Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତ ଯୋଡୋ ଯାତ୍ରା ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶାରେ ପହଁଚିଲେ ଦିଗବିଜୟ, ଜୟରାମ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆୟୋଜନ କରାଯିବ । ସେନେଇ ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ  । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ସହ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।…

ମଲା ବାଛୁରୀକୁ ଝୁରି ଝୁରି ଗାଡ଼ି ପଛରେ ଧାଉଁଛି ମା ଗାଈ

ଭୁବନେଶ୍ୱର: ସୃଷ୍ଟିର କଲ୍ୟାଣ ପାଇଁ ମା ର ଜନ୍ମ  । ସନ୍ତାନର ସୁଖରେ ସେ ପାଏ ପରମ ଆନନ୍ଦ । ଏହା କେବଳ ମଣିଷ ମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ପଶୁମାନଙ୍କ ନିକଟରେ ମଧ୍ୟ ଦେଖାଯାଏ । ଏମିତି ଏକ ଘଟଣା ଦେଖିବାକୁ ମିଳଛି ରାଜଧାନୀରେ ।  ମା ଗାଈଟି ଛୁଆ ବାଛୁରୀର ମୃତ୍ୟୁକୁ ସହଜରେ ଗ୍ରହଣ…

ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଶ୍ରେୟାନ୍ସଙ୍କ ସଫଳତା

ନୂଆ ଦିଲ୍ଲୀ: ଦିଲ୍ଲୀର ଆଇଟିପିଓ ଠାରେ ଅନୁଷ୍ଠିତ ନବମ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ବିଜ୍ଞାନ ବିଭାଗର ଏକାଦଶ ଶ୍ରେଣୀ ଛାତ୍ର ଶ୍ରେୟାନ୍ସ ବିକାଶ ମିଶ୍ର ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । ନିଜର ବଳିଷ୍ଠ ଉଦ୍ଭାବନକୁ ପ୍ରଦର୍ଶିତ କରି…

ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ନିଆରା ଜନ୍ମଦିନ । ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ନିଆରା ଭାବେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ମୋ କଲେଜ ଅଧ୍ୟକ୍ଷ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସ ନାୟକ ଆଜି ଜନ୍ମଦିନ ପାଳିଛନ୍ତି । ପ୍ରତିବର୍ଷ  ଭଳି ଆକାଶ ଦାସ ନାୟକ ତାଙ୍କ ଜନ୍ମଦିନକୁ ନିଆରା…

ପାଣି ପଞ୍ଚାୟତ ସମୀକ୍ଷା ବୈଠକରେ ବିଧାୟକଙ୍କ ଉଦବେଗ, ୮ ଦିନ ମଧ୍ୟରେ ତଥ୍ୟ ଦେବାକୁ ଅଧିକାରୀଙ୍କୁ ତାଗିଦ୍

ନୂଆପଡ଼ା: ୨୦୨୧ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୧୩ ହଜାର ୨୦୦ ହେକ୍ଟର ଚାଷଜମି ସହ ବଲାଙ୍ଗିରର ୧୬ ହଜାର ୭ ଶହ ହେକ୍ଟର ଜମି ଜଳ ସେଚିତ ହୋଇଥାନ୍ତା । ଯେଉଁଥିରେ ଉପକୃତ…

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର: ହିତାଧିକାରୀ ଜଣେ, କିନ୍ତୁ ଜିଓ ଟ୍ୟାଗିଂରେ ଫଟୋ ଲାଗିଛି ଆଉ ଜଣଙ୍କର । ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ହେଉଛନ୍ତି ଅଜୟ କୁମାର ସାହୁ । କିନ୍ତୁ ଜିଓ ଟ୍ୟାଗିଂରେ ଦିଆ ଯାଇଥିବା ଫଟୋରେ ରହିଛି ଅନ୍ୟ ଜଣଙ୍କ ନାଁ । ଏଭଳି ଏକାଧିକ ଆୱାସ ଯୋଜନା…

ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ କଲ୍ୟାଣୀ

ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ…

ଗୋଟିଏ ବୈଠକରେ ଏକାଠି ହେବେ ଶାହ, ମମତା ଏବଂ ନବୀନ

କୋଲକାତା: ପୂର୍ବ ଆଞ୍ଚଳିକ ସୁରକ୍ଷା ପରିଷଦର ବୈଠକ ନଭେମ୍ବରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ନଭେମ୍ବର ପ୍ରଥମ ସପ୍ତାହରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ। ନଭେମ୍ବର ୫ରେ ଏହି ବୈଠକ…

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିଲେ କୌଣସି ଅସୁବିଧା ହେବନି: ଆମିକସ କ୍ୟୁରି

କୋଣାର୍କ: ଓଡ଼ିଆଙ୍କ ସ୍ଥାପତ୍ୟର ପରିଚୟ କୋଣାର୍କ ସୂର୍ଯ୍ୟମନ୍ଦିର । ବାଲି କାଢ଼ିବା ନେଇ ଏଏସଆଇ ନିଷ୍ପତ୍ତି ନେବା ପରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଏନ.କେ ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ…