Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧନୁଯାତ୍ରାରେ କଂସ ହେବେ ହୃଷିକେଶ ଭୋଇ

ବରଗଡ଼: କଂସ କିଏ ହେବ ତାକୁ ନେଇ ଗତ ମାସେ ହେଲା ଦ୍ବନ୍ଦ୍ବ ଲାଗି ରହିବା ପରେ ଏଥର ହୃଷିକେଶ ଭୋଇ କଂସ ହେବା ଘୋଷଣା ହୋଇଛି । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଏଥର ହୃଷିକେଶ ଭୋଇ । ହୃଷିକେଶଙ୍କ ନାମକୁ ଚୟନ କରିଛି ଚୟନ କମିଟି । ଆଜି ଯାତ୍ରାର ମୁଖ୍ୟ…

ପୁରୀରେ ଆୟୋଜିତ ହେଲା ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ

ପୁରୀ: ଭାରତୀୟ ଭାଷା ଏବଂ ସଂସ୍କୃତି କେନ୍ଦ୍ର ଦିଲ୍ଲୀ ଦ୍ୱାରା ଆୟୋଜିତ ତିନ ଦିବସୀୟ ହିନ୍ଦୀଭାଷା ସମ୍ମିଳନୀକୁ ବରିଷ୍ଠ ରାଜନେତା ତଥା ଭାଷାବିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମାରୋହକୁ ପ୍ରସିଦ୍ଧ ଶିକ୍ଷାବିତ ଓ ନ୍ୟାଶନାଲ ବୁକ ଟ୍ରଷ୍ଟର ପ୍ରଫେସର ମାନସ…

ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ କହିଲେ ‘‘ଓଡ଼ିଶାକୁ ନେଇ ଗର୍ବ କରେ’’

ଭୁବନେଶ୍ବର:  ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେପକାଇଛନ୍ତି । ଓଡ଼ିଶା ପାଇଁ ସେ ବି ଅନ୍ୟମାନଙ୍କ ଭଳି ସ୍ବପ୍ନ ଦେଖନ୍ତି ବୋଲି କହିଛନ୍ତି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ…

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ…

୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖା…

‘ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ’

ଭୁବନେଶ୍ୱର: ଓଡିଶା ମାଟିରେ ମହାମହିମ ରାଷ୍ଟ୍ରପତି । ନିଜ ରାଜ୍ୟକୁ ଆସି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଣେ ପ୍ରକୃତ ଓଡ଼ିଆଣି ପରିଚୟ ଦେଖିବାକୁ ମିଳିଛି ତାଙ୍କ ଠାରେ । ତାଙ୍କ ବେଶ ପୋଷାକଠାରୁ ଆରମ୍ଭ କରି ଖାଦ୍ୟର ମେନ୍ୟୁ…

ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମହମହିମ ଦ୍ରୌପଦୀ ମୁର୍ମୁ । ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି । ତାଙ୍କ ସାଙ୍ଗରେ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଇବାକୁ ବସିଥିଲେ । ଗଜପତିଙ୍କ…

ଜାଗା ମିଶନ : ୭୦୭ ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ, ୫ ମହାନଗରରେ ଡ୍ରୋନ ସର୍ଭେ ଶୁଭାରମ୍ଭ

ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇ ଦେବାକୁ ଓଡିଶା ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ୭୦୭ ବିଜୁ ଆଦର୍ଶ କଲୋନୀ ।  ଜାଗା ମିଶନକୁ ଆଉ ପାଦେ ଆଗେଇ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ମାମଲା ସମ୍ବନ୍ଧୀୟ କାଗଜପତ୍ର ମାଗିଛି । ଆଇଏଫଏସ୍ ଅଭୟ ପାଠକ, ପୁଅ ଆକାଶ…

ଇଡି କରୁଛି କଳାଟଙ୍କାର ଖୋଳତାଡ଼, ଭୁବନେଶ୍ୱରରୁ କେସିଙ୍ଗା.. ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ୮ଟି ସ୍ଥାନରେ ରେଡ୍ କରିଛି । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଅର୍ଚ୍ଚନାଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସହ ବାଲେଶ୍ୱର ଜଳେଶ୍ୱର…