍ରହ୍ମପୁର: ମାମୁ ଘରକୁ ବୁଲିବାକୁ ଆସିଥିଲେ  ୨ ଭଉଣୀ ।  ଆଉ ଫେରିଲେନି ଘରକୁ । ସବୁଦିନ ପାଇଁ ଚାଲିଗଲେ ଅଫେରା ଦୁନିଆକୁ । ଗଞ୍ଜାମ ବଡଗଡ ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ଏକ ଲାଟ୍ରିନ ଟାଙ୍କିରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି । ଦୁଇ ଶିଶୁ କନ୍ୟା ସମ୍ପର୍କୀୟ ଭଉଣୀ ବୋଲି…

ପିଟି ଦେଲା ବସ; ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଥାନା ହେମଗିରି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଣଟଣା । ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍ ଧକ୍କାରେ ଚାଲି ଯାଇଛି ୩ ବାଇକ ଆରୋହୀଙ୍କ ଜୀବନ । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ…

ଏତଲା ରଖିଲାନି ପୋଲିସ, ଲୋକସେବା ଭବନ ଆଗରେ ଫିନାଇଲ୍ ପିଇଲେ ବୃଦ୍ଧ

ଭୁବନେଶ୍ୱର: ଖୋଦ୍ ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣୁନି ପୋଲିସ । ଏକଥା ଆମେ କହୁନୁ, ବୁଧବାର ଅପରାହ୍ଣରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ୍ ପିଇବା ପ୍ରମାଣ କରିଛି । ବୟସ୍କ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆ…

‘ବାର୍ଥ ଡେ ପାର୍ଟିରେ ଦୁଷ୍କର୍ମ ହୋଇନି, କେବଳ ଧମକାଇଥିଲେ ଓ ପିଟିଥିଲେ’

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ପାତ୍ରସାହି ବସ୍ତିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟ୍ୱିଷ୍ଟ । ମହିଳାଙ୍କୁ ଗଣଦୁଷ୍କର୍ମ ହୋଇନି । ବାର୍ଥ ଡେ ପାର୍ଟିରେ ବିଳମ୍ୱିତ ରାତି ଯାଏଁ ଜୋର୍ ପାଟିତୁଣ୍ଡ କରିବାରୁ ବାରଣ କରିଥିଲେ ପୀଡ଼ିତା । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଘର ଭିତରକୁ ପଶି…

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ…

ଆନନ୍ଦ ଟପୋ ହତ୍ୟା ମାମଲା: ଥାନାରେ ହାଜର ହେଲେ ବୀରେନ୍ଦ୍ରଙ୍କ ବାନ୍ଧବୀ

ଭୁବନେଶ୍ଠର:  ଆନନ୍ଦ ଟପୋ ମୃତ୍ୟୁ  ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଲାଗି ପଡ଼ିଛି ଇନଫୋସିଟି ଥାନା ପୋଲିସ। ଆଜି ଥାନାରେ  ହାଜର ହୋଇଛନ୍ତି ବୀରେନ୍ଦ୍ର ଲାକ୍ରାଙ୍କ ବାନ୍ଧବୀ  ମନ୍‌ଜିତ୍ ଟେଟେ। ତାଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇନଫୋସିଟି ପୋଲିସ ।  ଥାନାରେ ପହଞ୍ଚିବା ପରେ…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ

ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ । ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ ପାସେଞ୍ଜର…

ନକଲି ଔଷଧ, ୬ ଜିଲ୍ଲାରେ ରୁଜୁ ହେଲା ୧୨ ମାମଲା

ଭୁବନେଶ୍ୱର: ଦେହ ଭଲ ହେବା ପାଇଁ ଆପଣ ଖାଉଥିବା ଔଷଧ ନକଲି । ଗଳିକନ୍ଦି ସହର ବଜାର ରାଜ୍ୟର ସବୁଠି ଏହି ନକଲି ଔଷଧ ବିକ୍ରି ହେଉଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଭଳି ରାଜ୍ୟର ପ୍ରାୟ ଜିଲ୍ଲାରେ ନକଲି ଔଷଧ କ୍ଲାଭାମ-୬୨୫ ବେଧଡ଼କ ଭାବେ ବିକ୍ରି ହେଉଛି । ରାଜ୍ୟ ବାହାରୁ ଆସୁଥବା ଏହି ନକଲି…

ବଢିଲା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ; ମିଳିବନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ବଢିଲା ଅଡ଼ୁଆ ।  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି ହାଇକୋର୍ଟ।  ଅନ୍ୟପକ୍ଷେ  …