Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିଦେଲେ ଲେଡି ଚେୟାରମ୍ୟାନ, ଭିଡିଓ ଭାଇରାଲ

ଯାଜପୁର:ରାଗିଗଲେ ପୌରାଧ୍ୟକ୍ଷା ମାଡମ୍ । ଚାମ୍ବରକୁ ଡାକି  ପୌର ନିର୍ବାହୀ ଅଧିକାରୀଙ୍କୁ ମନ ଇଚ୍ଛା ଗାଳି ଦେଲେ । ସେତିକି ନୁହେଁ, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।…

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି

ପଦ୍ମପୁର: ମିଳିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ପ୍ରତିଶ୍ରୁତି ମିଳିଛି । ୨୦୨୩ ଡିସେମ୍ୱର ୩୧ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ତେବେ ବିଜେଡି ନିଜର ଇସ୍ତାହାରରେ ଏହାକୁ ସ୍ଥାନିତ କରିବା । ତାପରେ ହିଁ…

ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଥରୁଛି କୋରାପୁଟ ଜିଲ୍ଲା । କୋରାପୁଟର ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ତାପମାତ୍ରା ୬.୪ଡିଗ୍ରୀ ରହିଛି । ତାପଛକୁ ଜି.ଉଦୟଗିରି ୭ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟରେ ୧୦ ଡିଗ୍ରୀ ରହିଛି ପାରଦ । କନ୍ଧମାଳର ଦାରିଙ୍ଗବାଡିରେ…

କ୍ୟାପିଟାଲ ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲର ହେବ ଉନ୍ନତିକରଣ । ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳୁ କ୍ୟାପିଟାଲ ହସପିଟାଲକୁ ପରିଦର୍ଶନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି ୫ଟି ସଚିବ । ଏହା ସହିତ ରୋଗୀ ସେବା  ସୂଚାରୁ ରୂପେ ଚାଲୁଛି କିନାହିଁ…

ମହାପ୍ରଭୁଙ୍କ ପୋଢ଼ୁଆ ଭାରରେ ନାନା ବ୍ୟଞ୍ଜନ

ପୁରୀ : ଆଜି ହେଉଛି ପ୍ରଥମାଷ୍ଟମୀ । ଚଳଚଞ୍ଚଳ ହେଉଛି ଶ୍ରୀମନ୍ଦିର  । ନୂଆ ପିନ୍ଧି ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ…

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ: କିଏ ହାସଲ କରିବ ଚାଷୀଙ୍କ ସମର୍ଥନ ?

ବରଗଡ଼: ପଦ୍ମପୁର ଉପନିର୍ବାଚନ ନାମାଙ୍କନ ଦାଖଲ କରିବାକୁ ଆଜି ମଝିରେ ଗୋଟିଏ ଦିନ ରହିଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ହୋଇଥିବା ବେଳେ ଏବେ ଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କୈାଣସି ପ୍ରାର୍ଥୀ। ନାମାଙ୍କନକୁ ନେଇ ବିଳମ୍ଭ କରିବାର କାରଣ ହେଉଛି ଚାଷୀଙ୍କ…

ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରି ପିଠାର ମହକ

ଭୁବନେଶ୍ୱର : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ…

ସଂଜୟ ଦାସବର୍ମାଙ୍କ ପଛରେ ଷଡ଼ଯନ୍ତ୍ର କରୁଛି କିଏ?

ଭୁବନେଶ୍ବର:‘‘କିଛି ବ୍ୟକ୍ତିମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ସେ ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଁଚି ବାସୁଦେଇପୁରବାଟେ ଦେଇ ଏଗାର ପଂଚାୟତରେ ପଶିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଜବାବ ଦେବା କି ନାହିଁ ? ଏହା ହେଉଛି ବିଜେଡିର ବରିଷ୍ଠ ନେତା ତଥା…

କାହା ସ୍ୱାର୍ଥରେ କଟକ ଆଗ୍ରାଭେଟ କମ୍ପାନୀଙ୍କୁ ରାଜ୍ୟ ସରକାର ୨୫ ଏକର ଜମି ଦେଲେ?

ଭୁବନେଶ୍ୱର: କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଂଳଚରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦…

‘କ୍ଷମତାକୁ ଫେରିଲେ କେନ୍ଦୁଝରରେ କାରଖାନା ପ୍ରତିଷ୍ଠା ନିଶ୍ଚିତ’

କେନ୍ଦୁଝର:  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ରାଜକୋଷକୁ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରୁଛି । କେବଳ ଖଣି ଏବଂ ଖଣିଜଜାତ ଦ୍ରବ୍ୟରୁ ସିଧାସଳଖ ଭାବରେ ବାର୍ଷିକ ୪୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଛନ୍ତି । ତତ୍‌ସହିତ ଜିଲ୍ଲା ଖଣିଜ ବିକାଶ ଫଣ୍ଡରେ ପାଖାପାଖି ୧୮ ହଜାର…