Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଆଦିବାସୀଙ୍କ ନିଆରା ବିଶ୍ୱାସର ପର୍ବ ଜନା ସରଣୀ ପୂଜା

ରାୟଗଡ଼ା: ଏଠି ବିଶ୍ୱାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ବିଶ୍ୱାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଥିପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିୟାରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ…

ପୀଡିତା ବାପାଙ୍କ ଅଭିଯୋଗ : ହୀନ ରାଜନୀତି କରୁଛି ପାରାଦ୍ଵୀପ ବିଜେପି

ପାରାଦ୍ଵୀପ :  ଅଗଷ୍ଟ ୨୬ ତାରିଖରେ ପାରାଦ୍ଵୀପ ଠାରେ ଆଶା କର୍ମୀ ବଳତ୍କାର ଘଟଣାକୁ ନେଇ ରାଜନୀତି ଆରମ୍ଭ ହେଇଯାଇଛି  । ଏହାକୁ ନେଇ ପାରାଦ୍ଵୀପ ବିଜେପି ହୀନ ରାଜନୀତି କରୁଥିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ପୀଡିତା ଙ୍କ ବାପା  । ଘଟଣାକୁ ଭୁଲି ବଞ୍ଚିବା ପାଇଁ ଚେଷ୍ଟା…

ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷ

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୦ ଓ ୨୧ ତାରିଖରେ ଉପକୂଳ ଓ ପଶ୍ଚିମ ଓଡ଼ିଶା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା…

ଆଜି ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ଆୟୋଜନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାରେ  କାର୍ଯ୍ୟକ୍ରମ କେବେ ହେବ ସେ ନେଇ କଂଗ୍ରେସ ନେତାମାନେ ଆଲୋଚନା କରିବେ । ବୈଠକରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ…

ଅନୁସୂଚିତ ଜନଜାତି ତାଲିକାରେ ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବହୁଦିନ ଧରି ରାଜ୍ୟ ପକ୍ଷରୁ ଏଭଳି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆତ୍ମସମର୍ପଣ କଲେ ୭୦୦ରୁ ଊର୍ଦ୍ଧ୍ବ ମିଲିସିଆ

ମାଲକାନଗିରି: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଦେଖି ସଙ୍ଗଠନ ଛାଡିଛନ୍ତି ମିଲିସିଆ । ମାଲକାନଗିରି ଜିଲ୍ଲାରୁ 700ରୁ ଅଧିକ ମିଲିସିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ସ୍ରୋତରେ ସାମିଲ ହେଉଛନ୍ତି  ଆଦିବାସୀ । ପୋଲିସର ସଚେତନତା ପରେ  …

ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା

ଭୁବନେଶ୍ବର: ବଦଳିବ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ର ରୂପରେଖ ।  ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା  । ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ…

ଭାରତ ଯୋଡୋ ଯାତ୍ରା ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶାରେ ପହଁଚିଲେ ଦିଗବିଜୟ, ଜୟରାମ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆୟୋଜନ କରାଯିବ । ସେନେଇ ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ  । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ସହ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।…

ମଲା ବାଛୁରୀକୁ ଝୁରି ଝୁରି ଗାଡ଼ି ପଛରେ ଧାଉଁଛି ମା ଗାଈ

ଭୁବନେଶ୍ୱର: ସୃଷ୍ଟିର କଲ୍ୟାଣ ପାଇଁ ମା ର ଜନ୍ମ  । ସନ୍ତାନର ସୁଖରେ ସେ ପାଏ ପରମ ଆନନ୍ଦ । ଏହା କେବଳ ମଣିଷ ମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ପଶୁମାନଙ୍କ ନିକଟରେ ମଧ୍ୟ ଦେଖାଯାଏ । ଏମିତି ଏକ ଘଟଣା ଦେଖିବାକୁ ମିଳଛି ରାଜଧାନୀରେ ।  ମା ଗାଈଟି ଛୁଆ ବାଛୁରୀର ମୃତ୍ୟୁକୁ ସହଜରେ ଗ୍ରହଣ…

ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ…