Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି ।…

ପିଲାବେଳର ସ୍ମୃତି ସାଉଁଟିଲେ ମାଡାମ୍ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱରସ୍ଥିତ ତପୋବନ ହାଇସ୍କୁଲ ଓ ୟୁନିଟ୍ ୨ ସ୍ଥିତ ଗାର୍ଲସ୍ ହାଇସ୍କୁଲ ଯାଇ ପିଲାବେଳର ସ୍ମୃତି ସାଉଁଟିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ଫଟୋ ଉଠାଇଲେ ରାଷ୍ଟ୍ରପତି ନିଜ…

ଇଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇଂଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୨୦ଟି ବହି ଉନ୍ମୋଚନ କରିବେ । ଏହି ବହି ଗୁଡିକ ଓଡ଼ିଆରେ ଟ୍ରାନ୍ସଲେଟ୍ କରାଯାଇଛି । ପୂର୍ବାହ୍ନ ସାଢେ ୧୧ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଏହି ବହି…

ନିଜ ପାଠଶାଳା ବୁଲିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳୁ ପ୍ରଥମେ ଭୁବନେଶ୍ୱର ତପୋବନ ହାଇସ୍କୁଲ, ଏହା ପରେ ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  । ୧୯୭୦ରୁ ୭୪ ଯାଏଁ ସେ ଏହି ସ୍କୁଲରେ ପାଠ ପଢିଥିଲେ । ତାଙ୍କୁ ସ୍ୱାଗତ…

କିଡନୀ ରୋଗୀଙ୍କ ସମସ୍ଯାର ସମାଧାନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସଠିକ ଔଷଧ ଦାବି କରି ଧାରଣାରେ ବସିଥିବା କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,…

ହନିଟ୍ରାପ ମାମଲାରେ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ବନ୍ଧୁ ଖଗେଶ୍ୱର ଗିରଫ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଜୋରଦାର କରିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଉଠାଇ ନେବା ପରେ ଆଜି ଇଡି ଗିରଫ କରିଛି। ଖଗେଶ୍ବର…

‘ପ୍ରତୀକ୍ଷା’କୁ ବଡ଼ ସଫଳତା: ଆମେରିକାରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ପ୍ରତୀକ୍ଷା’କୁ ପୁଣି ମିଳିଛି ବଡ଼ ସଫଳତା  । ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏହି ଫିଲ୍ମକୁ ଶ୍ରେଷ୍ଠ କାହାଣୀ ପାଇଁ ପୁରସ୍କାର ମିଳିଛି। ପରଦାକୁ ଆସିବା ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚା ହେବା ସହ ‘ପ୍ରତୀକ୍ଷା’କୁ ମିଳିଛି…

ଛିଡ଼ା ହୋଇଥିବା ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ବସକୁ ପିଟିଲା ଟ୍ରକ । ବସଟି ଛିଡା ହୋଇଥିବା ବେଳେ ଟ୍ରକଟି ପଛପଟୁ ଆସି ପିଟି ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସ ଏବଂ ଟ୍ରକ…

ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ  ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ପ୍ରଥମେ ଆଜି ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି ।   ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ,ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି  । …

ଧନୁଯାତ୍ରାରେ କଂସ ହେବେ ହୃଷିକେଶ ଭୋଇ

ବରଗଡ଼: କଂସ କିଏ ହେବ ତାକୁ ନେଇ ଗତ ମାସେ ହେଲା ଦ୍ବନ୍ଦ୍ବ ଲାଗି ରହିବା ପରେ ଏଥର ହୃଷିକେଶ ଭୋଇ କଂସ ହେବା ଘୋଷଣା ହୋଇଛି । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଏଥର ହୃଷିକେଶ ଭୋଇ । ହୃଷିକେଶଙ୍କ ନାମକୁ ଚୟନ କରିଛି ଚୟନ କମିଟି । ଆଜି ଯାତ୍ରାର ମୁଖ୍ୟ…