Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାହୁଲ ଗାନ୍ଧୀ ଓ ପାଦ୍ରୀଙ୍କ ଭିଡିଓକୁ ନେଇ ବିବାଦ, ବିଜେପି କହିଲା ‘ବ୍ରେକ୍ ଇଣ୍ଡିଆ’ ଯାତ୍ରା ଚାଲିଛି

ଚେନ୍ନାଇ: ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଏବେ ଭାରତ ଯୋଡା ଯାତ୍ରାରେ ଅଛନ୍ତି। ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀଙ୍କୁ ଜର୍ଜ ପୋନ୍ନାୟାଙ୍କୁ ସେ ଏହି ଅବସରରେ ଭେଟିଥିଲେ। ରାହୁଲ ଏବଂ ପାଦ୍ରୀଙ୍କ ବାର୍ତ୍ତାଳାପର ଏକ ଅଂଶ…

ବିଶ୍ୱ ଫାଷ୍ଟ ଏଡ ଦିବସ: ସ୍କୁଲ-କଲେଜ ଛାତ୍ର ଛାତ୍ରୀଙ୍କୁ ଦିଆଗଲା ତାଲିମ

ପୁରୀ: ବିଶ୍ୱ ଫାଷ୍ଟ ଏଡ ଦିବସ ଅବସରରେ ଆଜି ପୁରୀର ଗୋପବନ୍ଧୁ ଅରୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସେଂଟ ଜନ ଆମ୍ବୁଲାନ୍ସ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ, କଲେଜର ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ…

ଟ୍ରକ୍-ଅଟୋ ଧକ୍କା, ୭ ଜଣ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା: ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ…

୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ୧୭  ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିଅମରେ ଏ ନେଇ ଏକ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ନବୀନ। ଏହି କାର୍ଯ୍ୟକ୍ରମରେ…

ଅଜଣା ରୋଗ ମୁଣ୍ଡ ନେଉଛି, କୋରାପୁଟ ଓ ମାଲକାନଗିରିରେ ଆତଙ୍କ

କୋରୋପୁଟ/ମାଲକାନଗିରି: ଅଜଣା ରୋଗର ଆତଙ୍କରେ ଛାନିଆ ଲୋକେ। ସପ୍ତାହକରେ ଗଲାଣି ତିନି ଜଣଙ୍କ ଜୀବନ। ମୃତ୍ୟୁ ପୂର୍ବରୁ ଶରୀରର ଦେହ, ହାତ ଆଦି ଫୁଲି ଯାଉଛି। ଆଉ ପରେ ତାଙ୍କର ମୃତ୍ୟୁ ଘଟୁଛି। କୋରାପୁଟରେ ଏଭଳି ଅଜଣା ରୋଗ ବ୍ୟାପିଛି। ମାଲକାନଗିରି ମାଥିଲିରେ ମଧ୍ୟ ଅଜଣା ରୋଗର ଆତଙ୍କ…

ଓଡ଼ିଶା ଆସିଥିଲେ ବ୍ରିଟେନର ରାଜା ମୁକୁଟ ପିନ୍ଧିବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ

ଭୁବନେଶ୍ୱର: ଆଜି ବ୍ରିଟେନର ନୂଆ ରାଜା ପ୍ରିନ୍ସ ଚାର୍ଲସଙ୍କ ରାଜାଭିଷେକ । ଏହା ପୂର୍ବରୁ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ସେ ଓଡ଼ିଶା ଆସିଥିବାର ଏକ ଖବର ସାମ୍ନାକୁ ଆସିଛି। ୧୯୮୦ ରେ ରାଜ୍ୟ ଅତିଥି ଭାବରେ ଓଡିଶା ଗସ୍ତରେ ସେ ଆସିଥିଲେ।ସେତେବେଳେ ତାଙ୍କୁ ୩୨ ବର୍ଷ…

ବିଷ ପିଇ ଦେଲେ ଆଇଟିଆଇ ଛାତ୍ର, ପରିବାର ଲୋକ ଆଣିଲେ ରାଗିଂ ଅଭିଯୋଗ

ଭଦ୍ରକ: ଏକ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିବା ଛାତ୍ର ଶୁକ୍ରବାର ବିଷ ପିଇ ଦେଇଛନ୍ତି । ଏବେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗତକାଲି ସେ ଆଇଟିଆଇରୁ ଫେରିବା ପରେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବିଷ ପିଇଥିବା ଛାତ୍ରଙ୍କ ନାମ ଆଶୁତୋଷ ମଲ୍ଲିକ । ସେ ଭଦ୍ରକ ତିହିଡିର ନନ୍ଦପୁରର…

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିନେଲେ କ’ଣ ହେବ, ବଢ଼ିଲା ସଂଶୟ

ଭୁବନେଶ୍ୱର: ଶୁକ୍ରବାରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ନେଇ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାକୁ ନେଇ ଅନେକ ସଂଶୟ ସୃଷ୍ଟି ହୋଇଛି। ବାଲି କଢ଼ା ହେଲେ ମନ୍ଦିର ସୁରକ୍ଷିତ ରହିବ ତ? ଏତେ ବର୍ଷର ମନ୍ଦିର ସେଥିରୁ ବାଲି କଢା…

ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆଉ ଥରେ ସୁଯୋଗ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଶନିବାର ପ୍ରକ୍ରିୟା ଶେଷ ହେଉଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ଦୁଇ ନାମଲେଖାଇ ପାରିନଥିଲେ କିଛି ଛାତ୍ରଛାତ୍ରୀ। ଏହା ଏବେ ସରକାରଙ୍କ ନଜରକୁ ଆସିଛି। ତେଣୁ ଇ-ଆଡମିଶନ ପାଇଁ ପଞ୍ଜୀକରଣ କରି ପାରି ନ ଥିବା ଦଶମ ପାସ୍ କରିଥିବା…

୨୪ ଘଣ୍ଟାରେ ସୁଦୃଶ୍ୟମାନ ହେବ ଲଘୁଚାପ, ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସୁଦୃଶ ଲଘୁଚାପରେ ରୂପ ନେଇପାରେ । ତେଣୁ ଆଜିଠୁ ରାଜ୍ୟରେ ବର୍ଷା…