Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ବର୍ଷକରେ କିଏ ଜମା କଲା ୧୦ ଲକ୍ଷ, ଇଡି କରୁଛି ଛାନଭିନ୍

ଭୁବନେଶ୍ୱର: ଇଡି ଖୋଳୁଛି ଅର୍ଚ୍ଚନା ଗୁମର । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ମାରାଥନ୍ ଜେରା ପରେ ଇଡି ଶ୍ରଦ୍ଧାଞ୍ଜଳିଙ୍କ ମୁହଁରୁ ଅନେକ ସତ ବାହାର କରିଛି । ଶ୍ରଦ୍ଧାଞ୍ଜଳିର ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ୧୦ ଲକ୍ଷ ଟଙ୍କା ଜମା ହୋଇଥିବା ଜଣା ପଡ଼ିଛି । ତେବେ ଏତେ ଟଙ୍କା କିଏ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ପୁରୀରେ ଧର୍ମଶାଳା ପାଇ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ 5T ଉପକ୍ରମରେ ମୁଖ୍ୟମନ୍ତ୍ରୀ…

ଓଡ଼ିଶାରେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତିଲ୍ ହେବ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।…

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ…

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଆୟକର ରେଡ୍

ପଦ୍ମପୁର: ପଦ୍ମପୁରରେ ରେଡ୍ କରୁଛି କେନ୍ଦ୍ରୀୟ ଆୟକର ଟିମ୍ । ୩ ବିଜେଡି କର୍ମୀଙ୍କ ଘରେ ଚାଲିଛି ଆୟକର ରେଡ୍ । ୩ ଜଣଯାକ ପ୍ରତିଷ୍ଠିତ ବ୍ୟବସାୟୀ । ତିନିଜଣଙ୍କ ଘରକୁ ଜଗିଛନ୍ତି ସଶସ୍ତ୍ର ସିଆରପିଏଫ୍ । ବହିଦାରପଡାର ମହମ୍ମଦ ସାଜିଦ, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରଓ୍ୱାଲଙ୍କ…

ଖସୁଛି ପାରଦ, ବଢୁଛି ଶୀତ : ସେମିଳିଗୁଡା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ, ଖସୁଛି ପାରଦ । ଅସ୍ତବ୍ୟସ୍ତ ହୋଇଛି ଜୀବନ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥରାଉଛି ଶୀତ । ରାତି ତାପମାତ୍ରା ଦୈନିକ କମୁଥିବାର ପରିଲକ୍ଷିତ ହେଉଛି । ଗତକାଲି ରାତିରେ କୋରାପୁଟର ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ଡିଗ୍ରୀ ରେକର୍ଡ ହୋଇଛି ।…

ଏସ୍ଏମସି ପାଓ୍ୱାର ଜେନେରେସନରେ ଦୁର୍ଘଟଣା: ଉତ୍ତପ୍ତ ଲୁହା ପିଣ୍ଡ ପଡି ପୋଡ଼ିଗଲେ ଶ୍ରମିକ

ଝାରସୁଗୁଡା: ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର। ଏସଏମସି ପାଓ୍ୱାର ଜେନେରେସନ କାରଖାନାରେ ନିଆଁରେ ପୋଡି ଗୁରୁତର ହୋଇଛନ୍ତି ଶ୍ରମିକ ମହାବୀର ମାଝୀ। ତାଙ୍କର ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ…

ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ, ବିଜେପି ଦେଲା ଏତଲା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଗସ୍ତରେ ଥିବା ୨ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଗୁଇନ୍ଦା ଗିରି ସନ୍ଦେହ । ସୋହେଲାରେ ଜଣେ କର୍ମୀଙ୍କ ଘରେ ଖାଉଥିଲେ ୨ କେନ୍ଦ୍ରମନ୍ତ୍ରୀ । ସାଂସଦ…

ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: କେନ୍ଦ୍ରପଡା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଆଉ ଜଣେ ଗୁରୁତର । କଟକ ଏସସିବି ଆଇସିୟୁରେ ଚିକିତ୍ସାଧୀନ ଥିବା ପିଣ୍ଟୁ ଖାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆର ମୃତ୍ୟୁ ହୋଇଥିଲା । ପିଣ୍ଟୁଙ୍କୁ ମିଶାଇ ବାଣ ବିସ୍ଫୋରଣ ମାମଲାରେ ମୃତ୍ୟୁ…

‘ବିଜେବି ଫ୍ରେଣ୍ଡସ’ ପକ୍ଷରୁ ଆନ୍ତଃମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ଅୟୋଜିତ

ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ "ପକ୍ଷରୁ ରବିବାର ଆନ୍ତଃ ମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୨ ସ୍ଥିତ ଗୀତ ଗୋବିନ୍ଦ ଭବନରେ ଅୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ…