Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଆରମ୍ଭ ହେଲା ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲାର ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡ଼ାହାଡ଼ ଜଳଭଣ୍ଡାରସ୍ଥିତ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଶନିବାର ଠାରୁ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟଟକଙ୍କୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଅମ୍ଲାନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।…

କ୍ଷତିପୂରଣ ଦାବିରେ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିନିକା ରାସ୍ତାର ପାଣିସିଆଲି ଛକରେ ରାସ୍ତା ଅବରୋଧ କଲେ ଗ୍ରାମଵାସୀ । ଗତକାଲି ରାତିରେ ପମ୍ପଚର ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ମାଲବାହି ଟ୍ରକରେ ପିଟି ହୋଇ ଦୁଇଜଣ ବାଇକ ଆରୋହୀ ସରୋଜ ଭୋଇ ଓ ଟୁନା ଷାଣ୍ଢଙ୍କ ମୃତ୍ୟୁ ହୋଇଥିଲା । ତେବେ ଉଭୟ ମୃତକ ପରିବାରକୁ ୩ ଲକ୍ଷ…

ମାଟି ଚାଲାଣ ବେଳେ ୨ଟି ଟ୍ରାକ୍ଟର, ୧ଟି ଟ୍ରିପର, ପିସି ମେସିନ ଜବତ

କାମାକ୍ଷାନଗର  : ବେଆଇନ ଭାବେ ମାଟି ଚାଲାଣ ବେଳେ ୨ଟି ଟ୍ରାକ୍ଟର,୧ଟି ଟ୍ରିପର ଏବଂ ଗୋଟିଏ ପିସି ମେସିନ ଜବତ କରାଯାଇଛି  । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅନ୍ତର୍ଗତ ଶରଧାପୁର ଗାଁ କେନାଲ ନିକଟରୁ ବେଆଇନ ମାଟି ଚାଲାଣ ହେଉଥିଲା । ଏଥିସହିତ ଚୋରା ଚାଲାଣକାରୀଙ୍କ ଉପରେ ୮୦ ହଜାର…

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ରାଜଧାନୀରେ ମେଲିଛି ବାଣ ପସରା । ଦୋକାନରେ ରହିଛି ଭଳିକି ଭଳି ଭେରାଇଟିର ବାଣ । କୁମ୍ପି ହେଉ କି ଚକ୍ରି ଝରଝରି ସବୁ ପ୍ରକାର ବାଣ ବିକ୍ରି ହେଉଛି । ଓଡ଼ିଶାକୁ ବାତ୍ୟା ବିପଦ ଟଳିଥିବା ବେଳେ ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ବାଣ ଫୁଟାଇ ଖୁସି ମନାଇବାକୁ ସମସ୍ତେ…

ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ମିଳୁନି ସାହାରା

ନୂଆପଡା : ଜୀବନ ମୃତ୍ୟୁ ଭିତରେ ସଂଗ୍ରାମ କରୁଛି ବାପା । ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ଦେଉନାହାଁନ୍ତି ସାହାରା । ପୁଅ ହୋଇ ବାପାକୁ ଦେଉଛି ନିର୍ଯାତନା । ଏନେଇ ଆଶା ଲଜରେ ଦିନ କାଟୁଛନ୍ତି ଭୁବନେଶ୍ବର ବିଶି । ଏଭଳି ଅଭାବନୀୟ ଦୃଶ୍ୟ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିଛନାପାଲି…

ୱାର୍ଲ୍ଡ ସ୍କିଲ୍ ସେଣ୍ଟର CEO ଭାବେ ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସିଇଓ ଭାବେ ଓଡ଼ିଶା ସରକାର ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଇଛନ୍ତି । ସର୍ଚ୍ଚ-କମ୍-ସିଲେକ୍ସନ୍ କମିଟି ସୁପାରିସ୍ ଆଧାରରେ ନିଯୁକ୍ତି ଦିଆଯାଇଛି । ଅବସରପ୍ରାପ୍ତ ଆଇଆରପିଏସ୍ ଅଧିକାରୀ ହେଉଛନ୍ତି ଅଳକା । ତାଙ୍କୁ ୩ ବର୍ଷ…

ଓଡ଼ିଶାରେ ରୋଜଗାର ମେଳା: ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ଦୀପାବଳି ଅବସରରେ ମୋଦୀ ସରକାରଙ୍କ ରୋଜଗାର ମେଳା । ଓଡ଼ିଶାର ୨୩୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ। ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକରେ ବିଶ୍ବେଶ୍ବର…

ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି

ଭୁବନେଶ୍ୱର: ସୋମବାର ଦୀପାବଳି, ମଙ୍ଗଳବାର ସୂର୍ଯ୍ୟ ପରାଗ । ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ ଆଦି ସମସ୍ତ…

ମୁହଁରେ ବଢୁଛି ମାଂସ ପିଣ୍ଡୁଳା କେମିତି ପୋଷିବି ପରିବାର ?

ନବରଙ୍ଗପୁର : ଯୁବତୀଙ୍କ ମୁହଁରେ ବଢୁଛି ମାଂସ ପିଣ୍ଡୁଳା । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଦୂତିକା ଯାନୀ । ପରିବାର ବୋଝ ଉଠାଉଥିବା ବେଳେ ଆଜି ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି ଦୂତିକା । ରାଜ୍ୟ ବାହାରକୁ ପେଟପୋଷିବାକୁ ଯାଇଥିବାବେଳେ…

ଟ୍ରକକୁ ପିଟିଲା ବାଇକ୍, ୨ ବାଇକ୍‌ ଆାରୋହୀ ମୃତ

ସୁବର୍ଣ୍ଣପୁର : ପାଣିସିଆଲି ଛକ ନିକଟରେ ବଡ଼ ଅଘଟଣ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବାଇକ୍ l ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି  l ମୃତକ ଦୁଇଜଣ ହେଲେ ବାବୁପାଲି ଗାଁର ସରୋଜ ଭୋଇ ଏବଂ ଅଏଁଲାପାଲି ଗାଁର ଟୁନା ଷାଣ୍ଡ । ଉଭୟ ସ୍ଥାନୀୟ ଏକ ଗୋଦାମରେ ଶ୍ରମିକ…